ଦେଖନ୍ତୁ ଭିଡ଼ିଓ : ସୋସିଆଲ ମିଡିଆରେ ଦଶମ ଶ୍ରେଣୀ ପିଲା ମାନଙ୍କ କଥା କୁ ନେଇ police Station ରେ Fir

0

ଦେଶରେ ଦିନକୁ ଦିନ ଜନସଂଖ୍ୟା ବହୁତ୍ ତୀବ୍ର ଗତିରେ ବୃଦ୍ଧି ପାଇବା ରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ଏବେ ଦେଶ ପାଇଁ ଏକ ବଡ ସମସ୍ୟା ରୂପେ ଉଭା ହୋଇଛି। ଦେଶରେ ଯେଉଁଭଳି ଭାବରେ ଏହି ଜନସଂଖ୍ୟା ରେ ବୃଦ୍ଧି ପରିଲକ୍ଷିତ ହେଉଛି ତାହା ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଉଛି। ଆଉ ଏହି ଜନସଂଖ୍ୟା ବୃଦ୍ଧି କାରଣରୁ ଅନେକ ଗୁଡ଼ିଏ ଅସୁବିଧା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏହି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା କେବଳ ରାଜ୍ୟ ରେ ଏକ ବଡ ସମସ୍ୟା ନୁହେଁ ବରଂ ସାରା ଦେଶ ଏବଂ ଏମିତି ରେ ବିଶ୍ୱରେ ଏକ ବଡ ସମସ୍ୟା ଭାବରେ ଉଭା ହେଲାଣି।

ତେବେ ଆଜିର ଏହି ଶିକ୍ଷିତ ସମାଜରେ ଆମେ ସବୁ କିଛି ଜାଣି ମଧ୍ୟ ସେଥିପ୍ରତି ସଚେତନ ହୋଇ ପାରୁ ନାହିଁ। ଆପଣ ମାନେ ଦେଖିବାକୁ ପାଉଥିବେ ମୁସଲମାନ ଜାତିର ଲୋକମାନଙ୍କ ର ଏକ ଏମିତି ପ୍ରଥା ରହିଛି କି ସେମାନେ ଏକାଧିକ ନାରୀ କୁ ବିବାହ କରି ପାରିବେ। ତେଣୁ ଏହାଦ୍ୱାରା ସେମାନଙ୍କ କ୍ଷେତ୍ରରେ ଗୋଟିଏ ପରିବାର ରେ ଦୁଇ ରୁ ଅଧିକ ସନ୍ତାନ ଜନ୍ମ ନେଇଥାନ୍ତି। ଏମିତି ହେବା ଦ୍ଵାରା ଦେଶରେ ଜନସଂଖ୍ୟା ବୃଦ୍ଧି ରେ ଏହାର ପ୍ରଭାବ କିପରି ପରିଲକ୍ଷିତ ହେଉଛି ତାହା ଆପଣ ସ୍ପଷ୍ଟ ଭାବରେ ଜାଣି ପାରୁଥିବା ଦରକାର୍। ଏଥିପ୍ରତି ସେମାନେ ସଚେତନ ହେବାର ଆବଶ୍ୟକତା ରହିଛି।ତେବେ ସବୁଠାରୁ ବଡ କଥା କେବଳ ମୁସଲିମ ନୁହଁ ଅନ୍ୟ ଜାତିର ଲୋକ ମାନଙ୍କ କ୍ଷେତ୍ରରେ ବି ଏହା ଦେଖିବାକୁ ମିଳିଥାଏ।

ତେବେ ସମସ୍ତେ ଆଜିର ଶିକ୍ଷିତ ସମାଜରେ ଏସବୁ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ ଅଟେ। ତେଣୁ ଜଣେ ବାପା ମାଆ ଙ୍କ ପାଖରେ ଏଥିପ୍ରତି ଏକ ସଚେତନତା ରହିବାର ଆବଶ୍ୟକତା ରହିଚି। ଏଥିପ୍ରତି ସରକାର୍ ମଧ୍ୟ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ଆଗରୁ ବହୁତ୍ ଯୋଜନା ମଧ୍ୟ ଏହାକୁ ନେଇ ସରକାର୍ କରିଛନ୍ତି। ଆଉ ତାହାକୁ ଅନେକ ରାଜ୍ୟରେ ଲାଗୁ ମଧ୍ୟ କରା ଯାଇଛି। ନିୟମ ସ୍ୱରୂପ ସରକାର ଙ୍କ ପକ୍ଷରୁ କୁହା ଯାଇଛି କି ସେମାନେ ସରକାରୀ ଚାକିରି ପାଇଁ ଆବେଦନ କରି ପାରିବେ ନାହିଁ କିମ୍ବା ସରକାରୀ ଚାକିରି କରିପାରିବେ ନାହିଁ ଯଦି ସେମାନଙ୍କର ଦୁଇ ରୁ ଅଧିକ ପିଲା ଥିବେ।

ଏହାଛଡ଼ା ସରକାରୀ ସହାୟତା କ୍ଷେତ୍ରରେ ମଧ୍ୟ ସେମାନଂକୁ ସେତେଟା ସୁବିଧା ମିଳିବନି। ରାସନ୍ କାର୍ଡ ରେ ୪ ଜଣ ରୁ ଉର୍ଦ୍ଧ୍ବ ସଦସ୍ୟ ଙ୍କୁ ସୁବିଧା ମିଳିବନି ଏବଂ କୌଣସି ସବସିଡି ମଧ୍ୟ ମିଳିବ ନାହିଁ। ଏହାଛଡ଼ା ଯଦି ଆପଣଙ୍କର ଦୁଇରୁ ଅଧିକ ସନ୍ତାନ ଅଛି ତେବେ ଆପଣ ନିର୍ବାଚନ ମଧ୍ୟ ଲଢି ପାରିବେ ନାହିଁ। ସରକାର୍ ଏଭଳି କିଛି ନିୟମ ଲାଗୁ କରି ଏଥିପାଇଁ ଲୋକଙ୍କ ମତ ମଧ୍ୟ ଲୋଡିଛନ୍ତି। ତେଣୁ ଆପଣ ଏଥିପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।