EXCLUSIVE : ସୁଡ଼ଙ୍ଗରୁ ରାହୁଲ ବାହାରିବାର ପ୍ରଥମ ଚିତ୍ର… ଦେଖିଲେ ହୋସ ଉଡିଯିବ…

ହଁ ଦର୍ଶକ ବନ୍ଧୁ ଦୀର୍ଘ ପାଞ୍ଚ ଦିନ ଧରି ସେସିଆଲ ମିଡିଆରେ ଭାଇରାଲ ଥିଲା ଏହି ଘଟଣା ଯାହା ପାଇଁ ସମସ୍ତେ ମଧ୍ୟ ହୋଇଯାଇଥିଲେ ବ୍ୟସ୍ତ ଆଉ ବିବ୍ରତ ଓ ରାହୁଲଙ୍କ ଜୀବନ ରକ୍ଷା ପାଇଁ ଭଗବାନ ଙ୍କ ନିକଟରେ କରିଥିଲେ ପ୍ରାଥନା, ସେହି ରାହୁଲ ଆଜି ସୁଡ଼ଙ୍ଗ ରୁ ବାହାରିଲେ ଓ ଉଦ୍ଧାର କାରୀ ଟିମର ଚେଷ୍ଟା ଆଜି ପୂରଣ ହେଇଛି, ଦର୍ଶକବନ୍ଧୁ ଦୀର୍ଘ ସମୟର ପ୍ରଚେଷ୍ଟା ର ଏବେ ଅନ୍ତ ଘଟାଇ ରାହୁଲ ଙ୍କୁ ଉପରକୁ ଅଣାଯିବ ବୋଲି ସୂଚନା ଦେଇଛନ୍ତି NDRF ଟିମ ଓ ସେହି ଟିମ ମଧ୍ୟ ସୁଡ଼ଙ୍ଗ ଭିତରକୁ ପ୍ରବେଶ କରିଥିଲେ |ତେବେ ସୁଡ଼ଙ୍ଗ ଭିତରେ ପ୍ରବେଶ କରିଲା ପରେ କଣ ଥିଲା ସେ ସୁଡ଼ଙ୍ଗ ଭିତରର ସ୍ଥିତି ଆସନ୍ତୁ ଜାଣିବା ସମସ୍ତ ଘଟଣା ବିଷୟରେ |

ହଁ ବନ୍ଧୁଗଣ ଏପରି ଏକ ଘଟଣା ଯାହା ଛତିଶଗଡ ତାଂଯୋଗିରି ଛାମ୍ପ ରେ ଘଟିଥିବା ଏହି ଅଭାବନୀୟ ଘଟଣା ବିଷୟରେ ଏବେ ସମସ୍ତଙ୍କ ନଜର ରହିଛି ସେହି ଘଟଣା ଉପରେ ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋର ଧରିଛି ତାହା ହେଉଛି 11 ବର୍ଷୀୟ ଶିଶୁ ରାହୁଲଙ୍କ କଥା |ତେବେ ଯାହା ଉଦ୍ଧାର କାରୀ ଦଳଙ୍କ ଠୁ ସୂଚନା ମିଳିଥିଲା କି ରାହୁଲଙ୍କ ପାଖରେ ପହଂଚିବା ପାଇଁ ଉଦ୍ଧାର କାରୀ ଦଳ ସୁଡ଼ଙ୍ଗ ଭିତରେ ପଶିଲା ପରେ ପଥର ସାଜିଥିଲା ବାଧକ , ଯାହା ଫଳରେ ରାହୁଲଙ୍କୁ ସେମାନେ ସହଜରେ ବାହାରକୁ କାଢି ପାରି ନଥିଲେ, ଓ ସୁଡ଼ଙ୍ଗ ଭିତରେ ସେମାନେ ନିଜର ବୁଦ୍ଧି ଖୋଟାଇ ଶେଷରେ ପଥରକୁ କାଟି ରାହୁଲଙ୍କୁ ବାହାରକୁ କାଢ଼ିଥିଲେ |

ଶୁକ୍ରବାର ଦିନ 2 ଟାରୁ ଗାତ ଭିତରେ ଫୋସି ରହିଥିଲା ରାହୁଲ ଆଉ ଦିନପରେ ଦିନ ବିତିଯାଇଥିଲା, ଦୀର୍ଘ 5 ଦିନର ଘମାଘଟ ସଂଘର୍ଷ ପରେ ଉଦ୍ଧାର କାରୀ ଟିମ ଆସି ଉଦ୍ଧାର କରିଥିଲେ ରାହୁଲଙ୍କୁ, ଆଉ ରାହୁଲଙ୍କ ଆଗରେ ମୃତ୍ୟୁ ମଧ୍ୟ ମାନିଥିଲା ହାର, ଓ ସୋମବାର ଦିନ ଅପେରସନ ଜିନ୍ଡେଗିର ରେସକ୍ଯୁ ଟିମ ପହଂଚିଯାଇଥିଲା ରାହୁଲ ଙ୍କ ପାଖରେ ଓ ତାଙ୍କୁ ଉଦ୍ଧାର କରିଥିଲା|

ତେବେ ଏହି ରେସକ୍ଯୁ ଅପେରସନ ରେ 150 ଜନ ବରିଷ୍ଠ ଅଧ୍ୟକ୍ଷ ନିଯୁକ୍ତି ହୋଇଥିଲେ ଓ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମାଜିଷ୍ଟ୍ରେଟ ଙ୍କ ସହିତ ମିଳିତ ଟିମର ବିଭିନ୍ନ ସଂସ୍ଥାରୁ 500 ଜଣ ଅଧିକାରୀ ମଧ୍ୟ ନିଯୁକ୍ତ ହୋଇଥିଲେ, ତାହା ସହିତ N. D. R. F ର ଟିମ ମଧ୍ୟ ନିଯୁକ୍ତ ହୋଇଥିଲେ ଓ ବୋରୱେଲ ଭିତରେ ଜଳର ସ୍ତର ଯେପରି ବଢି ନ ଯାଉ ସେଥିପାଇଁ , ଗାଁ ରେ ସମସ୍ତ ପାଣି ପମ୍ପ କୁ ଖୋଲି ପାଣି ବାହାର କରାଯାଉଥିଲା|

ତେବେ ସେହି କୁନି 11 ବର୍ଷୀୟ ରାହୁଲଙ୍କ ଆଗରେ ମୁଣ୍ଡ ନୁଆଇଁଲା ମୃତ୍ୟୁ ଓ ତାଙ୍କୁ ମୃତ୍ୟୁ ବି କରିଲା ସଲାମ ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment