ସ୍ତ୍ରୀର ସୁନ୍ଦର ଟୋକା ଆଉ ପଇସା ଦରକାର, ସାଙ୍ଗ ସହିତ ରାତିରେ ଫେରାର ହୋଇଗଲା ସ୍ତ୍ରୀ… ସ୍ୱାମୀ ଘରେ ବସି କାନ୍ଦୁଛନ୍ତି… ଦେଖନ୍ତୁ Video

ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବେ ଏଠାରେ ଜଣେ ପୁରୁଷ ତାଙ୍କ ସ୍ତ୍ରୀ ନାଁ ରେ ଏମିତି ଅଭିଯୋଗ ଆଣିଛନ୍ତି ଯାହା ଶୁଣିବା ପରେ ମୁଣ୍ଡରେ ହାତ ଦେବେ। ବିବାହ କରିବା ପରେ ଏବଂ ତାଙ୍କର ଏକ ଛୁଆ ରହିଥିଲେ ମଧ୍ୟ ଅନ୍ୟ ପୁରୁଷ ଯାହା କରିଛନ୍ତି ତାହା ଜାଣିବା ପରେ ବିଶ୍ୱାସ କରି ପାରିବେ ନାହିଁ।

ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ ସ୍ୱାମୀ ନିଜ ସ୍ତ୍ରୀ ପାଇଁ ଏବେ ନ୍ୟାୟ ଦାବିରେ ରହିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆ ରେ ବହୁଳ ଭାବରେ ଭାଇରଲ ହୋଇଛି। ଆଉ ଏହି ସମୟରେ ଏବେ ଘଟଣା ଟି ଜୋର ରେ ଚର୍ଚ୍ଚା ଧରିଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ବିଭିନ୍ନ ସମୟରେ ଯୁବ ପିଢ଼ି ମାନେ ପ୍ରେମ ରେ ଶିକାର ହୋଇ ଥାଆନ୍ତି ଯାହାର ପରବର୍ତ୍ତୀ ସମୟ ରେ ସେମାନେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହୋଇ ଥାଆନ୍ତି ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ନଜରକୁ ଆସିଥାଏ। ଆଉ ଯୁବପିଢି ମାନେ ପ୍ରେମ କରିବା ପରେ ସବୁ କିଛି ଭୁଲି ଯାଇ ଥାଆନ୍ତି ଏବଂ ପ୍ରେମ ରେ ଅନ୍ଧ ହୋଇ ନିଜ ଘର ଲୋକଙ୍କୁ ମଧ୍ୟ ଭୁଲି ଯାଇ ଥାନ୍ତି।

ଆଉ ପରବର୍ତ୍ତୀ ସମୟରେ ପ୍ରେମିକ କିମ୍ବା ପ୍ରେମିକା ପ୍ରତାରଣା ଦେଇ ଥାଆନ୍ତି ଯାହାକୁ ସହ୍ୟ କରି ନ ପାରି ସେମାନେ ଏମିତି କିଛି ନିଷ୍ପତ୍ତି ନେଇ ଥାଆନ୍ତି ଯାହା ସୋସିଆଲ ମିଡ଼ିଆ ରେ ଦୃଶ୍ୟମାନ ହୋଇଥାଏ। ଆଉ ସେମାନେ ପ୍ରତାରଣା ସହ୍ୟ କରି ନ ପାରିଲେ ନିଜ ଜୀବନ କୁ ହାରି ଦେଇ ଥାଆନ୍ତି। ଆଉ କିଛି ଅଛନ୍ତି ସେମାନେ ନିଜ ସ୍ତ୍ରୀ କିମ୍ବା ଓ ସ୍ୱାମୀ ଛାଡି ଅନ୍ୟ ପୁରୁଷ ଓ ମହିଳା ଦେଖି ଥାଆନ୍ତି ଯାହାର ଭିଡ଼ିଓ ଅନେକ ସମୟରେ ନଜରକୁ ଆସିଥାଏ। ଆଉ ଏବେ ସେହିପରି ଜଣେ ପୁରୁଷ ଏମିତି ଶିକାର ହୋଇଛନ୍ତି ଯେଉଁଠି ସେ ଏବେ କାନ୍ଦି କାନ୍ଦି ଘରେ ଗଡି ଯାଇଛନ୍ତି। ଆଉ ତାଙ୍କର ମଧ୍ୟ ଏକ ଛୁଆ ରହିଥିଲା ଯାହା କଥା ଏଠାରେ କହିଛନ୍ତି।

ଆଉ ଏହିଠାରେ ଜଣେ ସ୍ୱାମୀ ଜଣଙ୍କ କହିଛନ୍ତି ଯେ କିଛି ବର୍ଷ ତଳେ ସେହି ଯୁବତୀ ଙ୍କ ସହିତ ପ୍ରେମ ହୋଇଥିଲା ପରବର୍ତ୍ତୀ ସମୟରେ ଵିଵାହ କରିଥିଲେ। ଆଉ ସେ ବିବାହ କରି ଦୁହେଁ ଭୁବନେଶ୍ୱର ରେ ରହିଥିଲେ ଯାହା ଏଠାରେ ସୂଚନା ମିଳିଛି। ଆଉ ବିବାହ ର କିଛି ବର୍ଷ ପରେ ଗୋଟିଏ ଝିଅ ମଧ୍ୟ ହୋଇଥିଲା ଆଉ ଏହାରି ଭିତରେ ଆଉ ଜଣେ ପୁରୁଷ ସହିତ କଥା ହୋଇ ଥାଆନ୍ତି ଯାହା ସ୍ୱାମୀ ଅଭିଯୋଗ ଆଣିଛନ୍ତି। ଆଉ ତାଙ୍କର ସେହି ସ୍ତ୍ରୀ ମଧ୍ୟ ବହୁତ ସୁନ୍ଦର ରହିଥିଲେ ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ତାଙ୍କର ସ୍ୱାମୀ ଙ୍କୁ ଛାଡି ନିଜ ଛୁଆ କୁ ନେଇ ଅନ୍ୟ ଏକ ପୁରୁଷ ସହିତ ଫେରାର ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment