ବନ୍ଧୁଗଣ ଏବେ ଦୁନିଆରେ ଖରାପ ସମ୍ପର୍କ ପାଇଁ ଲୋକେ ବହୁତ ତଳକୁ ଖସି ଗଲେଣି |ଖରାପ ସମ୍ପର୍କ ପାଇଁ ସମ୍ପର୍କ ଭୁଲି ଯାଉଛନ୍ତି, କେତେ କେତେ ପବିତ୍ର ସମ୍ପର୍କକୁ ଭୁଲି ଶରୀରକ ସୁଖ ପାଇଁ ଖରାପ ରାସ୍ତା ବାଛି ନେଉଛନ୍ତି |ଆପଣ ପ୍ରତ୍ୟେକ ଦିନ ଏହି ପରି ଅନେକ ଭିଡିଓ ସୋସିଆଲ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ, ମୁଁ ଆଜି ଆପଣକୁ ଆଜି ଏହି ପରି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ |ମୁଁ ଆଜି ଆପଣକୁ ଶଶୁର ବହୂର କଲ ରେକର୍ଡ ବିଷୟରେ କହିବି ଯେଉଁମାନେ ଏହି ପବିତ୍ର ସମ୍ପର୍କକୁ ଭାଙ୍ଗି ସେମାନେ କିପରି ଖରାପ ରାସ୍ତା ଆପଣେଇଛନ୍ତି ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଆମର ଏହି ସମାଜରେ ସମସ୍ତେ ଏକ ପବିତ୍ର ସମ୍ପର୍କରେ ବାନ୍ଧି ହୋଇଛନ୍ତି, କିନ୍ତୁ ଏହି ସମ୍ପର୍କ ବର୍ତମାନ ତୁଛ ହୋଇଗଲାଣି ବ୍ୟକ୍ତି ଏଠି ସମ୍ପର୍କର ମାନେ କିଛି ବୁଝି ପାରୁ ନାହାନ୍ତି |ନିଜର ସ୍ୱାର୍ଥ ପାଇଁ ବା ନିଜର ଦେହର ଭୋକକୁ ମାରିବା ପାଇଁ ସେମାନେ ଏତେ ତଳକୁ ଖସି ଯାଉଛନ୍ତି ଯେ ଯାହା ବହୁତ ନିନ୍ଦନୀୟ |ଆମର ଏହି ସମାଜରେ ଶଶୁର ବହୁ ସମ୍ପର୍କକୁ ବାପା ଝିଅ ପରି ପବିତ୍ର ସମ୍ପର୍କ ବୋଲି ମାନାଯାଏ, କିନ୍ତୁ କେତେକ ବ୍ୟକ୍ତି ଏହି ପବିତ୍ର ସମ୍ପର୍କକୁ ଭୁଲି ଶଶୁର ସହ ବହୁ ଖରାପ ସମ୍ପର୍କ ରଖୁଛି |
ଆଜିର ଏହି ଅଡିଓ କଲଟିରେ ଶଶୁର ଓ ବହୁ ଦୁଇଜଣ କଥା ଶୁଣା ଯାଉଛି ଏଥିରୁ ଯାହା ଜଣା ଯାଇଛି ଯେ ଶଶୁର, ଶାଶୁ ଓ ତାଙ୍କ ପୁଅର ବହୁ ମିଶି ଏକ ଘରେ ରହୁଥିଲେ, ମାତ୍ର ତାଙ୍କ ପୁଅ ବାହାରେ ରହି କାମ କରନ୍ତି |ପୁଅର ଅନୁପସ୍ଥିତର ଫାଇଦା ଉଠିବା ପାଇଁ ଚେଷ୍ଟା କରୁଥିଲେ ତାଙ୍କ ବାପା, ସେ ସର୍ବଦା ତାଙ୍କ ବହୁକୁ ଖରାପ ନଜରରେ ଦେଖୁଥିଲେ |ବହୁ ଏକା ଥିବା ସମୟରେ ସେ ତାଙ୍କର ନିକଟ ତର ହେବା ପାଇଁ ଚେଷ୍ଟା କରୁଥିଲେ, ବେଳେ ବେଳେ ସେ ଏତେ ତଳକୁ ଖସି ଯାଆନ୍ତି ଯେ ବହୂର ଦେହରେ ହାତ ମାରି ଅନେକ କିଛି କହିବା ପାଇଁ ଚେଷ୍ଟା କରୁଥିଲେ |
ଶଶୁରଙ୍କର ଏହି କଥାରେ ରାଜି ହୋଇନଥିଲେ ବହୁ ଜଣଙ୍କ ତେଣୁ ସେ ଶଶୁରର ଏହିପରି ବ୍ୟବହାର ଦେଖି ତାର ବାପ ଘରକୁ ପଳେଇ ଯାଇଛି |ସେ ତା ଶଶୁର ଘରକୁ ଫୋନ କରି ତାର ଶଶୁର ସହିତ ତାଙ୍କର ଏହି ସମ୍ପର୍କ ବିଷୟରେ କଥା ହେବାର ନଜରକୁ ଆସିଛି, ଅଡିଓ ରେକର୍ଡରେ ଅନେକ କଥା ଶୁଣିବାକୁ ମିଳିଛି |ଶଶୁର ବହୂର ଏହି ଅଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।