ଷ୍ଟେଜ ଉପରେ କମାଲ କଲେ ସୁପରଷ୍ଟାର ଗୋବିନ୍ଦା ( Govinda )… ରଙ୍ଗବତୀ ଗୀତରେ ଜବରଦସ୍ତ ଠୁମକା ଲଗାଇଲେ….

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆପଣମାନେ ବହୁତ ସମୟରେ ବିଭିନ୍ନ ପ୍ରକାର ଭାଇରାଲ ଭିଡ଼ିଓ ଦେଖିଥିବେ | ଏବଂ ସେହି ଭିଡ଼ିଓ କୁ ଦେଖି ଆପଣ ମାନେ ବହୁତ ଖୁସି ମଧ୍ୟ ହେଇଥାନ୍ତି ଓ କେତେବେଳେ ଦୁଃଖୀ ମଧ୍ୟ ହେଇଥାନ୍ତି | ହଁ ଦର୍ଶକ ବନ୍ଧୁ ତେବେ ଆପଣଙ୍କର ମନକୁ ଛୁଇଁବା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓଟି ଏକ ରିୟାଲିଟି ଶୋର ହେଇଥିବା ବେଳେ ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ଏହାକୁ ବହୁତ ଲୋକ ଦେଖିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି | ଆଉ ଯେଉଁଠି ବଲିଉଡ ଅଭିନେତା ଗୋବିନ୍ଦା ଙ୍କ ସହିତ ସାଉଥ ହିରୋଇନ ରଶ୍ମିକା ଦମଦାର ଡାନ୍ସ କରିବାକୁ ଲାଗିଛନ୍ତି |ତାହେଲେ ଆସନ୍ତୁ ଭାଇରାଲ ହେଇଥିବା ଏହି ଭିଡ଼ିଓ ଟି ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ଜ଼ୀ ଟିଭି ରେ ସବୁବେଳେ ବେଶ ଚର୍ଚ୍ଚାରେ ଥିବା ରିୟାଲିଟି ଶୋ ଡିଆଇ ସୁପର ମୋମ୍ସ ଏବେ ପୁଣି ଥରେ ଚର୍ଚ୍ଚାରେ ଅଛି ବୋଲି ଜଣାପଡିଛି | ତେବେ ଏହି ରିୟାଲିଟି ଶୋ ଟିକୁ ଜୀ ଟିଭି ଆୟୋଜନ କରିଥିବା ବେଳେ ଏହି ରିୟାଲିଟି ଶୋ ରେ ବହୁତ ନାମୀ ଦାମୀ କଳାକାର ମାନେ ଜର୍ଜ ଭୂମିକା ନଜର ଆସିଥାନ୍ତି | ତାହା ସହିତ ଏହି ରିୟାଲିଟି ଶୋ କୁ ମଧ୍ୟ ବହୁତ ନାମୀ ଦାମୀ କଳାକାରମାନେ ମୁଖ୍ୟ ଅତିଥି ହେଇ ଆସିଥାନ୍ତି ଯାହା ପାଇଁ ଏହି ରିୟାଲିଟି ଶୋ ଅଧିକ ଚର୍ଚ୍ଚାରେ ଥିବା ଜଣା ପଡିଥାଏ | ତେବେ ସବୁଥର ପରି ଏଥର ମଧ୍ୟ ଏହି ଶୋ କୁ ବୋଲିୱଡ ଜଗତରେ ରାଜ କରିଆସିଥିବା ଅଭିନେତା ଗୋବିନ୍ଦା ଓ ତାଙ୍କ ସହିତ ଦକ୍ଷିଣ ଭାରତୀୟ ଫିଲ୍ମରେ ରାଜ କରୁଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନା ମଧ୍ୟ ଏହି ଶୋ ମାଧ୍ୟାମ ରେ ଏକାଠି ନଜର ଆସିଛନ୍ତି |

ତେବେ କିଛି ଦିନ ପୂର୍ବରୁ ଫିଲ୍ମ ‘ପୁଷ୍ପା ଦି ରାଇଜ ଚଳିତ ବର୍ଷ ବକ୍ସ ଅଫିସରେ କମାଲ କରିବା ପରେ ଦେଶବାସୀଙ୍କ ହୃଦୟରେ ରାଜ କରିବା ଆରମ୍ଭ କରିଥିଲେ ରଶ୍ମିକା ମନ୍ଦନା | ତେବେ ରଶ୍ମିକା ଙ୍କ ଅଭିନୀତ ଏହି ଫ୍ଲିମ ରେ ଏକ ବହୁ ଚର୍ଚ୍ଚିତ ଗୀତ ରହିଥିଲା | ତେବେ ସେହି ଗୀତ ଟି ହେଉଛି “ସାମୀ ସାମୀ ” ଯାହା ଦର୍ଶକ ମାନଙ୍କୁ ବେଶ କିମିୟା କରିଥିଲା | ତେବେ ସେହି ଗୀତରେ ସେ ପୁଣି ଥରେ ଡିଓଡି ସୁପର ମୋମ୍ସ ମହାମଞ୍ଚ ରେ ବୋଲିଉଡ଼ ର ରାଜା ଗୋବିନ୍ଦା ଙ୍କ ସହିତ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି |

ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଜର୍ଜ ଓ ଦର୍ଶକ ମାନେ ବହୁତ ପ୍ରଶଂସା କରିଥିବା ଦେଖାଯାଇଛି | ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ମଧ୍ୟ ଦର୍ଶକ ମାନେ ବେଶ ପ୍ରଶଂସା କରିବା ସହିତ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି | ଆଉ ଏହି ଭଳି ଦମଦାର ପୋରଫୋମେନ୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment