ବର୍ତ୍ତମାନ ସମାଜରେ ଶିକ୍ଷିତ ର ପରିମାଣ ବହୁତ ଅଧିକ ମାତ୍ରାରେ ବୃଦ୍ଦି ପାଇଛି ଏବଂ ଅଧିକାଂଶ ଛାତ୍ର ଛାତ୍ରୀମାନେ ନିଜ କ୍ୟାରିଅର ରେ ବଡ ବଡ ଚାକିରୀ କରିବା ପାଇଁ ଇଚ୍ଛା ପ୍ରାକଶ କରିଥାନ୍ତି । କିନ୍ତୁ ଆଜିର ଦିନରେ କୌଣସି ଚାକିରୀ ପାଇବା ଅତି ସହଜ କଥା ନୁହଁ , କାରଣ ପ୍ରତ୍ୟେକ କମ୍ପିଟେଟିଭ ପରିକ୍ଷାରେ ଅନେକ ପିଲାମାନେ ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ନାହିଁ । ଫଳରେ ସେମାନେ ନିଜର ଲକ୍ଷ୍ୟସ୍ଥଳରେ ସହଜରେପହଞ୍ଚି ପାରନ୍ତି ନାହିଁ , ସେଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବା ପାଇଁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପରିକ୍ଷା ବିଷୟରେ କହିବୁ , ଯାହାର ନାମ ଆଇଏଏସ ପରୀକ୍ଷା ଅଟେ ।
ଏହି ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରିକ୍ଷା ଅଟେ , ଏହି ପରିକ୍ଷା ପାସ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏହି ପରୀକ୍ଷାରେ ଆପଣଙ୍କର ଜ୍ଞାନ ପରିକ୍ଷା ହୋଇ ନଥାଏ ବରଂ ଜ୍ଞାନ ସହିତ ଆପଣଙ୍କ ବ୍ୟକ୍ତିତ୍ୱର ବି ପରୀକ୍ଷା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆଇଏଏସ ପରିକ୍ଷାର କେତେକ କଷ୍ଟକର ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।
1. ଦେହ ଅଛି ମୁଣ୍ଡ ନାହିଁ , ମୁଣ୍ଡ ନଥାଇ ଟୋପି ପିନ୍ଧେ ?
ଉତ୍ତର – ବୋତଲ ।
2.ସୂର୍ଯ୍ୟ ପୃଥିବୀରେ କେବେହେଲେ କଣ ଦେଖିନାହିଁ ?
ଉତ୍ତର – ଅନ୍ଧାର ।
3. ବାଇବେଲରେ ପ୍ରଥମ ଇଞ୍ଜିନିୟର କିଏ ?
ଉତ୍ତର – ନୋହ ।
4. କିଏ ପ୍ରଥମେ ରକେଟ ବିନା ମହାକାଶକୁ ଯାତ୍ରା କରିଥିଲେ ?
ଉତ୍ତର – ହନୋକ ।
5. କିଏ ଜୀବନ୍ତ ବୁଡାଜାହାଜରେ ଯାତ୍ରା କରିଥିଲେ ?
ଉତ୍ତର – ଯୂନସ ।
6. କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର – କୋଇଲି ।
7. କେଉଁ ଜୀବର 4ଟି ପାକସ୍ଥଳୀ ଥାଏ ?
ଉତ୍ତର – ଗାଈ ।
8. କେଉଁ ଜୀବ 3 ବର୍ଷ ଶୁଏ ?
ଉତ୍ତର – ଗେଣ୍ଡା ।
9. କେଉଁ ଜୀବ 100 ଟି ଶବ୍ଦ କରେ ?
ଉତ୍ତର – ବିରାଡି ।
10. କେଉଁ ଜୀବର ରକ୍ତ ନୀଳ ?
ଉତ୍ତର – ଝିଣ୍ଟିକା ।
11. ବିଶ୍ୱରେ କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖାଯାଆନ୍ତି ?
ଉତ୍ତର – ଆମେରିକା ।
12 . କେଉଁ ଦେଶର ସ୍ତ୍ରୀ ଲୋକ ମାନଙ୍କର ନୀଶ ଓ ଦାଢି ଉଠିଥାଏ ?
ଉତ୍ତର – ଇଥ୍ଓପିଆ ।
14 ସ୍ତ୍ରୀ ସବୁବେଳେ ସ୍ୱାମୀର ବାମ ପଟେ ହିଁ କାହିଁକି ଶୋଇଥାଏ ?
ଉତ୍ତର – ଶାସ୍ତ୍ରରେ ପତ୍ନୀଙ୍କୁ ବାମାଙ୍ଗି କୁହାଯାଏ , ଯାହାର ଅର୍ଥ ବାମ ଅଙ୍ଗର ଅଧିକାରୀ । ତେଣୁ , ପୁରୁଷ ଶରୀରର ବାମ ଅଂଶକୁ ମହିଳାଙ୍କର ଅଂଶ ଭାବରେ ବିବେଚନା କରାଯାଏ , ସେଥିପାଇଁ ସ୍ୱାମୀର ବାମପଟେ ହିଁ ସବୁବେଳେ ସ୍ତ୍ରୀ ଶୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।