ଦେଖନ୍ତୁ Viral ଭିଡ଼ିଓ – ବର ଜଣକ ତାଙ୍କର ସାଙ୍ଗକୁ କୁଣ୍ଢେଇ କାନ୍ଦିବାକୁ ଲାଗୁଛନ୍ତି ମଣ୍ଡପ ଉପରେ, ଆଉ ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ….

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିବ କି କଣ ପାଇଁ ବାର ଜଣଙ୍କ ଏମିତି କାନ୍ଦିବାକୁ ଲାଗୁଛନ୍ତି ଆଉ ତାହା ପୁଣି ନିଜର ଅତି ପ୍ରିୟ ର ସାଙ୍ଗକୁ କୁଣ୍ଢେଇକି | ଆଉ ସେମାନଙ୍କ ମଧ୍ୟରେ ଥିବେ ଆନ୍ତରିକତା ଆଉ ଭଲ ପାଇବା କୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ପାଣି ଆସିଯିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ବର ଜଣଙ୍କର କାନ୍ଦିବାର ପଛରେ କଣ ରହିଛି ପ୍ରକୃତ ସତ୍ୟ ସେ ବିଷୟରେ ଜାଣିବା |

ଆପଣ ମାନେ ଅନେକ ସମୟରେ ତଥା ସବୁ ବିବାହ ସ୍ଥାନରେ ଦେଖିଥିଲେ କି ବିଶେଷ କରିକି ଝିଅ ମାନେ ବିବାହ ରେ କାନ୍ଦିଥାନ୍ତି କାରଣ ସେମାନେ ତାଙ୍କର ବାପା, ମା ଘର ଦ୍ୱାର ପିଲା ଦିନରେ ଯାହା ଯାହା ସହିତ ଜଡିତ ହୋଇକି ରହୁଥିଲେ ସେମାନଙ୍କୁ ଛାଡିକି ଯାଉଥିବାରୁ ଏମିତି କାନ୍ଦିଥାନ୍ତି | କିନ୍ତୁ ଏଠାରେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଵର ଜଣଙ୍କ କାନ୍ଧୁଛନ୍ତି ଆଉ ତାହା ପୁଣି କନିଆଁ ଙ୍କ ଆଗରେ | ଆଉ ସେ ନିଜର ପିଲା ଦିନର ସାଙ୍ଗକୁ କୁଣ୍ଢେଇକି କାନ୍ଦୁଛନ୍ତି କାରଣ ରେ ବିବାହ ପରେ ଆଉ ତାଙ୍କର ସାଙ୍ଗକୁ ସମୟ ସେତେ ଦେଇ ପାରିବେ ନାହିଁ | ଆଉ ତାଙ୍କର ବନ୍ଧୁତ୍ୱ ଭିତରେ ଆଉ ଜଣଙ୍କୁ ସମୟ ଦେବାକୁ ପଡିବ ବୋଲି |

ଆଉ ଵର ଜଣଙ୍କ ଏମିତି କିଛି ତାଙ୍କର ମନରେ ଭାବିକି କାନ୍ଦୁଥିବା ସମୟରେ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି ତାଙ୍କ ପିଲା ଦିନ ର ବନ୍ଧୁ ଜଣଙ୍କ | ଆଉ କହିଛନ୍ତି କି ସେମାନଙ୍କ ବନ୍ଧୁତ୍ୱ ସେମିତି ରହିବି ତାହା କେବେବି କମିବନି | କାରଣ ସାଙ୍ଗ ହେଉଛି ଗୋଟିଏ ଏମିତି ଶବ୍ଦ ଯାହା ପାଖରେ ଖାଲି ଥାଏ ଭଲ ପାଇବା ଆଉ ତାହା କେବେବି ସମାପ୍ତ ହୋଇ ନ ଥାଏ | ଯେଉଁ କଥା କୁ ଆମେ ବାପା ମା ଙ୍କ ଆଗ ରେ କହିବାକୁ ମଧ୍ୟ ଇଚ୍ଛା କରି ନ ଥାଉ ସେହି କଥା କୁ ଆମେ ସାଙ୍ଗ ଆଗରେ ମନ ଖୋଲିକି କହି ପାରୁ |

ଆଉ ଏହି ସାଙ୍ଗ ଏମିତି ଗୋଟିଏ ଶବ୍ଦ ଯାହାର କିଛି ସଂଜ୍ଞା ନାହି | ଏହି ଶବ୍ଦ ବିଷୟରେ ଯେତେ କହିଲେ ମଧ୍ୟ ଆହୁତି କମ ପଡ଼ିଯିବ ବୋଲି କୁହାଯାଉଛି | ଆଉ ବର ଜଣଙ୍କର କନିଆଁ ଆଗରେ ଏଭଳି କାନ୍ଦିବା ସାଙ୍ଗକୁ ଧରିକି ଯେଉଁଥିରୁ ଜାଣି ହେଉଛି କି ଦୁଇ ବନ୍ଧୁ ଙ୍କ ମଧ୍ୟରେ ଆନ୍ତରିକତା କେତେ ରହିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment