ଅସୀମା ପଣ୍ଡା ଜଣେ ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ। ଓଡିଆ ଭଜନ,ଆଲବମ୍, କଥାଚିତ୍ର ଆଦିରେ କଣ୍ଠଦାନ କରି ବେଶ ଲୋକପ୍ରିୟତା ହାସଲ କରି ପାରିଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା। ଓଡ଼ିଶାରେ ଅସୀମା ପଣ୍ଡାଙ୍କ ଲୋକପ୍ରିୟତା ଖୁବ୍ ଅଧିକ ରହିଛି। ଅସୀମା ପଣ୍ଡାଙ୍କ କଣ୍ଠ ସ୍ୱର ଶୁଣିବା ପାଇଁ ଓଡ଼ିଶା ଶ୍ରୋତାମାନେ ପାଗଳ ପ୍ରାୟ ଅଟନ୍ତି।
ତେବେ ଆପଣ ମାନେ ଅସୀମା ପଣ୍ଡାଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ। ଆଉ ତାଙ୍କର ଖୁବ୍ ସୁନ୍ଦର ସୁନ୍ଦର ଗୀତକୁ ପସନ୍ଦ ମଧ୍ୟ କରୁଥିବେ। ଅସୀମା ପଣ୍ଡା ୨୦୧୩ ମସିହାରେ ଓଡିଆ କଥାଚିତ୍ରରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ ଆଉ ଏହା ପରଠାରୁ ଅସୀମା ପଣ୍ଡା ସାରା ଓଡିଶା ବାସୀଙ୍କ ହୃଦୟରେ ରାଜ କରୁଛନ୍ତି। ଏହାପରେ ଅନେକ ଓଡ଼ିଆ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ଅସୀମା। କେବଳ କଥାଚିତ୍ର ନୁହେଁ ଅନେକ ଗୁଡ଼ିଏ ଭଜନ ଓ ଓଡ଼ିଆ ଆଲବମରେ କଣ୍ଠଦାନ କରି ବେଶ ଲୋକପ୍ରିୟ ହୋଇ ପାରିଛନ୍ତି ଅଭିନେତ୍ରୀ ଅସୀମା ପଣ୍ଡା।
ତେବେ ତେବେ ଆଜିr ଦିନରେ ଅସୀମା ପଣ୍ଡା ନାମୀଦାମୀ ସେଲିବ୍ରେଟି ମାନଙ୍କ ମଧ୍ୟରେ ଅନ୍ୟତମ। ତେବେ ଅସୀମା ପଣ୍ଡାଙ୍କ ସୋସିଆଲ ମିଡିଆରେ ଫୋଲର ସଂଖ୍ୟା ମଧ୍ୟ କମ୍ ନାହିଁ। ଅନେକ ପ୍ରଶଂସକ ଅସୀମା ପଣ୍ଡାଙ୍କୁ ଅନୁସରଣ କରିଥାନ୍ତି। କାରଣ ସେଲିବ୍ରେଟି ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଜୀବନଶୈଳୀ ଠାରୁ ଟିକିଏ ଭିନ୍ନ ଧରଣର। ତେବେ ଅସୀମା ପଣ୍ଡା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଲାଇଫକୁ ନେଇ ଯେତିକି ଚର୍ଚ୍ଚିତ ତାଙ୍କ ପ୍ରଫେସନାଲ ଲାଇଫଙ୍କୁ ନେଇ ସେତିକି ଲୋକପ୍ରିୟ ମଧ୍ୟ।
ତେବେ ବର୍ତ୍ତମାନ ସମୟରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଭିଡିଓରେ ଅସୀମା ପଣ୍ଡା ଖୁବ୍ ସୁନ୍ଦର ଗୀତ ଗାଇବା ସହ ଡାନ୍ସ ମଧ୍ୟ କରିଛନ୍ତି ଏହା ସହିତ ଉପସ୍ଥିତ ଶ୍ରୋତାଙ୍କୁ ମଧ୍ୟ୍ୟ ନିଜ ଗୀତର ତାଳେ ତାଳେ ନଚାଇଛନ୍ତି।
ତେବେ ଏହା ହେଉଛି କଟକର ବାଲିଯାତ୍ରାର ମେଲୋଡ଼ି ପ୍ରୋଗ୍ରାମ ସମୟର ଭିଡିଓ। ଯେଉଁଥିରେ ଅସୀମା ପଣ୍ଡା “ଲଚ କୋ ମଣି ଚୋରା ବେଣୀ,ଆଲୋ ମୋ ରିବନ୍ ଫିତା” ଗୀତରେ ଦର୍ଶକ ମାନଙ୍କୁ ଝୁମେଇ ଦେଇଛନ୍ତି। ତାଙ୍କ ସାଥିରେ କିଛି କୁନି ପିଲା ମାନେ ମଧ୍ୟ ଷ୍ଟେଜ ଉପରେ ଆସି ଡାନ୍ସ କରି ଥିବାର ଦେଖିବାକୁ ମିଳୁଛି।ଯାହାକି ଫ୍ୟାନସ୍ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଲୋକେ ଏହି ଭିଡିଓକୁ ଜମେଇ କି ଦେଖୁଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି ଏହା ଉପରେ ନିଜର ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।