ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଏମିତି ଘଟଣା ସବୁ ନଜରକୁ ଆସିଥାଏ ଯାହା କୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିଥାଏ। ଆଉ ଏବେ ଏକ ଘଟଣା ନଜରକୁ ଆସିଛି ଯେଉଁଠି ଜଣେ ମହିଳା ଏହିପରି କିଛି ସମାଜ ବିରୋଧୀ କାମ କରିଛନ୍ତି ତାହା ଜାଣିବା ପରେ ମୁଣ୍ଡରେ ହାତ ଦେବେ। ତେବେ ଆସନ୍ତୁ ଜାଣିବା ସେ ଘଟଣା ସମ୍ପର୍କରେ ଯାହା ଜାଣିବାକୁ ମିଳିଛି। ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ ମହିଳାଙ୍କର ପରକ୍ରିୟା ପ୍ରୀତି ଧରା ପଡି ଗାଁ ଲୋକ ଙ୍କ ଆଗରେ ଯାହା ଏବେ ଭାଇରଲ ହୋଇଛି।
ଆଉ ଜଣେ ମହିଳା ବିବାହିତ ହୋଇଥିଲେ ମଧ୍ୟ ସେ ଶେଷରେ ଏମିତି କିଛି କରିଛନ୍ତି ଯାହା ପାଇଁ ସେ ଏବେ ଚର୍ଚ୍ଚା କୁ ଆସିଛନ୍ତି। ବିଭିନ୍ନ ସମୟରେ ଅନେକ ଘଟଣା ସବୁ ନଜରକୁ ଆସିଥାଏ ଯେଉଁଠି ସବୁ ମୂଳରେ ପ୍ରେମ ସମ୍ପର୍କ କୁ ହିଁ ରହିଥାଏ। ଆଉ ପ୍ରେମ ରେ ପଡିବା ପରେ ପ୍ରେମିକ ଓ ପ୍ରେମିକା ଦୁହେଁ ସବୁ କିଛି ଭୁଲି ଯାଇ ଥାଆନ୍ତି। ସେ ବିବାହିତ ହୋଇଥିଲେ ମଧ୍ୟ ଅନ୍ୟ ପୁରୁଷ କିମ୍ବା ଅନ୍ୟ ମହିଳା ଙ୍କ ସହିତ ସମ୍ପର୍କ ରଖି ଥାଆନ୍ତି ଯାହା ଅନେକ ସମୟରେ ଚର୍ଚ୍ଚା କୁ ଆସିଥାଏ।
ଆଉ ଏମିତି ଘଟଣା ବିଭିନ୍ନ ସମୟରେ ଆମ ସମାଜ ରେ ଘଟୁଛି ଯାହା କୁ ନେଇ ପାରିବାରିକ କଳହ ମଧ୍ୟ ସୃଷ୍ଟି ହୋଇଥାଏ ଆଉ ପରବର୍ତ୍ତୀ ସମୟରେ ଛାଡପତ୍ର ନହେଲେ ଆତ୍ମହତ୍ୟା ଭଳି ଘଟଣା ମଧ୍ୟ ଘଟି ଯାଇଥାଏ। ହେଲେ ଏବେ ଏଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ ମହିଳା ଏମିତି କିଛି କରିଛନ୍ତି ତାହା ପରେ ଯାହା ହେଲା ଆପଣ ମାନେ ଜାଣିବା ପରେ ଚମକି ପଡିବେ। ଆଉ ସେହି ମହିଳା ଜଣଙ୍କ ନିଜ ସ୍ୱାମୀ ନ ଥିବା ସମୟରେ ଅନ୍ୟ ଏକ ପୁରୁଷ ସହିତ ସମ୍ପର୍କ ସବୁ ବେଳେ ରଖି ଥାଆନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଭାଇରଲ ହୋଇଛି। ଆଉ ଏବେ ଘଟଣା ରେ ଜାଣିବାକୁ ମିଳିଛି।
ଯେ ସେହି ମହିଳା ଜଣଙ୍କ ଅନ୍ୟ ଏକ ପୁରୁଷ ସହିତ ରହିଥିବା ବେଳେ ଗାଁ ଲୋକ ମାନେ ଦେଖି ଦେଇଥିଲେ ଯାହା ଏବେ ଶୁଣିବାକୁ ମିଳିଛି। ଏହି ଭିଡ଼ିଓ ଟିରେ ଜଣେ ମହିଳା ନିଜ ସ୍ୱାମୀ ର ଅନୁପସ୍ଥିତ ରେ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବା ସମୟ ରେ ସ୍ୱାମୀ ପହଂଚି ଯାଇଥିଲେ ତାହା ପରେ ଗାଁ ଲୋକ ମାନେ ଦେଖି ଥିଲେ ତାହା ପରେ ଯାହା ହେଲା ଆପଣ ମାନେ ଦେଖିଥିବେ।।ଆଉ ଏବେ ସୋସିଆଲ ମିଡ଼ିଆରେ ଏବେ ଘଟଣା ରେ ଜଣେ ମହିଳା ଙ୍କୁ ଆଉ ଜଣେ ମହିଳା ମାଡ଼ ମାରିଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି। ଆଉ ସେହି କାର୍ଯ୍ୟ ପାଇଁ ତାଙ୍କୁ ଏହିଭଳି ସମସ୍ୟା ସୃଷ୍ଟି ହୋଇଥିଲା।