ଦେଖନ୍ତୁ Viral ଭିଡ଼ିଓ : ଅଫିସ ଭିତରେ ଅନୁଗୁଳ ଏସଡ଼ିପିଓ ଙ୍କ ରାସଲୀଳା ଭିଡ଼ିଓ ନିଆଁ ଭଳି ଭାଇରାଲ…

0

ଛଳନା, ପ୍ରତାରଣା ଓ ଧୋକା, ଯାହା ଆଜିର ଦୁନିଆର କିଛି ବ୍ୟକ୍ତି ବିଶେଷ ଙ୍କ ଏକ ବଡ଼ ଚାରିତ୍ରୀକ ପ୍ରକ୍ରିୟା ହେବାରେ ଲାଗିଛି। ତାହା କେତେବେଳେ କାହାକୁ ଜୀବନ ନେବାକୁ ବାଧ୍ୟ କରୁଛି ତ ପୁଣି କେତେବେଳେ ଜୀବନ ଦେବାକୁ।ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ।

ଅନେକ ଏହିଭଳି କିଛି ଘଟଣା ଆଜିର ସମାଜରେ ଘଟୁଛି ଯାହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରେ ଆଜିର ସମାଜର ବ୍ୟକ୍ତି ବିଶେଷଙ୍କ ନିମ୍ନ ମାନସିକତା ଏବଂ ଅନୈତିକ କାର୍ଯ୍ୟକଳାପ କୁ ସ୍ପଷ୍ଟ ପ୍ରମାଣ କରୁଛି।ଅନେକ କ୍ଷେତ୍ରରେ ଏହାର ବିପରୀତ ଦିଗ ଯାହା ସମାଜରେ ଏହାର ପ୍ରଭାବ ପକାଇ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରୁଛି ତାହା ମଧ୍ୟ ଦୁଃଖ ଦାୟକ। ତେବେ କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ମଣିଷ ମାନବିକତା ଭୁଲି ଅନ୍ୟକୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନା ର ଅଭିଳାଷ କୁ ପୂରଣ କରିବା କୁ ଯାଇ ମଣିଷ ତଳକୁ ଖସି ଯାଉଛି ତାର ଚତୁପାର୍ଶ୍ବ ଏବଂ ସାମାଜିକ ସ୍ଥିତିକୁ ଅନୁଧ୍ୟାନ ନକରି।

ତେବେ ସେହିଭଳି ଏକ ଅନୈତିକ ସମ୍ପର୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କରିଛନ୍ତି। ସେ ହେଉଛନ୍ତି ଅନୁଗୁଳ ର ଏସଡିପିଓ ଅଶ୍ୱିନୀ ସାହୁ। ତାଙ୍କର ପ୍ରେମଲିଲା ବିଷୟରେ ଏବେ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି।ଏହି ସରକାରୀ ବାବୁ ଙ୍କ ଘରେ ସ୍ତ୍ରୀ ପିଲା ଛୁଆ ଥିବା ବେଳେ ଅଶ୍ଵିନୀ ଦ୍ଵିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। ଆଉ ଅଶ୍ଵିନୀ ଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ତାଙ୍କର ପତ୍ନୀ ମମତା ସାହୁ। ତେବେ ନ୍ୟାୟ ପାଇବା ପାଇଁ ଗୃହ ବିଭାଗ ର ବଡ଼ ବଡ଼ିଆ ବାବୁଙ୍କ ପାଖରେ ଫେରାଦ ହୋଇଛନ୍ତି ପତ୍ନୀ ମମତା।

ତାଙ୍କର ଘର ସଂସାର ଉଜୁଡି ଯିବାକୁ ବସିଥିବା ବେଳେ ନ୍ୟାୟ ପାଇଁ ସେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ନିକଟକୁ ଯାଇଛନ୍ତି। ହେଲେ କେହି ବି ତାଙ୍କ କଥା ଶୁଣୁ ନାହାନ୍ତି। ଗୃହ ବିଭାଗ ମନ୍ତ୍ରୀ କି ପୋଲିସ୍ ଡିଜି ଅଭୟ କେହି ତାଙ୍କ କଥା ଶୁଣୁ ନଥିବା ସେ କହିଛନ୍ତି।ଏହି ଭିଡିଓ ରେ ଆପଣ ଦେଖିବେ କିପରି ସ୍ଵାମୀଙ୍କ ବିରୋଧରେ ଖୋଲା ଖୋଲି ଅଭିଯୋଗ ଆଣୁଛନ୍ତି ଏବଂ ନ୍ୟାୟ ମାଗୁଛନ୍ତି ଅଶ୍ଵିନୀ ଙ୍କ ପତ୍ନୀ ମମତା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।