ସୋସିଆଲ ମିଡିଆରେ ଭାଇରାଲ ହେଲା ଆଉ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା, ଜୁଇରୁ ଉଠି କଥା କହିଲେ ମଲା ମଣିଷ

0

ଭୟଙ୍କର ଘଟଣା ।ଜୀଅନ୍ତା ଫେରିଲା ମଲା ମଣିଷ! ।ବିଶ୍ୱାସ କରିବା ହେବା କଷ୍ଟକର ।ଜୁଇ ନିଆଁ ରୁ ଜୀବନ ପାଇଲେ ବ୍ୟକ୍ତି ଜଣଙ୍କ। ଜୁଇ ରୁ ଉଠି କଥା କହିବାକୁ ଲାଗିଲେ । ଶୁଣିବାକୁ ଆଶ୍ଚର୍ଯ୍ୟ ଆଗୁ ଥିଲେ ମଧ୍ୟ ଘଟଣା ଟି ସତ ଅଟେ । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ; ତେବେ ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।

ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ । ତେବେ ଏମିତି ଏକ ଘଟଣା ବର୍ତ୍ତମାନ ଆମ ନଜର କୁ ଆସିଛି ଯେଉଁ ଘଟଣା ର ଭିଡିଓ ବର୍ତ୍ତମାନ ମୋବାଇଲ ରୁ ମୋବାଇଲ ସେୟାର ହେବାରେ ଲାଗିଛି ଓ ଭାଇରାଲ ହେବାରେ ଲାଗିଛି।

ଜୁଇ ରୁ ଉଠି କଥା କହିବାକୁ ଲାଗିଲେ ମରି ଯାଇଥିବା ମଣିଷ।ତେବେ ଘଟଣା ଟି ଆସିଛି ଭଦ୍ରକ ଜିଲ୍ଲା ର ହରି ପୁର ଥାନା ଆନ୍ତର୍ଗତ ରଂଗଡ ଗ୍ରାମରୁ । ଏହି ଗ୍ରାମ ର ଜଣେ ବ୍ୟକ୍ତି ବହୁତ୍ ଦିନ ରୁ ହୃଦୂଘାତ ହୋଇଥିଲେ ଓ ସେ ବହୁତ୍ ଥର ତାଙ୍କର ଏହି ରୋଗ ପାଇଁ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସା ହେଇଥିଲେ।୨୭ ତାରିଖ ଦିନ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ଘର ଲୋକ ମାନେ ତାଙ୍କୁ ହସ୍ପିଟାଲ୍ ନେଇ ଯାଇଥିଲେ ଓ ହସ୍ପିଟାଲ୍ ରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ତେବେ ଡାକ୍ତର ଙ୍କ ଠାରୁ ଏହି କଥା ଶୁଣି ସାରିବା ପରେ ଗାଁ ଲୋକ ବିଶ୍ୱାସ କରିଥିଲେ ଯେ ସେ ମରି ଯାଇଛନ୍ତି ଓ ତାଙ୍କ ଶବ ସଂସ୍କାର ପାଇଁ ପାଖରେ ଏକ ଜଙ୍ଗଲ କୁ ନେଇ ଯାଇଥିଲେ। ଓ ଯେତେବେଳେ ତାଙ୍କୁ ଶବ ସଂସ୍କାର ପାଇଁ ଜୁଇ ରେ ବସାଇ ଦିଆ ଯାଇଥିଲା ସେତେବେଳେ ସେ ହଠାତ୍ ଉଠି ପଡ଼ି ଚିତ୍କାର କରିବାକୁ ଲାଗିଥିଲେ ମୋତେ ଛାଡ଼ି ଦିଆ ମୁ ମରିବା ପାଇଁ ଚାହେଁନି । ଏବେ ସେ ସମସ୍ତଙ୍କ ସାମ୍ନା ରେ ଜୀବନ୍ତ ଛିଡ଼ା ହୋଇଛି।

ବିଲକୁଲ ସୁସ୍ଥ ଓ ସବଳ ଅବସ୍ଥାରେ ଅନ୍ୟ ମଣିଷଙ୍କ ପରି କଥା ବାର୍ତ୍ତା ମଧ୍ୟ କଲେ ।।ଏହା ଦେଖି ସାରି ଗାଁ ଲୋକେ ଭୟରେ ସେହି ସ୍ଥାନ ରୁ ଦଉଡ଼ି ପଳାଇ ଆସିଥିଲେ ।ତେବେ କିଛି ଲୋକ ଙ୍କ ମତ ଅନୁସାରେ ତାଙ୍କ ଶରୀର ରେ ଆଉ କାହାର ଆତ୍ମା ପଶି ଯାଇଛି । କିନ୍ତୁ ପରିବାର ଲୋକ କହିଛନ୍ତି ଯେ ଏ ଆମ ଲୋକ ଅଟେ । ତେବେ ଏହି ଘଟଣା ଟି ସ୍ଥାନିୟ ଅଞ୍ଚଳ ରେ ଚଞ୍ଚ୍ଚଲ୍ୟ ସୃଷ୍ଟି କରି ଦେଇଛି ଓ ଯିଏ ବି ଏହି ଘଟଣା ଶୁଣିଛି ଭୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।