ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ପୁଣି ଏକ ବଡ଼ ସରକାରୀ ନିଯୁକ୍ତି ସୁଯୋଗ । ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ

0

ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ଏବେ ଆକାଉଣ୍ଟାଣ୍ଟ ଏବଂ ଆଡିଟର ପଦବୀ ପାଇଁ ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ। ନିଶ୍ଚିତ ଏହା ଏକ ଭଲ ନିଯୁକ୍ତି ସୁଯୋଗ କାରଣ CAG ବିଭାଗ ଅର୍ଥାତ୍ କେନ୍ଦ୍ର ସରକାର ଓଡ଼ିଶା ସମେତ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଣିଛନ୍ତି ଭଲ ସୁଯୋଗ ଯାହାର ବିଜ୍ଞପ୍ତି ଆସି ସାରିଛି।

ଏହାକୁ ଗ୍ରାଯୁଏସନ ପାସ୍ କରିଥିବା ଛାତ୍ର ଛାତ୍ରୀ ଆବେଦନ କରି ପାରିବେ।୧୦ ହଜାର ରୁ ଉର୍ଦ୍ଧ୍ବ ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ମଧ୍ୟ ପାଇ ପାରିବେ। କାରଣ ଏହି ଚାକିରି ସୁଯୋଗ ବାହାରିଛି କେନ୍ଦ୍ର ସରକାରଙ୍କ ତରଫରୁ।

ଯାହାକୁ ସମସ୍ତ ଛାତ୍ର ଛାତ୍ରୀ ଉଭୟ ପୁରୁଷ ଓ ମହିଳା ଆବେଦନ କରି ପାରିବେ।ତେବେ ଯଦି ଆପଣ ଉପରୋକ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ।

ଏହି ବିଭାଗ ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ଏହାର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- ଆକାଉଣ୍ଟାଣ୍ଟ ଏବଂ ଆଡିଟର।

ପଦବୀ- ମୋଟ ୧୦୮୧୧ ଟି ପଦବୀ ରହିଛି।

ଆବେଦନ ମାଧ୍ୟମ- ଅଫଲାଇନ ରେ ଏବଂ ଅନ୍ ଲାଇନ୍ ମଧ୍ୟ ଆବେଦନ କରି ପାରିବେ।

ଚୟନ ପ୍ରକ୍ରିୟା– ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ଶିକ୍ଷାଗତ ଯୋଗ୍ୟତା- ଯେ କୌଣସି ଷ୍ଟ୍ରିମ ରେ ଗ୍ରାଯୁଏସନ କରିଥିବା ଦରକାର।

ଆବେଦନ ଶେଷ ତାରିଖ- ୧୯/୦୨/୨୦୨୧

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୧୮ ରୁ ୨୭ ବର୍ଷ ଭିତରେ ହୋଇଥିବା ଦରକାର।

ଦରମା- ୨୯୨୦୦- ୯୨୩୦୦ ଟଙ୍କା ମାସିକ ଦରମା ରହିଛି।

ଆବେଦନ ପ୍ରକ୍ରିୟା- କେନ୍ଦ୍ର ସରକାରଙ୍କ ତରଫରୁ ଏହି ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ଏହାର ନୋଟିଫିକେସନ୍ କୁ ଡାଉନ୍ ଲୋଡ୍ କରିପାରିବେ ନହେଲେ ଏହି ବିଭାଗର ଜାରି ହୋଇଥିବା ଅଫିସିଆଲ୍ ୱେବ୍ ସାଇଟ୍ (www.cag.gov.in) ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ।

ଆବେଦନ ସମୟରେ ସମସ୍ତ ତଥ୍ୟ ଠିକ ଦିଅନ୍ତୁ ଏବଂ ଏହାକୁ ୧୯ ଫେବୃଆରୀ ସୁଦ୍ଧା ଆବେଦନ କରନ୍ତୁ।