Special Story: ହାର୍ଦ୍ଧିକ ପାଣ୍ଡିଆକୁ ବଞ୍ଚାଇଦେଲେ ଧୋନୀ, ଦେଖନ୍ତୁ ପୁରା ଖବର…

0

ବର୍ତ୍ତମାନ ସମୟରେ ଦୁବାଇରେ ଟି-୨୦ ବିଶ୍ଵକପ ଚାଲିଛି। ଯେଉଁଥିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଥିଲା, ତେବେ ଏଥିରେ ଭାରତ ପାକିସ୍ତାନ ଠାରୁ ପରାଜୟ ହୋଇଥିଲେ। ତେବେ ଏଭଳି ଖବର ସାରା ଦେଶରେ ଜନସାଧରଣ ମଧ୍ୟରେ ଏକ ପ୍ରକାର ଦୁଃଖର ଖବର ପାଲଟି ଥିବା ବେଳେ। ତେବେ ଆମର ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିନଥିଲେ। କ୍ରିକେଟ ଟିମ ଇଣ୍ଡିଆ ପରାସ୍ତ ହେବା ପରଠୁ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠାଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ କ୍ରିକେଟ ଖେଳକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଶୁଣିବା ପାଇଁ ମିଳିଛି।

ଟି-୨୦ ବିଶ୍ୱକପ ରେ ହାର୍ଦ୍ଧିକ ପାଣ୍ଡିଆନଙ୍କୁ ଟିମରେ ସାମିଲ କରିବା ନେଇ କ୍ରିକେଟ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ପାଣ୍ଡିଆ ବେଟିଂ ରେ ସେହିଭଳି ଦମଦାର ପ୍ରଦର୍ଶନ କରିନଥିବା ବେଳେ, ବୋଲିଂ ମଧ୍ୟ ଠିକ ଭାବରେ କରିପାରୁନାହାନ୍ତି। ତେଣୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବା ନେଇ କ୍ୟାପଟେନ କହିଲି ଏବଂ ଟିମ ମେମ୍ବରଙ୍କୁ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି, କ୍ରିକେଟ ପ୍ରେମୀ। ତେବେ ଏସବୁ ଭିତରେ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି, ହାର୍ଦ୍ଧିଆଙ୍କ ପ୍ରଦର୍ଶନଙ୍କୁ ନେଇ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ବିଦା କରିବାକୁ ନେଇ ଚିନ୍ତା ମଧ୍ୟ କରୁଥିଲେ। କିନ୍ତୁ ମେଣ୍ଟର ଧୋନୀଙ୍କ ଗୋଟେ ପଦ କଥାରେ ପାଣ୍ଡିଆନଙ୍କୁ ଟି-୨୦ ବିଶ୍ୱକପରେ ସାମିଲ କରାଯାଇଥିଲା।

ହାର୍ଦ୍ଧିକଙ୍କୁ ବିଶ୍ୱକପରୁ ବାଦ ଦେବାକୁ ଚାହିଁଥିବା, ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛନ୍ତି। କିନ୍ତୁ ଧୋନୀଙ୍କୁ ମେଣ୍ଟର କରାଯିବା ପରେ ବୋଡ଼ ସହିତ ଆଲୋଚନା କରିଥିଲେ। ଆଉ ସେ କହିଥିଲେ, ହାର୍ଦ୍ଧିକ ହେଉଛନ୍ତି ଟିମ ଇଣ୍ଡିଆର ଶ୍ରେଷ୍ଠ ଖେଳାଳି। ତେବେ ଧୋନୀ ସିନା ପାଣ୍ଡିଆନ କୁ ଭଲ ଖେଳାଳି ବଞ୍ଚାଇଦେଇଥିଲେ, ତେବେ ବର୍ତ୍ତମାନ ପ୍ରଦର୍ଶନ ଦେଖି ପାଣ୍ଡିଆଙ୍କ ଭବିଷ୍ୟତ କଣ ହେବ ପ୍ରଶ୍ନ ଉଠାଇଛନ୍ତି। କାରଣ ପାକିସ୍ତାନ ବିପକ୍ଷ ଟିମ ରେ ଭଲ ବୋଲିଂ କରିନଥିଲେ। ସେହିଭଳି ବ୍ୟାଟିଂ ରେ ମଧ୍ୟ ଭଲ ପ୍ରଦର୍ଶନ କରିନଥିଲେ, ପାଣ୍ଡ୍ୟା ତେବେ ଗତ ଦୁଇ ଦିନ ହେବ ସେ ଭଲ ବୋଲିଂ କରିଥିବା, ଦେଖିବା ପାଇଁ ମିଳିଛି।

ତେଣୁ ନିଉଜିଲାଣ୍ଡ ବିପକ୍ଷରେ ଭଲ ବୋଲିଂ କରିପାରନ୍ତି। ତେବେ ଯଦି ହାର୍ଦ୍ଧିକ ଯଦି ନିଉଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ ନ କରନ୍ତି, ତେବେ ଆଗକୁ ସତୁର ଠାକୁର କିମ୍ବା ଦୀପକଙ୍କୁ ନେଇପାରନ୍ତି। ହାର୍ଦ୍ଧିକଙ୍କୁ ନେଇ କ୍ରିକେଟ ପ୍ରେମୀ ଫସନ୍ଦ କରୁନଥିବା, ବେଳେ ହେଲେ ବିରାଟ କୋହଲି ମଧ୍ୟ ପ୍ରଶଂସା କରିଛନ୍ତି। ରାତାରାତି କୌଣସି ଖେଳାଳୀଙ୍କୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ସହିତ ବୋଲିଂ ସମସ୍ତେ ଦେଖିଛନ୍ତି। ଏହା ମଧ୍ୟ କୁହାଯାଇପାରେ, ଯେ ସବୁବେଳେ ଜଣେ ଖେଳାଳି ଭଲ ପ୍ରଦର୍ଶନ କରିବା ତାହା କହିବା ଠିକ ହେବ ନାହିଁ। ତେବେ ବନ୍ଧୁଗଣ ଆପଣଙ୍କ ମତ କଣ ଆପଣଙ୍କୁ କଣ ଲାଗୁଛି, ପାଣ୍ଡିଆ ଖେଳିବା ଉଚିତ କି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।