ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଲା ମାଲିକାଣୀ ଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ଗାଡି ଡ୍ରାଇଭର ତାପରେ ଯାହା ହେଲା…..

0

କୁହାଯାଏ ବେଳେବେଳେ ଅତିରୁ ଇତି ହୋଇଯାଏ। କୌଣସି ଜିନିଷର ଅତ୍ୟଧିକ ମୋହ, ଭଲ ପାଇବା ଏବଂ ଆବେଗତା ବେଳେବେଳେ ମଣିଷ ପାଇଁ ଚିନ୍ତାର ବିଷୟ ପାଲଟି ଥାଏ। ଅତ୍ୟଧିକ ନିବିଡ଼ ତା ଓ ଭଲ ପାଇବା ଓ ବିଶ୍ୱାସ ସମୟ କ୍ରମେ ଏମିତି ସ୍ଥିତି ସୃଷ୍ଟି କରିଥାଏ ଯାହା ସହିବା ଓ ବୁଝିବା କଷ୍ଟକର ହୋଇ ପଡେ। ତେବେ ଆଜିର ଦୁନିଆରେ ଭଲପାଇବା ର ମୂଲ୍ୟ ସେହିଭଳି ଆଉ ରହୁନାହିଁ।ପ୍ରେମ ଏବଂ ଭଲପାଇବା ର ବନ୍ଧନ ଏକ ଏଭଳି ନିଆରା ବନ୍ଧନ ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ ଅଟେ। କୁହାଯାଏ ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।

ଆଉ ଏହା ଏମିତି ଏକ ବିଶ୍ୱାସ ଏବଂ ଭଲପାଇବା ର ଡୋର ଅଟେ ଯେଉଁଠି କି କିଛି ବି ପରିସ୍ଥିତିରେ ଜଣେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। କାରଣ ସେହି ପ୍ରେମରେ ଥାଏ ତ୍ୟାଗ।ସେଠାରେ ଅନ୍ୟ କିଛି ର ସ୍ଥାନ ନାହିଁ।

ଆଉ ଯେତେବେଳେ ଏଥିରେ ବେଳେବେଳେ ଭୁଲ୍ ନିଷ୍ପତ୍ତିର ଶିକାର ହୋଇଥାଏ ମଣିଷ ସେତେବେଳେ ତାର ଏହି ସୁନାର ସମ୍ପର୍କ ସାମାନ୍ୟ ଭୁଲ ନିଷ୍ପତ୍ତି ପାଇଁ ଭାଙ୍ଗି ଚୁରମାର ହୋଇଯାଏ। କାରଣ ପ୍ରେମର ବନ୍ଧନ ସବୁଠାରୁ ଅଲଗା। ଏହା କେବଳ ବିଶ୍ୱାସ ଏବଂ ଭଲ ପାଇବା କୁ ନେଇ ଶକ୍ତ ହୋଇଥାଏ। ତେଣୁ ଏଭଳି ବନ୍ଧନରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଆଦୌ ଉଠେ ନାହିଁ।

କିନ୍ତୁ ଅଧିକତର ଭାବେ ଦେଖିବାକୁ ମିଳୁଛି ଯେ ଆଜିକାଲି ସମାଜରେ ଏହାର ବିଡମ୍ବନା ଦେଖିବାକୁ ମିଳୁଛି। ପ୍ରେମରେ ପ୍ରତାରଣା ଏବଂ ଅବିଶ୍ୱାସ, ବିଶ୍ୱାସ ଘାତକତା ଆଦି ର ମଞ୍ଜି ବୃଦ୍ଧି ପାଉଛି। ସେହିଭଳି ଅନେକ ଘଟଣା ଆପଣ ଦେଖିବାକୁ ପାଉଥିବେ। ଆମେ ଆଜି ସେହିଭଳି ଏକ ଘଟଣା ବିଷୟରେ କହୁଛୁ ଯାହା ଘଟିଛି ଲିଙ୍ଗରଜ୍ ଥାନ ଅନ୍ତର୍ଗତ ମହତାବ ରୋଡ଼ରେ ରହୁଥିବା ଏକ ବ୍ୟକ୍ତିଙ୍କ ସହ।ଏଠାରେ ଅତନୁ ଦାସ ନାମକ ଜଣେ ବ୍ୟକ୍ତି ଡ୍ରାଇଭର ଭାବରେ ଗାଡ଼ି ଚାଳକ ଭାବରେ ଜଣଙ୍କ ଘରେ ରହି କାର୍ଯ୍ୟ କରି ଆସୁଥିଲେ।

ଏହାରି ଭିତରେ ତାଙ୍କର ଓ ମାଲିକାଣୀ ଙ୍କ ମଧ୍ୟରେ ମିଳାମିଶା ବଢ଼ି ଯାଇଥିବାରୁ ସେମାନେ ଅଧିକ ସମୟ ଏକାକୀ ବିତାଇବାକୁ ଲାଗିଲେ। ଯାହା ସ୍ବାମୀ ଜାଣି ନଥିଲେ।ପରେ ଡ୍ରାଇଭର ଶାରିରୀକ ସମ୍ପର୍କ ପାଇଁ ମାଲିକାଣୀ କୁ କହିବା ପରେ ଏଥିରେ ରାଜି ହୋଇନଥିଲେ ସେ। ପରେ ସେ ତାଙ୍କୁ ବ୍ଲାକ ମେଲ୍ କରିବାର ଧମକ ଦେଇଥିଲେ ଏବଂ ତାଙ୍କ ସହ ଥିବା କିଛି ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରି ଦେବାର କହିଥିଲେ।ପରେ ସ୍ତ୍ରୀ ଏବିଷୟରେ ଥାନାରେ ଅଭିଯୋଗ କରିବା ପରେ ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।