କୁହା ଯାଇଥାଏ କି ନାରୀ ହେଉଛି ମା ଲକ୍ଷ୍ମୀଙ୍କ ସ୍ୱରୂପ ଆଉ ନାରୀ ଭିତରେ ଲୁଚି ରହିଛି ଅନେକ ପ୍ରତିଭା। ଯେଉଁ ସବୁ ପ୍ରତିଭା ଘରର ଚାରିକାନ୍ଥ ଭିତରେ ସୀମିତ ହୋଇ ରହି ଯାଉଛି। କିନ୍ତୁ ଆଜିର ଦିନରେ ମହିଳା ମାନେ ବେଶ୍ ଆଗକୁ ଆସି ପାରିଛନ୍ତି।ଆଜିର ଦିନରେ ଅନେକ ରିଆଲିଟି ଶୋ ମାଧ୍ୟମରେ ମହିଳା ମାନେ ନିଜ ଭିତରେ ଲୁଚି ରହୁଥିବା ପ୍ରତିଭା ଗୁଡିକ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହୋଇ ପାରୁଛନ୍ତି ଆଉ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ତିଆରି କରି ପାରୁଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ବିବାହିତ ମହିଳା ମାନଙ୍କ ପାଇଁ ସିଦ୍ଧାର୍ଥ ଟିଭି ନେଇ ଆସିଛି ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ ସମ୍ପୂର୍ଣ୍ଣ ଲକ୍ଷ୍ମୀ। ଏହି ରିଆଲିଟି ଶୋ ମାଧ୍ୟମରେ ଓଡ଼ିଶାର କୋଣ ଅନୁକୋଣ ରେ ରହି ଥିବା ବିବାହିତ ମହିଳାମାନେ ନିଜ ପ୍ରତିଭା ଦେଖାଇ ପାରିବେ। ବିବାହ ପରେ ଯେଉଁ ମହିଳା ମାନେ ନିଜ ପ୍ରତିଭାକୁ ନେଇ ଘରର ଚାରି କାନ୍ଥ ମଧ୍ୟରେ ରହି ଯାଉଥିଲେ ସିଦ୍ଧାର୍ଥ ଟିଭିର ଏହି ଛୋଟ ପ୍ରୟାସ ମାଧ୍ୟମରେ ସେମାନେ ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହୋଇ ପାରୁଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ସିଜନ୍-୨ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉ ଅଛି। ଆଉ ଏହି ଶୋର ଜଜ୍ ରହିଛନ୍ତି ଅଭିନେତା ପୁପିନ୍ଧର ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଏବଂ ଅଭିନେତ୍ରୀ ଜିନା। ଆଉ ଏହି ଶୋର ଅଡିସନ୍ ଶେଷ ମେଗା ଅଡିସନ୍ ଆରମ୍ଭ ହୋଇ ଯାଇଛି। ଆଉ ଭାଉଜମାନେ ସଂପୂର୍ଣ୍ଣ ଲକ୍ଷ୍ମୀର ଟାଇଟେଲ ହାତେଇବା ପାଇଁ ଜୋରଦାର ପ୍ରୟାସରେ ଲାଗି ପଡିଛନ୍ତି ଆଉ ଜଜେସ୍ ମାନଙ୍କୁ ଇମ୍ପ୍ରେସ କରୁଛନ୍ତି।
ତେବେ ବର୍ତ୍ତମାନ ସମୟରେ ମେଗା ଅଡିସନ୍ ରେ ଭାଉଜ ମାନେ ନିଜ ନିଜର ବେଷ୍ଟ ଦେବା ପାଇଁ ପ୍ରାୟାସ ଜାରି ରଖିଛନ୍ତି। ତେବେ ସମ୍ପୂର୍ଣ୍ଣ ଲକ୍ଷ୍ମୀର ଟାଇଟଲ ଜିତିବା ହେବା ପାଇଁ ହେଲେ ଭାଉଜ ମାନଙ୍କୁ ସବୁ ରାଉଣ୍ଡକୁ କମ୍ପଲିଟ କରିବା ପାଇଁ ପଡ଼ିବ। ଆଉ ମେଗା ଅଡିସନ୍ କମ୍ପଲିଟ କରିବା ପରେ ସେମାନେ ଆଗକୁ ଯାଇ ପାରିବେ। ତେବେ ବର୍ତ୍ତମାନ ସମୟରେ ମେଗା ଅଡିସନ୍ ର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଭାଉଜ ମାନଙ୍କ ସୁନ୍ଦର୍ ପ୍ରୋଫୋମାନ୍ସ ଦେଖିବାକୁ ମିଳିଛି। ଭାଉଜ ମାନେ ଖୁବ୍ ସୁନ୍ଦର୍ ପ୍ରୟାସ କରିଛନ୍ତି କିନ୍ତୁ ତଥାପି ଜେଜସ୍ ମାନଙ୍କୁ ସେତେଟା ଇମ୍ପ୍ରେସ୍ କରି ପାରି ନାହାଁନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ମଧ୍ୟ ଏହି ଭିଡିଓକୁ ଦେଖନ୍ତୁ ଆପଣଙ୍କୁ ଏହି ଭିଡିଓ ଖୁବ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।