ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ସେହି ଭିଡ଼ିଓ ଗୁଡିକ ଭିତରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ମନକୁ ବେଶ ଖୁସି ଦେଇଥାଏ ଆଉ ବାରମ୍ବାର ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଇଚ୍ଛା ହୋଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହି ଭଳି ସୁଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ ଙ୍କର ଏକ ଷ୍ଟେଜ ପ୍ରଫୋମେନ୍ସ ଦେଖିବାକୁ ମିଳିଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ସମସ୍ତେ ଅଲିଉଡ ର ଜଣେ ବେଶ ଜଣା ଶୁଣା ସୁପୋରଷ୍ଟାର ତଥା ଏକ୍ଟର ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ | ଯିଏ କି ନିଜର ଅଭିନୟ କେରିୟର ଭିତରେ ଅନେକ ଓଡ଼ିଆ ଫ୍ଲିମ କରିଛନ୍ତି ଆଉ ଦର୍ଶକ ମାନଙ୍କ ମନକୁ ମଧ୍ୟ କିଣି ନେଇଛନ୍ତି | ଆଉ ସେହି ଭଳି ରଚନା ବାନାର୍ଜୀ ଯିଏ କି ୱେଷ୍ଟ ବେଙ୍ଗଲ ରେ ଜନ୍ମ ହୋଇଥିଲେ ମଧ୍ୟ ଅମି ଓଡ଼ିଆ ଇଣ୍ଡୋଷ୍ଟ୍ରି ରେ ଅନେକ ଫ୍ଲିମ କରି ଦର୍ଶକ ମାନଙ୍କର ମନ କୁ କିଣି ନେଇଛନ୍ତି | ଆଉ ତାଙ୍କର ଜବରଦସ୍ତ ଏକ୍ଟିଂ ଦର୍ଶକ ମାନଙ୍କୁ ଚଳଚିତ୍ର ପ୍ରତି ମଧ୍ୟ ଆକୃଷ୍ଟ କରିଛି ବୋଲି କୁହାଯାଉଛି |
ଆଉ ତାହା ସହିତ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡ଼ି ଅନେକ ହିଟ ଫ୍ଲିମ ଏକାଠି କରିଛନ୍ତି ଆଉ ଓଡ଼ିଶାର ଦର୍ଶକ ମାନଙ୍କର ହୃଦୟରେ ଘର କରିଛନ୍ତି | ଆଉ ବର୍ତ୍ତମାନ ସେମାନ ଙ୍କୁ ବହୁତ ବର୍ଷ ପରେ ଏକାଠି ମଞ୍ଚ ଉପରେ ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ଜି ସାର୍ଥକ ର ମଞ୍ଚ ଉପରେ ଦୁଇ ଜଣଙ୍କ ଉଦେଶ୍ୟ ରେ ସେମାନଙ୍କର ଏକ ମନୋଛୁଆଁ ଫ୍ଲିମ ସଙ୍ଗ ” ଫଗୁଣ ରେ ଫଗୁଣ ମୁଁ ଦେଇଛି ସିନ୍ଦୁର ” ଗୀତ ଟି ଭାଇରାଲ ହେବାରେ ଲାଗିଛି |
ତାହା ସହିତ ଜି ସାର୍ଥକ ର ମଞ୍ଚ ଉପରେ ଦର୍ଶକ ମାନଙ୍କର ଭଲ ପାଇବା ସିଦ୍ଧାନ୍ତ ଆଉ ରଚନା ଙ୍କର ଯୋଡ଼ି ଉପରେ ଦେଖାଇବାକୁ ମିଳିଥିଲା | ଆଉ ଯାହା ଫଳରେ ମଞ୍ଚ ଉପରେ ସେମାନଙ୍କ ର ଏହି ରୋମାଣ୍ଟିକ ସଙ୍ଗ ରେ ଡାନ୍ସ ମଧ୍ୟ କରିବାକୁ ଲାଗିଥିଲେ ଏହି ଦୁଇ ଯୋଡ଼ି ବୋଲି କୁହାଯାଉଛି | ଆଉ ଦର୍ଶକ ମାନେ ମଧ୍ୟ ସେମାନଙ୍କୁ ଏକାଠି ମଞ୍ଚ ଉପରେ ଦେଖି ବେଶ ଖୁସି ହୋଇଥିଲେ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।