‘ସ୍ତ୍ରୀ ମାନଙ୍କର ଗୋଲ୍ ଗୋଲ୍‌, ପୁରୁଷ ମାନଙ୍କର ଲମ୍ବା…’ ଯାତ୍ରା ଅଭିନେତ୍ରୀ କହିଲେ ଏମିତି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଫିଲ୍ମ ଜଗତକୁ ଯେମିତି ଭଲ ପାଇଥାନ୍ତି, ଠିକ ସେହିପରି ଯାତ୍ରା କୁ ବି ପସନ୍ଦ କରିଥାନ୍ତି, ବିଶେଷ କରି ଯଦି ଆମେ ମାନେ ପୁରୁଣା ଯୁଗର ଅର୍ଥାତ ବୟସ୍କ ବ୍ୟକ୍ତି ମାନଙ୍କର କଥା ଦେଖିବା ତାହେଲେ ଆମେ ମାନେ ଜାଣିପାରିବା କି ସେମାନେ ଯାତ୍ରା ଜଗତକୁ କେତେ ମାତ୍ରା ରେ ପସନ୍ଦ କରନ୍ତି , ତାହା ସହିତ ଆମେ ମାନେ ଜାଣିପାରିବା କି ସେମାନେ ଯାତ୍ରାରେ କାମ କରୁଥିବା ଲୋକ ମାନଙ୍କୁ ମଧ୍ୟ କେତେ ଭଲ ପାଇଥାନ୍ତି |

ସେ ଫିଲ୍ମ ହେଉ ଵା ଯାତ୍ରା ସବୁବେଳେ କଳାକାର ମାନେ ଚାହିଁଥାନ୍ତି କି ସେମାନଙ୍କର ପାଖରେ ଥିବା ଟେଲେଣ୍ଟ କୁ ସେମାନେ ଲୋକ ମାନଙ୍କ ସାମ୍ନାକୁ କିପରି ଆଣିବେ ଆଉ ତାଙ୍କର ପ୍ରତିଭାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିବେ, ତେବେ ଆମ ଯାତ୍ରା ଜଗତରେ ଅନେକ କଳାକାର ମାନେ ଥାନ୍ତି ଯାହାକୁ ଆମେ ଡେଭିଲ ବୋଲି କହିଥାଉ ସେମାନେ ସେମାନଙ୍କର କଳାର ଜରିଆରେ ସମସ୍ତଙ୍କୁ ଆକୃଷ୍ଟ କରିଥାନ୍ତି |

କେତେଜଣ ଏମିତି ବି ଲୋକ ଅଛନ୍ତି ଯୋଉ ମାନେ କି ଯୋଉ ମାନେ କିଛି ଡୁଆଲ ମିନିଙ୍ଗ କଥା କହି ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥାନ୍ତି, କିନ୍ତୁ ତାହା କୁ ଅନେକ ଲୋକ ପସନ୍ଦ କରିବା ସହିତ ଅନେକ ଗାଳି ମଧ୍ୟ ଦେଇଥାନ୍ତି, ସେହି ସବୁ ଘଟଣା ଉପରେ ପ୍ରତିକ୍ରିୟା ରଖି ଯାତ୍ରା ଅଭିନେତ୍ରୀ ଜଣାଙ୍କ କହିଛନ୍ତି କି ଯଦି ଗୋଟିଏ ଗୋଟିଏ ଶବ୍ଦ ର ଦୁଇଟି ମାନେ ହେଇପାରୁଛି , ତାହେଲେ ଗୋଟିଏ ଗୋଟିଏ କଥାରେ ଦୁଇଟି ମାନେ କଣ ପାଇଁ ହେଇପାରିବ ନାହିଁ, ସେମିତି କିଛି କହିଲା ପରେ ସେ ତାଙ୍କର ଜୀବନରେ ଘଟିଥିବା କିଛି ଘଟଣା ବିଷୟରେ କହିଥିଲେ |

ଅଭିନେତ୍ରୀ ଜଣଙ୍କୁ ବାହା ହେବା ପାଇଁ ଦୁଇ ଜଣ କହିଥିଲେ ଆଉ ସେ କହିଥିଲେ କି ଯିଏ ତାଙ୍କର ପ୍ରଶ୍ନର ଉତ୍ତର ଦେଇଦେବ ତାଙ୍କୁ ସେ ପସନ୍ଦ କରିବେ ଆଉ 3 ଟି ପ୍ରଶ୍ନ ମଧ୍ୟ ପଚାରିଥିଲେ , ପ୍ରଥମଟି ହେଉଛି ଝିଅ ମାନଙ୍କର ଗୋଲ ଦିଅନ୍ତି ଆଉ ପୁଅ ମାନଙ୍କର ଲମ୍ବା ତାହାର ଉତ୍ତର ରେ କହିଥିଲେ କି ସିନ୍ଦୁର, ଠିକ ସେମିତି ସ୍ୱାମୀ ଥରେ ଦିଏ ଆଉ ସ୍ତ୍ରୀ ବାରମ୍ବାର ସେଇଟା ବି ସିନ୍ଦୁର, ଆଉ ନାରୀର ତଳ ଭଲ ନା ଉପର ଆଉ ଉତ୍ତର ରେ ଅଭିନେତ୍ରୀ କହିଥିଲେ କି ତଳ ଅର୍ଥାତ ପାଦ, ଏହି ପରି ଭାବରେ ଅନେକ କଥା ରହିଛି ଯାହା ଦ୍ୱାରା ଦର୍ଶକ ମାନେ ଯାତ୍ରା ପ୍ରତି ଆକୃଷ୍ଟ ମଧ୍ୟ ହୋଇଥାନ୍ତି |

ତେବେ ଯାତ୍ରା ଅଭିନେତ୍ରୀ ମାନେ କହିଥିବା ଏହି କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment