ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବରେ ଅସୀମା ପଣ୍ଡା ବେଶ୍ ପରିଚିତ। ତେବେ ଏହି ଗାୟିକା ଜଣଙ୍କୁ ସମସ୍ତେ ଏଥିପାଇଁ ଜାଣିଛନ୍ତି ଯେ ସେ ବହୁତ୍ ସୁନ୍ଦର୍ ସୁନ୍ଦର୍ ଗୀତ ଗାଇଥାନ୍ତି। ଆପଣ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ଏବଂ ଆଲବମ୍ ଜଗତକୁ ସେ ସୁନ୍ଦର ସୁନ୍ଦର ଗୀତ ସବୁ ଦେଇ ଆସୁଛନ୍ତି। ତାଙ୍କ କଣ୍ଠଦାନ ରେ ସେ ଗାଇଥିବା ସବୁ ଗୀତ ସୁପରହିଟ ମଧ୍ଯ ହୋଇଥାଏ। ତେବେ ତାଙ୍କର ଗାୟିକିି ର ଢାଞ୍ଚା ବେଶ୍ ନିଆରା, ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ଏହାଛଡ଼ା ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ।
ଅନେକ ସୁପର୍ ହିଟ୍ ସଙ୍ଗୀତ ସେ ଦର୍ଶକ ମାନଙ୍କୁ କିଛି ବର୍ଷ ଭିତରେ ଭେଟି ଦେଇଛନ୍ତି। ସିଙ୍ଗର ଦିପ୍ତିରେଖା ଙ୍କ ଭଳି ସେ ମଧ୍ୟ ଓଡିଶାର ଶ୍ରୋତା ମାନଙ୍କର ବହୁତ୍ ପଶନ୍ଦ ର ଗାୟିକା। ତେବେ ଓଲିଉଡ ର ସୁଇଟ ଆଣ୍ଡ କ୍ୟୁଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ଗାୟିକା ହେଉଛନ୍ତି ଅସୀମା ପଣ୍ଡା।ତାଙ୍କ ଗୀତ ପାଇଁ ଅନେକ ଦର୍ଶକ ତାଙ୍କର ଦିୱାନା ସାଜିଛନ୍ତି।ତେବେ ଏହି ସିଙ୍ଗର ଜଣଙ୍କ ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ସଙ୍ଗୀତ ଜଗତରେ। ସଙ୍ଗୀତ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବହୁତ୍ ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଗାୟୀକିି ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।
View this post on Instagram
ସଙ୍ଗୀତ ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କୁ ସେ ଅନେକ ଭିନ୍ନ ସ୍ୱାଦର ଗୀତ ଭେଟି ଦେଇ ଆସୁଛନ୍ତି।ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ।ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଗାୟିକିର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ସିଙ୍ଗର ଜଣଙ୍କ। ଅନେକ ସମୟରେ ସେ ଘରେ ବିତାଉଥିବା କିଛି ମୁହୂର୍ତ୍ତର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାର ଦେଖିବକୁ ମିଳିଥାଏ। ସେହିପରି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ଝିଆରୀ ସହିତ ମଜା ମସ୍ତି କରିବା ସହ ଗୀତ ଗାଉଥିବା ଦେଖିବାକୁ ମିଳିଛି।
View this post on Instagram
ଏହା ସହିତ ସେ ତାଙ୍କ ସହ ଅନେକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଅନେକ ଏହାକୁ ଦେଖି ଝିଅଟି ଅସୀମା ପଣ୍ଡା ଙ୍କ ଝିଅ ବୋଲି କହୁଛନ୍ତି। ତେବେ ସେ ବହୁତ ଖୁସିର ସହିତ ମଜା କରୁଛନ୍ତି ଏବଂ ଏହାର ଭିଡିଓ ମଧ୍ଯ ସୁଟିଂ କରୁଥିବାର ନଜର ଆସିଛି।ତେବେ ସେ ତାଙ୍କର ଘରେ କିପରି ଭାବରେ ଏପରି ମସ୍ତି କରୁଛନ୍ତି ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଏବଂ ଖୁସି ମଧ୍ଯ ହେବେ।