ସୁକାନ୍ତଙ୍କ ଦଶାହ କର୍ମରେ ଅଭିନେତ୍ରୀ ରାଣୀ ପଣ୍ଡା ପଠାଇଲେ ଅବଢ଼ା,ଦେଖନ୍ତୁ video …

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି କିଛି ଦିନ ହେବ ବେଶ ଭାଇରାଲ ହେବାକୁ ଲାଗିଥିଲା ରାଣୀ ପଣ୍ଡା ଙ୍କ ବିଷୟରେ କିଛି କଥା | ଆଉ ଯେଉଁଠି କୁହାଯାଉଥିଲା କି ରାଣୀ ଙ୍କ କାର ରେ ଏକ୍ସିଡେଣ୍ଟ ହୋଇ ଯାଇଥିଲା ସୁକାନ୍ତ ବୋଲି ଜଣେ ଯୁବକ ଙ୍କର | ଯାହା ସୂଚନା ଅନୁସାରେ ଘଟଣା ସ୍ଥଳରେ ଲୋକ ଜଣକର ମୃତ୍ୟୁ ମଧ୍ୟ ଘଟିଥିଲା | ଆଉ ଏହି ଭଳି ଏକ ଅଭାବନୀୟ ଘଟଣା ସମସ୍ତଙ୍କ ବେଶ ମର୍ମାହତ ମଧ୍ୟ କରେଇଥିଲା |ଆଉ ଯେଉଁଥିପାଇଁ ରାଣୀ ପଣ୍ଡା କାନ୍ଦିବା ସହିତ ସାହାଯ୍ୟ ମଧ୍ୟ ଯୋଗାଇଥିଲେ ଆଉ ସୁକାନ୍ତ ଙ୍କର ଦଶାହ କ୍ରିୟା ରେ ପୁରୀ ରୁ ମହା ପ୍ରାସାଦ ଓ ଅବଢ଼ା ମଧ୍ୟ ପଠେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |


ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଠଗଡ ଜିଲ୍ଲାର ଡାଳ ଖାଇ ଠାକୁରାଣୀ ଙ୍କ ମନ୍ଦିର ପାଖରେ ରାତିରେ ରାଣୀ ପଣ୍ଡା ବିବାହ ଭୋଜି ରୁ ଫେରୁଥିବା ସମୟରେ ରାଣୀ ପଣ୍ଡା ଙ୍କର କାର ସହିତ ସୁକାନ୍ତ ବେହେରା ବୋଲି ଜଣେ ଲୋକ ଙ୍କ ଏକ୍ସିଡେଣ୍ଟ ହୋଇ ଯାଇଥିଲା | ଆଉ ଯାହା କୁହାଯାଉଛି କି ତାଙ୍କର ଏହିଭଳି ଏକ୍ସିଡେଣ୍ଟ ହେବା ପରେ ଘଟଣା ସ୍ଥଳରେ ସୁକାନ୍ତ ବୋଲି ଲୋକ ଯାହାଙ୍କ ସହିତ ବାଇକ ଧକ୍କା ହୋଇଥିଲା ତାଙ୍କର ମୃତ୍ୟୁ ଘଟିଥିଲା |ଆଉ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ସୁକାନ୍ତ ଙ୍କ ମୃତ୍ୟୁ ଘଟିବ ପରେ ଚାରିଆଡେ ଚହଳ ଖେଳେଇ ଯାଇଥିଲା |


ଆଉ ଏହି ଘଟଣା କୁ ନେଇକି ଖାଲି ସୁକାନ୍ତ ଙ୍କର ସହି ପଡିଶା ଘର ଲୋକ ନୁହନ୍ତି ରାଣୀ ପଣ୍ଡା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ମର୍ମାହତ ହୋଇ ପଡିଥିଲେ ବୋଲି କୁହାଯାଉଛି | ଆଉ ସୁକାନ୍ତ ମୃତ୍ୟୁ ର ଦୁଃଖରେ ସମଦୁଃଖୀ ହେବା ସହିତ ସୁକାନ୍ତ ଙ୍କ ପରିବାର କୁ 50 ହଜାର ଟଙ୍କା ସାହାଯ୍ୟ କରିଥିଲେ ଆଉ ତାହା ସହିତ ସୁକାନ୍ତ ଙ୍କର ଘରର ଦାୟିତ୍ୱ ନେବା ସହିତ ତାଙ୍କର ପୁଅ ଝିଅ ଙ୍କର କଥା ମଧ୍ୟ ବୁଝିବେ ବୋଲି କହିଥିଲେ ରାଣୀ ପଣ୍ଡା |


ଆଉ ଯାହା ଦେଖିବାକୁ ମିଳିଛି କି ସୁକାନ୍ତ ଙ୍କର ଦଶାହ କ୍ରିୟା ରେ ରାଣୀ ପୁରୀ ଜଗନ୍ନାଥ ମନ୍ଦିରରୁ ମହା ପ୍ରାସାଦ ସହିତ ଅବଡା ଅନ୍ନ, ଡାଲି, ଶାଗ , ଖଟା ସବୁ ପଠେଇଛନ୍ତି 500 ଲୋକଙ୍କ ପାଇଁ | ତାହା ସହିତ ତାଙ୍କର ପରିବାର କୁ ମଧ୍ୟ ଶାନ୍ତନା ଜଣାଇଛନ୍ତି ଓ ତାହା ସହିତ ରାଣୀ ପଣ୍ଡା କାନ୍ଦିବାକୁ ମଧ୍ୟ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment