Sorry ‘ତମେ ସବୁ ଭଲରେ ଥାଅ…Bye Bye’…ଦେଖନ୍ତୁ Viral ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳିଛି। ସମାଜରେ ଅନୀତି, ଅତ୍ୟାଚାର ଓ ଅନ୍ୟାୟ କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ବହୁତ ମାତ୍ରାରେ ବଢିବାରେ ଲାଗିଛି। ସମାଜରେ ବେଳେ ବେଳେ ଏଭଳି ମୃତ୍ୟୁ ହୋଇ ଥାଏ ଯେ ସମସ୍ତେ ଭାବିବା ବହୁ କଷ୍ଟକର ହୋଇ ପଡି ଥାଏ ଓ ସମସ୍ତେ ମଧ୍ୟ ଅସୁବିଧାର ସମ୍ମୁଖିନ ହୋଇ ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ବହୁତ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଉଛି ଲେଡିଜେ ହଷ୍ଟେଲରୁ ଜଣେ ଛାତ୍ରୀଙ୍କର ମୃତ ଦେହ ଉଦ୍ଧାର ସମୟରେ, ତାଙ୍କ ହାତରୁ ଏକ ସୁଇସାଇଡ଼ର ନୋଟ ମିଳିଛି। ତେବେ ଆସନ୍ତୁ ସେହି ନୋଟରେ କଣ ରହିଛି ସେହି ବିଷୟରେ ଜାଣିବା;

ଏଭଳି ଏକ ଘଟଣା ବଲାଙ୍ଗୀରର ଲୋଇସିଙ୍ଗାର ଥାନା ସକମା ଠାରେ ଥିବା ଯୁବଦୋୟ ମହାବିଦ୍ୟାଳୟର ଲେଡିଜେ ହଷ୍ଟେଲରୁ ରୁମ ନମ୍ବର ୩୦୫ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଆଶା ନାମକ ଜଣେ ଝିଅ, ଯିଏ କି ତାଙ୍କ ପରିବାରର ଏକ ମାତ୍ର ଝିଅ ଥିଲେ। ସେ କଲେଜର ଜଣେ ଭଲ ମେଧାବୀ ଛାତ୍ରୀ ମଧ୍ୟ ଥିଲେ। ଲେଡିଜେ ହଷ୍ଟେଲର ଭିତରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରା ଯାଇଛି।

ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ଆସି ପହଁଛି ଯାଇଛନ୍ତି। ସେଠାରେ ଆସି ଦେଖନ୍ତି ଯେ, ସେହି ଛାତ୍ରୀଙ୍କ ହାତରୁ ଏକ ସୁଇସାଇଡ଼ଡାଲ ନୋଟ ମିଳିଛି। ଯେଉଁଥିରେ ଲେଖା ଅଛି ଯେ, ଶରୀ ତମେ ସବୁ ଭଲରେ ଥାଅ। ଏହି ଲେଖାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। କିନ୍ତୁ ଏହି ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ପରିବାର ଲୋକ ମାନେ ଓ ତାଙ୍କ ସମ୍ପର୍କୀୟ ମାନେ କହୁଛନ୍ତି ଯେ, ସେ ଆତ୍ମହତ୍ୟା କରି ନାହିଁ ବୋଲି କହୁଛନ୍ତି। ତାଙ୍କ ପରିବାର ଲୋକ ମାନେ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସେମାନେ ଏହି ଘଟଣାକୁ ବିଶ୍ୱାସ ମଧ୍ୟ କରି ପାରୁ ନାହାଁନ୍ତି।

ତେବେ ଏହି ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷ ମତ ଦେଇଛନ୍ତି ଯେ, ତାଙ୍କର ଗଣିତ ନଥିଲା। ସେଥିପାଇଁ ସେ ସେଦିନ କ୍ଲାସ କରି ନଥିଲେ ଓ ରୁମରେ ଥିଲେ। ଏଥି ସହିତ ଆହୁରି କହିଛନ୍ତି ଯେ, ହଷ୍ଟେଲ କରିବାର ପଖା ପାଖି ୨୦ ବର୍ଷ ହୋଇ ଗଲାଣି। କିନ୍ତୁ କାହିଁକି ଯେ ଏଭଳି ଘଟଣା ଘଟିଲା ସେମାନେ ବି କହି ପାରୁ ନାହାଁନ୍ତି। କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ, ପୋଲିସର ସବୁ ତଦନ୍ତରେ ସାହାଯ୍ୟ କରିବେ ଓ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହୋଇଯିବ। ଏହି ଘଟଣାଟି କଲେଜରେ ଚହଳ ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment