ଶ୍ରୀମନ୍ଦିର ଗୁମୁଟରୁ ଡେଇଁ ଜୀବନ ହାରିଥିବା କିନ୍ନରଙ୍କ ଚାଲିଛି ଶେଷ ଯାତ୍ରା… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ନଜର କୁ ଆସିଥାଏ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ ଯାହା ଆପଣ ମାନେ ମଧ୍ୟ ଏଠାରେ ସେହିପରି ଦେଖିବା ପାଇଁ ପାଇଥିବେ। ଆଉ ଏବେ ଜଣେ କିନ୍ନର ଙ୍କ ମୃତ୍ୟୁ ସମ୍ନାକୁ ଆସିଛି ଆଉ ତାଙ୍କର ଶବ ନେବା ସମୟରେ ଅନ୍ୟ କିନ୍ନର ମାନେ ଯାହା କରୁଛନ୍ତି ତାହା ଜାଣିବା ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡ଼ିଓ ଟିରେ କିଛି ଅଭୂତ ଘଟଣା ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏହିଠାରେ ଜଣଙ୍କର ମୃତ୍ୟୁ ନେଇକି ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି।

ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।ଆଉ ଏବେ ଘଟଣା ଟିରେ ଜଣେ କିନ୍ନର ଙ୍କର ମୃତ୍ୟୁ କୁ ନେଇ ଗତ କାଲି ସୋସିଆଲ ମିଡ଼ିଆରେ ଶୋକ ଖେଳି ଯାଇଥିଲା ଯାହା ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିଥିବେ। ଆଉ ଜଣେ କିନ୍ନର ର ଏମିତି ହଠାତ ଆତ୍ମହତ୍ୟା ହୋଇଥିବା ନେଇ ସମସ୍ତେ ସନ୍ଦେହ ରହିଥିବା ବେଳେ ଏହାକୁ ନେଇ ସତ୍ୟ ରହସ୍ୟ ସମ୍ନାକୁ ଆସି ପାରି ନାହିଁ। ଆଉ ତାଙ୍କର ଶବ ଏଠାରେ ସତ୍କାର ହୋଇଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।

ଆଉ ଘଟଣା ଟିରେ ଅନେକ ଲୋକ ମଧ୍ୟ ଦୁଃଖ ଅନୁଭବ କରିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏବେ ସେହି କିନ୍ନର ଜଣଙ୍କର ଶବ କୁ ନେଇ ପରିବାର ଲୋକ ଏବଂ କିନ୍ନର ମାନେ ବଡ଼ଦାଣ୍ଡ ଦେଇ ରାସ୍ତାରେ ଯାଉଥିବାର ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଏହି କିନ୍ନର ଜଣଙ୍କ ର ଶବ କୁ ନେବା ସମୟରେ ରାମ ନାମ ସତ୍ୟ ହେ ସହିତ ତାଳି ମଧ୍ୟ ବହୁତ ଜୋର ରେ ବାଜୁଛି ଯାହା ଆପଣ ମାନେ ଏହି ଭିଡ଼ିଓ ଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଜାଣି ପାରିବେ। ଆଉ ଆପଣ ମାନେ ଜାଣିଥିବେ କିନ୍ନର ମାନେ ବିଭିନ୍ନ ସମୟରେ ତାଳି ମାରି ମାରି ଜୀବନ ସାରା ବଂଚି ଥାଆନ୍ତି ଏବଂ ସେହି ମାଧ୍ୟମରେ ନିଜର ଭରଣ ପୋଷଣ ମଧ୍ୟ କରି ଥାଆନ୍ତି।

ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଯେ କିନ୍ନର ଜଣଙ୍କର ମୃତ୍ୟୁ ପରବର୍ତ୍ତୀ ସମୟରେ ଭିଡ଼ିଓ ନଜର କୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓ ଟିରେ ମଧ୍ୟ ସେହିପରି ମୃତ୍ୟୁ ପରବର୍ତ୍ତୀ ସମୟରେ ସେହିପରି ଅନ୍ୟ କିନ୍ନର ମାନେ ତାଳି ମଧ୍ୟ ମାରୁଛନ୍ତି ଯାହା ନଜର କୁ ଆସିଛି। ଆଉ ସେହି କିନ୍ନର ଜଣଙ୍କ ସେହି ତାଳି ମାରିବା ଦ୍ୱାରା ତାର ପରିବାର ଚଳି ଯାଉଥିଲା ହେଲେ ଏଠାରେ ଏବେ ଏମିତି କିଛି ଦେଖିବାକୁ ମିଳିଛି। ଆଉ ପୁରୀ ମନ୍ଦିର କୁ ଯାଇ ଗୁମୁଟ ଉପରୁ ଡେଇଁ ପଡିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment