ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି କମ୍ପୁଟର ଦୋକାନୀଙ୍କୁ ପୁରା ଫିଲ୍ମ ଷ୍ଟାଇଲରେ ହାଣି ଚାଲିଛନ୍ତି…ଦେଖନ୍ତୁ Viral ଭିଡ଼ିଓ

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣା ଯାହା ସାଧାରଣରେ ଚିନ୍ତା ଓ ପରିତାପର ବିଷୟ ଅଟେ। ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। କାରଣ ଏଠାରେ ଏକ ଭିନ୍ନ ରକମର ଘଟଣା ଘଟିଛି। ଯାହା ଦେଖାଉଛି ମଣିଷର ନିର୍ଦ୍ଦୟତାକୁ। ଧୀରେ ଧୀରେ ବହୁତ୍ ନିର୍ଦ୍ଦୟ ହୋଇ ପଡୁଛି ଆଜିର ମଣିଷ। ଯେମିତି ତା ପାଖରେ ଦୟାଭାବ ବୋଲି କିଛି ନାହିଁ। ହିଂସା, ମାରପିଟ୍ ଆଦି ଭିତରେ ଯେମିତି ଏକ ପ୍ରକାର ଅଭ୍ୟସ୍ତ ହେଇ ପଡ଼ିଛି ଆଜିର ମନିଷ। ତେଣୁ ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ସାଧାରଣ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି କହିଲେ ଚଳେ।

କାରଣ କେତେବେଳେ କଣ କାହା ସହ ଘଟିବ ତାହା କହିବା ଏକ ପ୍ରକାର ମୁସ୍କିଲ।ଆଜିର ସମାଜ କେତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି ତାହା ଆପଣ ଅନେକ ଘଟଣାରୁ ଦେଖିବକୁ ପାଉଥିବେ। ଆଉ ଏହାବି ଦେଖିବାକୁ ପାଉଥିବେ ସବୁଆଡେ ଯେମିତି ଏକ ଅପ୍ରୀତିକର ସ୍ଥିତି। କୌଣସି ସମ୍ପର୍କରେ ଯେମିତି ଆଉ ମଧୁରତା କି ନୈତିକତା ନାହିଁ। କାହା ପ୍ରତି କାହାର ବି ଯେମିତି ଦୟାଭାବ କି ଉଦାରତା ଆଉ ନାହିଁ। ତେବେ ଏସବୁ କୁ ନେଇ ଆଜିର ସମାଜ ରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। କିନ୍ତୁ ଏସବୁ କାର୍ଯ୍ୟ କଲାପର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

ତେବେ ନିକଟରେ ଏକ ଗାଆଁ ରେ ଏକ ସେହିପରି ଘଟଣା ପୁଣି ସାମ୍ନାକୁ ଆସିଛି ଯାହା ବୟାନ କରୁଛି ଯେ ମଣିଷର କ୍ରୋଧ ଏବଂ ରାଗ ପାଇଁ ସେ କଣ କରିପାରେ ଆଉ ସେ କେତେ ହିଂସ୍ର ଓ ନିଷ୍ଠୁର ହୋଇପାରେ।ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏଠାରେ ଦେଖିବାକୁ ମିଳିଛି ଫିଲ୍ମ୍ ଷ୍ଟାଇଲ ରେ ଆକ୍ରମଣ। କିଛି କଥାବାର୍ତ୍ତା ନାହିଁ। ସଙ୍ଗେ ସଙ୍ଗେ ଆକ୍ରମଣ। ଗୋଡ଼ାଇ ଗୋଡ଼ାଇ ହାନିଲେ। ଯେଉଁ ଦୃଶ୍ୟକୁ ଦେଖିଲେ ଆପଣ ବି ହୋଇଯିବେ ଭୟଭୀତ। କିଛି ପଚାରିବାରୁ ମାରିଦେବାକୁ ଧମକ ଦିଆ ଯାଉଛି। ତେବେ ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ର ସହର ମଝିରେ।

ଏବେ ହାନୁଥିବାର ଏହି ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଘୂରି ବୁଲୁଛି। ସହରରେ ମୋବାଇଲ୍ ଦୋକାନ କରିଥିବା ଜନୈକ ମୋବାଇଲ୍ ଦୋକାନୀ କୁ ଜଣେ ଯୁବକ ଅତର୍କିତ ଭାବରେ କଟୁରୀ ରେ ଆସି ହାନୁ ଥିବାର ଦେଖିବାକୁ ମିଳିଛି। ତେବେ କେଉଁ କାରଣ ପାଇଁ ବାବୁଙ୍କ ର ଏତେ ରାଗ ତାହା ସ୍ପଷ୍ଟ ହୋଇନଥିଲେ ବି ନିଜର ସ୍ତ୍ରୀ ର ଚରିତ୍ରକୁ ସଂଦେହ କରୁଥିବା କଥା କୁହା ଯାଉଛି। ଅନ୍ୟପଟେ ଦୋକାନୀଙ୍କ ଅଭିଯୋଗ ପରେ ପୋଲିସ ଉକ୍ତ ଯୁବକକୁ ଅଟକ ରଖି ଘଟଣାର ତଦନ୍ତ କରି ପଚରାଉଚରା କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment