ସୌମ୍ୟ ଆତ୍ମହତ୍ୟା ମାମଲା ! ଶେଷରେ ଜେଲ କୁ ଟଣା ହେଲେ ସୋନାଲି… ଦେଖନ୍ତୁ Video

ଆଜିକାଲି ଦୁନିଆରେ ପ୍ରେମ ପ୍ରତାରଣା କୁ ନୀତିଦିନ କିଛି ନୂଆ ଘଟଣା ଦେଖିବାକୁ ମିଳିଥାଏ ।କେତେବେଳେ କେହି ସୁଈଶାସିଡ କଲାଣି ଆଉ କେତେବେଳେ କିୟା ଜୀଵନ ନେବାର ବି ଦେଖା ଯାଇଥାଏ ଯେତେବେଳେ ପ୍ରେମ ସମ୍ପର୍କ ମଳୀନ ପଡ଼ିବାକୁ ଲାଗିଥାଏ ।ତେବେ ଆପଣ ମାନେ ସମସ୍ତେ ବହୁତ ଚର୍ଚ୍ଚାର ଘଟଣା ସୌମ୍ୟଙ୍କ ସୁଇସାଇଡ଼ କଥା ତ ଜାଣିଥିବେ, ଯିଏ ପ୍ରେମରେ ଧକ୍କା ପାଇଁ ନିଜ ଜୀବନକୁ ହାଇ ଦେଇଥିଲେ ।ତେବେ ଏହ କେସ କୁ ନେଇ ଅନେକ ସମୟରେ ନୂଆ ନୂଆ ମୋଡ଼ ଦେଖିବାକୁ ମିଳିଥାଏ କିଂତ୍ଜ ଏତେ ଯାଏ ଦୋଷୀକୁ କିଛି ଦଣ୍ଡ ମିଳି ନଥିଲା ।

ତେବେ ସୌମ୍ୟ ଜଣେ ମଡେଲ ଥିବା ବେଳେ ସୋନାଲି ନନ୍ଦ ନାମକ ଜଣେ ଯୁବତୀ ପାଖରେ ନିଜର ହୃଦୟକୁ ହାରି ଯାଇଥିଲେ ଆଉ ତାଙ୍କ ପ୍ରେମରେ ପାଗଳ ହେଇ ଯାଇଥିଲେ ।କିନ୍ତୁ ସୋନାଲି ତାଙ୍କ ସହ ଛଳନା କରି ଯେଉଁ କଦର୍ଯ୍ୟ ଖେଳ ଖେଳିଲା ସବୁପରେ ଶେଷରେ ସୌମ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଇଥିଲେ ।ତେବେ ଏହାପରେ ସୌମ୍ୟଙ୍କ କେସରେ ତାଙ୍କ ଭଉଣୀ ଯେତେ ବି ବୟାନ ଯୋଗାଇ ଦେଇଥିଲେ ବି ଏବେ ଯାଏ ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳି ନଥିଲା ।

ସୋନାଲି ନିଜର ସଉକ ମେଣ୍ଟାଇବା ପାଇଁ ଧନୀ ପୁଅକୁ ମାନଙ୍କୁ ନିଜ ମୋହ ଜାଲରେ ଫସେଉଛନ୍ତି ଜଣଙ୍କୁ ଭଲପାଇ ଛାଡିବା ପରେ ତାଠାରୁ ଧନୀ ପୁଅକୁ ବାଛି ନେଉଥିଲା ଏହା କହିଥିଲେ ସୌମ୍ୟଙ୍କ ଭଉଣୀ ।ଆଉ ଏମିତିକା ବି ସୌମ୍ୟ ନିଜର ସବୁ ଆୟ ସୋନାନିଙ୍କୁ ଦେଉଥିଲେ ଆସୁ ପରେ ଦୀମାଣ୍ଡ ବି କରିଥିଲେ ଗୋଟିଏ ଦାମୀ କାରର ଆଉ କର ନଦେଲେ ସେ ତାଙ୍କ ଭୁଲି ଯିବାକୁ କହିଥିଲେ ।ଉଭୟ ପରିବାର ସେମାନଙ୍କ ବିବାହକୁ ସହମତି ବି ଦେଇଥିଲେ କିନ୍ତୁ ଧୀରେ ଧୀରେ ସୋନାଲି ଓ ତାଙ୍କ ମାଆ ବାହାଘର କଥାକୁ ଏଡାଉ ଥିଲେ ।

ତେବେ ସୌମ୍ୟଙ୍କ କେସ ହାଇକୋର୍ଟ କୁ ଯାଇଥିଲା ତାପରେ ସେହି କେସ ଭୁବନେଶ୍ୱର ପୋଲିସ ହାତକୁ ହେଣ୍ଡ ଓଭର ହେଇଥିଲା ।ତାପରେ ଏବେ ଦୀର୍ଘ ଦେଡ଼ ମାସର ପତୀକ୍ଷା ପରେ ପୋଲିସ ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କୁ ଗିରଫ କରିଛି ।ତେବେ ସୌମ୍ୟ ତାଙ୍କ ବାପ ମାଆଙ୍କର ଏକ ମାତ୍ର ପୁଅ ଥିଲେ ତେଣୁ ତାଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଭଉଣୀ ପୁରା ଲାଗି ପଡ଼ିଥିଲେ ଆଉ ଏବେ ଦୋଷୀ ଜେଲ ଗଲା ପରେ ସୌମ୍ୟଙ୍କୁ ଉଚିତ ନ୍ୟାୟ ମିଳିଛି ।

ଆମ ସ୍ମସ୍ଯରେ ଏମିତି ପ୍ରେମ ଛଳନା ଓ ପ୍ରତାରଣା ର ଶିକାର ହେଉଛନ୍ତି ଅନେକ ଜୀଵନ ତେଣୁ ଯେଉଁ ମାନେ ଏସବୁ ପଛରେ ଦୋଷୀ ସେମାନଙ୍କୁ ଉଚିତ ଦଣ୍ଡ ମିଳିବା ଉଚିତ ନହେଲେ ଦିନକୁ ଦିନ ଆହୁରି କେତେ ଜୀଵନ ଟଳି ଯିବ ତାହାର କିଛି ହିସାବ ରହିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment