ଶ୍ରୀଲଙ୍କା Vs ଓଡ଼ିଆ ଗୀତ ଶୁଣିଲେ ହସି ହସି ଗଡି ଯିବେ, ମୋବାଇଲ ରୁ ମୋବାଇଲ କୁ ନିଆଁ ପରି ଭାଇରାଲ ହେବାରେ ଲାଗିଛି…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଦର୍ଶକ ମାନେ ଜାଗ୍ରତ ହୋଇ ରହି ଥାଆନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଫିଲ୍ମର ଗୀତ ହିଟ ହେବା ପଛରେ ଜଣେ କଣ୍ଠଶିଳ୍ପୀଙ୍କର ସବୁଠୁ ବଡ଼ ଅବଦାନ ରହିଥାଏ। କଣ୍ଠଶିଳ୍ପୀଙ୍କୁ ଅନୁଧ୍ୟାନ କରି ସମାଜରେ ଲୋକ ମାନେ ମଧ୍ୟ ସେମାନଙ୍କ ପରି ଗୀତ ଗାଇ ପାରୁଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ।ତେବେ ଘଟଣାଟି ହେଉଛି ଜଣେ ଓଡ଼ିଆ କାମେଡିଆନ ତାମିଲ ଭାଷାର ଗୀତ ଗାଇଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଶୁଣିବା ମାତ୍ରେ ଆପଣ ମାନେ ହସି ହସି ଗଡି ଯିବେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ତାମିଲ ଆଲବମ ଇଣ୍ଡଷ୍ଟ୍ରିର କଣ୍ଠଶିଳ୍ପୀ ୟୋହାନୀଙ୍କୁ ସେ ତାଙ୍କ ସୁ ମଧୁର କଣ୍ଠରେ ଗୀତ ଗାଇ ଘରେ ଘରେ ଏକ ସଫଳ ଗୟିକା ଭାବରେ ପରିଚିତ ହୋଇ ପାରିଛନ୍ତି। ସେ ଏଭଳି ଜଣେ ଗୀତିକାର ଯେ ତାଙ୍କର ଚିର ସବୁଜ ଗୀତର ସ୍ୱର, ଶବ୍ଦର ଉଚ୍ଚାରଣାରେ ସ୍ୱଚ୍ଛତା, ଗୀତର ସଠିକ ଅନୁଭବ ପ୍ରଦର୍ଶନ କରି ରଚନା ଏବଂ ଉପସ୍ଥାପନାକୁ ଅତି ସରଳ ଭାବରେ ଧରିଥିବାରୁ ତାଙ୍କୁ ସମସ୍ତଙ୍କ ସାମ୍ନାରେ ନିଜକୁ ପରିଚିତ କରାଇ ପାରିଛନ୍ତି। ସେ ଅନେକ ଗୀତ ଗାଇ ଲୋକ ମାନଙ୍କ ମନ କିଣି ନେଇ ଥାଆନ୍ତି ଓ ତାଙ୍କ ଗୀତ ଗୁଡିକ ସବୁ ମଧ୍ୟ ସୁପର ହିଟ ହୋଇଥାଏ। ତାଙ୍କର ଗୀତ ଗାଇବାର ଶୈଳୀ ନିଆରା ପ୍ରକାରର ଅଟେ ଓ ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି।

ତେବେ ବର୍ତ୍ତମାନ ‘ମାନିକେ ମୋକେ ହିତେ’ ଗୀତ ଗାଇ ସେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏହି ଗୀତଟି ଲୋକ ମାନଙ୍କ ହୃଦୟକୁ ଛୁଇଁ ଯାଇଛି ଓ ଏହି ଗୀତକୁ ନେଇ ଲୋକ ମାନେ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି। ଜଣେ ଓଡ଼ିଆ କାମେଡିଆନ ତାଙ୍କର କମେଡି ଅନ୍ଦାଜରେ ଏହି ଗୀତଟିକୁ ସମାନ ତାଳରେ ଗାଇଛନ୍ତି ଓ ଲୋକ ମାନେ ତାଙ୍କର ଏହି ଗୀତକୁ ଶୁଣି ହସି ହସି ଗଡ଼ି ଯିବା ସହିତ ବହୁତ ଖୁସି ମଧ୍ୟ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।