Sumit କହିଲେ ସେ ମୋତେ ବହୁତ ଭଲପାଆନ୍ତି ,ଆଜି ସୁମିତଙ୍କ ଆଖିରେ ଦେଖିଲି ସେ ଭଲପାଇବା… ଆଉ କଣ କହୁଛନ୍ତି ତପସ୍ୱିନୀ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ବହୁ ଚର୍ଚ୍ଚିତ ତପସ୍ୱିନୀ ପୁଣି କ୍ୟାମେରା ସାମ୍ନାକୁ ଆସୁଛନ୍ତି ଏବଂ ନିଜର ମିଛି ମନ୍ତବ୍ୟ ରଖିଛନ୍ତି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇବେ। ଆଉ ଏବେ ସେ ନିଜ ଭଲ ପାଇବାକୁ ପୁଣି ପାଇଁ ପାରିଛନ୍ତି ଯାହା ପାଇଁ ବହୁତ ଖୁସି ଥିବା ନେଇ କହିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଘଟଣା ସମ୍ପର୍କରେ କୋର୍ଟ କଣ କହିଛନ୍ତି।

ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ତପସ୍ୱିନୀ ଯାହା ଆପଣ ମାନେ ଏଠାରେ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥିବେ। ଆଉ ଏବେ ତାଙ୍କର ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି ଯାହାର ଘଟଣା ସମ୍ପର୍କରେ ଆପଣ ମାନେ ଅଳ୍ପ କିଛି ଜାଣି ଥିବେ। ଏହିଠାରେ ଦୁହେଁ ପୁଣି ନିଜ ପ୍ରେମ କୁ ପାଇବା ପାଇଁ କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି। ଆଉ ଏବେ ଏହିଠାରେ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠାର ତପସ୍ୱିନୀ ନିଜର ପ୍ରେମ ସମ୍ପର୍କରେ କିଛି ମତ ଦେଇଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଏବେ ସେ ତାଙ୍କ ପ୍ରେମ ପାଇଁ ବିଭିନ୍ନ ପ୍ରକାର ଅସୁବିଧା ମଧ୍ୟ ସମ୍ମୁଖୀନ କରିଛନ୍ତି।

ଏବେ ସେ ନିଜର ପ୍ରେମ ପାଇଁ ଲଢେଇ କରି ସାରା ଓଡିଶା ର ଲୋକଙ୍କ ଆଗରେ ଉଦାହରଣ ପାଲଟିଛନ୍ତି। ଏହିଠାରେ ସେ ସ୍ୱାମୀ ଡାକ୍ତର ସୁମିତ ଙ୍କୁ ପାଇବା ପାଇଁ ଅନେକ ଥର କୋର୍ଟ ର ଦ୍ୱାରସ୍ଥ ହୋଇଥିଲି ଯାହା ଆପଣ ମାନେ ଆଗରୁ ଦେଖିଥିବେ। ଆଉ ଦୁହେଁ ଏବେ ଚାହୁଁଛନ୍ତି ମିଶିକରି ରହିବା ଯାହା କୋର୍ଟ ରେ ବିଚାର ଧୀନ। ଏହି ଘଟଣା କୁ ସୁମିତ ମଧ୍ୟ ରାଜି ହୋଇଛନ୍ତି ସ୍ତ୍ରୀ ତପସ୍ୱିନୀ ଙ୍କ ସହିତ ରହିବା। କୋର୍ଟ କିଛି ଦିନ ତଳେ ତପସ୍ୱିନୀ ଙ୍କୁ ପତ୍ନୀ ର ଅଧିକାର ଦେବା ପାଇଁ ଆଦେଶ ଦେଇଥିଲେ ଯାହା ଦ୍ୱାରା ସେ ମଧ୍ୟ ଏବେ କିଛି ମାତ୍ରାରେ ନ୍ୟାୟ ପାଇଁ ପାରିଛନ୍ତି। ଏହିଠାରେ ସୁମୀତ ନିଜର ସ୍ତ୍ରୀ ଙ୍କୁ ମଧ୍ୟ କୋର୍ଟ ଙ୍କର ଆଦେଶ ଅନୁଯାୟୀ ଭଡା ଘର ଏବଂ ଭରଣ ପୋଷଣ ମଧ୍ୟ ଦେଇଥିଲେ। ଏହା ପରେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଦୁହିଁଙ୍କର ଘରର ଭିଡ଼ିଓ ଦେବା ପାଇଁ କହିଥିଲେ ଯାହା ସେମାନେ ଆଜି ଦେଇଥିଲେ।

ଆଉ ଏଠାରେ ପତ୍ନୀ ତପସ୍ୱିନୀ ମୁହଁ ଖୋଲି କହିଛନ୍ତି ଯେ ଏବେ ମଧ୍ୟ ଡାକ୍ତର ସୁମୀତ ତାଙ୍କୁ ବହୁତ ଭଲ ପାଇ ଥାଆନ୍ତି। ଆଜି ଦୁହିଁଙ୍କର କୋର୍ଟ ରେ କାଉନସିଲର ହୋଇଥିଲା ଯାହା ତାଙ୍କର ରହିଥିଲା ଫଇସଲା ହେବାପାଇଁ ଏକ ସମୟ।ଆଉ ସେହି ସମୟରେ ଦୁହିଁଙ୍କର ଦେଖା ହେବ ପରେ ମଧ୍ୟ ପ୍ରେମ ବଢିଥିଲା କାରଣ ଦୁହିଁଙ୍କର ଦେଖା ରହିଥିଲା ବହୁତ ଦିନ ପରେ ପ୍ରଥମ। ଆଉ ଏମିତି ସମୟରେ ଘଟଣା ଯାହା ହେଲା ଯାହା ଦ୍ୱାରା ବିଛେଦ ହୋଇ ଯାଇଥଲେ। ଆଉ ଏଠାରେ କୋର୍ଟ ଏକ ଦିନ ନେଇଛନ୍ତି ସେହିଦିନ ଏକାଠି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment