Viral VIDEO -ବାହା ହେବା ପରେ ବି ସୁଧୁରିଲାନି ମୋ ସ୍ତ୍ରୀ..କହିବାରୁ ହାଣିଦେଲା I ଏମିତି ସ୍ତ୍ରୀ କାହାକୁ ନମିଳୁ ! ଏନେଇ ଯୁବକ ଜଣଙ୍କ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ….

ହଁ ଦର୍ଶକ ବନ୍ଧୁ ଆଜି କାଲି ସ୍ୱାମୀ ଆଉ ସ୍ତ୍ରୀ ଙ୍କ ସମ୍ପର୍କ ରେ ଦେଖିବାକୁ ମିଳିଛି ଅନେକ ପ୍ରକାରର ବାଦ ଆଉ ବିବାଦ | ଆଉ ଯେଉଁଠି ସ୍ତ୍ରୀ ସ୍ୱାମୀ କୁ ଛାଡିକି ପଳେଇ ଯାଉଛି ତ ଆଉ କେଉଁଠି ସ୍ୱାମୀ ସ୍ତ୍ରୀ ଙ୍କୁ | ତେବେ ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆରେ | ଆଉ ଯେଉଁଠି ସ୍ୱାମୀ ଥାଉ ଥାଉ ସ୍ତ୍ରୀ ଜଣଙ୍କ ଅନ୍ୟ ଜଣଙ୍କ ସହିତ ସମ୍ପର୍କ ରଖିଛନ୍ତି | ଆଉ ଏହି ଘଟଣା ଟି ଜାଣିବା ପରେ ସ୍ୱାମୀ ଯେତେବେଳେ ସ୍ତ୍ରୀ ଙ୍କୁ ଏହା ବିଷୟରେ ବିରୋଧ କରିଛନ୍ତି ସେତେବେଳେ ସ୍ୱାମୀ ଜଣଙ୍କ ଉପରକୁ ମର୍ମାନ୍ତୁକ ଆକ୍ରମଣ କରିବାକୁ ଲାଗିଛନ୍ତି ସ୍ତ୍ରୀ ଜଣଙ୍କ | ଆଉ ନିଜର ସ୍ତ୍ରୀ ଙ୍କୁ ହାଣି ଦେଇଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ଉପରେ ନଜର ପିକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଥିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ନିପୁର ଗ୍ରାମରେ |ତେବେ ସେହି ଗାଁ ର 28 ବର୍ଷୀୟ ବିପିନ ପ୍ରଧାନ ଙ୍କ ସହିତ ଙ୍କ ସହିତ ବିବାହ କରିଥିଲେ ଖୋର୍ଦ୍ଧା ଜିଲ୍ଲା ର କୁମ୍ବିଳ ଗ୍ରାମର ସୀମା ବଡ଼ ଜେନା ବୌଦିକ ରୀତି ନୀତି ରେ 2019 ମସିହା ମେ 12 ତାରିଖରେ ବିବାହ କରିଥିଲେ | ତେବେ ଯାହା କୁହାଯାଉଛି କି ବିପିନ ଏକ ଫାଇନାନ୍ସ ସେକ୍ଟର ରେ କାମ କରୁଥିଲେ | ଆଉ ସ୍ତ୍ରୀ ସୀମା ଙ୍କ ଫୋନ ସବୁବେଳେ ବ୍ୟସ୍ତ ରହୁଥିଲା ଆଉ ଯାହା କୁ ନେଇକି ସ୍ୱାମୀ ଙ୍କ ମନରେ ସନ୍ଦେହ ମଧ୍ୟ ଉପୁଜିଥିଲା |

ଆଉ 6 ମାସ ପରେ ଯାହା ଜଣ ପଡିଥିଲା କି ନିପିର ଗ୍ରାମ ର ରଂଜିତ ନାୟକ ଙ୍କ ସହିତ ସ୍ତ୍ରୀ ସୀମା ର ଅନୌତିକ ସମ୍ପର୍କ ଥିଲା | ତେବେ ପରେ ବିପିନ ଆଉ ସୀମା ଙ୍କ ଔରସ ରୁ ଏକ ପିଲା ମଧ୍ୟ ଜନ୍ମ ନେଇଥିଲା କିନ୍ତୁ ତଥାପି ବଦଳି ନ ଥିଲା ସିମା ଙ୍କ ନୀତି | ଆଉ ସ୍ୱାମୀ ଏକ ବିରୋଧ କରିବାରୁ କହିଥିଲେ ଆମ ଭିତରେ ଯିଏ ବି ଆସିବ ମୁଁ ହାଣିବି ସ୍ୱାମୀ ବୋଲି କିଛି ମାନିବି ନାହିଁ |ଆଉ ଏହି ଘଟଣା କୁ ନେଇକି ମଲାଙ୍ଗ ଥାନା ରେ ଅଭିଯୋଗ ଦେବା ପରେ ସ୍ତ୍ରୀ ମିଛ ସତ କହି ସେଠାରୁ ଆସିଥିଲେ |

ତାପରେ ସୀମା ଓ ରଂଜିତ ନାୟକ ଙ୍କ ପରିବାର ମିଶିକି ଯୋଜନା କରିଥିଲେ ଆଉ ଯାହା ଫଳରେ ବିପିନ ଘରକୁ ଯିବା ମାତ୍ରକେ ତାଙ୍କ ଉପରେ ଆକ୍ରମଣ କରିବାକୁ ଲାଗିଥିଲେ | ଆଉ ଯାହା ଫଳରେ ତାଙ୍କ ଗୋଡ଼ ଓ ହାତ କୁ ହାଣି ଦେଇଥିଲେ ମଧ୍ୟ ଆଉ ସେ ପାଟି କରିବାକୁ ପାଖ ଲୋକ ଦୌଡ଼ି ଆସିବାକୁ ଦୁର୍ବୁତ୍ତ ମାନେ ପଳେଇ ଯାଇଥିଲେ ବୋଲି କୁହାଯାଉଛି | ଆଉ ଏହି ଘଟଣା କୁ ନେଇକି ପୋଲିସ ତଦନ୍ତ ଚଳେଇଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment