ଦେଖନ୍ତୁ ସୁନ୍ଦରୀ ହିରୋଇନ ମାନଙ୍କ ସହ ସୁପରଷ୍ଟାର ଅନୁଭବ ( Anubhav ) ଙ୍କ ରୋମାନ୍ସ… ଭାଇ ରାଲ ଭିଡ଼ିଓ

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଖବର ପ୍ରତ୍ୟେକ ଦିନ ଦେଖିବାକୁ ପାଉଥିବେ ଏବଂ ଆପଣ ଏଥିରୁ ଦେଶ ବିଦେଶର କଥା ମଧ୍ୟ ଜାଣି ପାରୁଥିବେ |ମୁଁ ଆଜି ଆପଣଙ୍କୁ ଆପଣଂକ ଅତି ପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କ ବିଷୟରେ କିଛି କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହୋଇଯିବେ |ଓଡ଼ିଆ ଅଭିନେତା ଅନୁଭବ ମହାନ୍ତିଙ୍କ ଏକ ନୂଆ ଫିଲ୍ମ ସୁଟିଂ ହୋଇଛି, ସେହି ଫିଲ୍ମରେ ଅନୁଭବ ମହାନ୍ତି ଦୁଇ ଜଣ ହିରୋଇନଙ୍କ ସହିତ ସୁଟିଂ କରିବାର ନଜରକୁ ଆସିଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଓଡ଼ିଆ ଫିଲ୍ମର ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସୁଟିଂ ହୋଇଥିବା ନୂଆ ଫିଲ୍ମ ବିଷୟରେ ସମ୍ପୂର୍ଣ ଖବର ଜାଣିବା |

ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅନୁଭବ ମହାନ୍ତି ଜଣେ ସୁପର ଷ୍ଟାର ଅଭିନେତା ଅଟନ୍ତି, ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ କରିଛନ୍ତି ଯାହା ଦର୍ଶକ ମାନଙ୍କ ମନକୁ ଛୁଇଁଛି |ତାଙ୍କର ସୁନ୍ଦର ସୁନ୍ଦର ଫିଲ୍ମ ପାଇଁ ଆଜି ସେ ସାରା ଓଡ଼ିଆ ବାସୀଙ୍କ ମନ କିଣି ପାରିଛନ୍ତି, ତାଙ୍କର ପ୍ରତ୍ୟେକ ଫିଲ୍ମ ରିଲିଜ ହେବା ପରେ ତାହା ବହୁତ ସୁପର ହିଟ ହୋଇଥାଏ |ଅନୁଭବ ମହାନ୍ତି ଜଣେ ସୁନ୍ଦର କଳାକାର ଅଟନ୍ତି ତାହା ନୁହେଁ ସେ ମଧ୍ୟ ଜଣେ ଭଲ ରାଜନୀତିଜ୍ଞ ଅଟନ୍ତି |ସେ ରାଜନୀତି ରାସ୍ତାରେ ପାଦ ଦେଇ ଲୋକଙ୍କୁ ବହୁତ ସାହାଯ୍ୟ ମଧ୍ୟ୍ୟ କରିଛନ୍ତି |ଅନୁଭବଙ୍କ ବ୍ୟକ୍ତିଗତ ଜୀବନ ଶୈଳୀକୁ ମଧ୍ୟ ଅନେକ ଲୋକ ବହୁତ ଭଲ ପାଆନ୍ତି |

ଆମର ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ଏଇ କିଛି ଦିନ ହେବ ଏକ ସୁନ୍ଦର ଫିଲ୍ମ ସୁଟିଂ ହେବାର ଏବେ ନଜରକୁ ଆସିଛି, ଅନୁଭବ ମହାନ୍ତିଙ୍କ ଏହି ଫିଲ୍ମ ଲଣ୍ଡନରେ ହିଁ ସୁଟିଂ ହୋଇଛି |ତାଙ୍କର ଏହି ଫିଲ୍ମର ନାଁ ମଧ୍ୟ ସ୍ଥାନ ଅନୁଯାଇ ରହିଛି “ଲଭ ଇନ ଲଣ୍ଡନ “ଏହି ଫିଲ୍ମ ବହୁତ ଭଲରେ ସୁଟିଂ ହୋଇଛି ବୋଲି ଜଣା ଯାଇଛି |ଲଭ ଇନ ଲଣ୍ଡନ ରିଲିଜ ହେବା ପରେ ଏହା ଦର୍ଶକ ମାନଙ୍କୁ କେତେ ପସନ୍ଦ ଆସୁଛି ତାହା ଜଣାଯିବ |ଏହି ଫିଲ୍ମର ହିରୋ ଭାବରେ ଆମର ସୁପର ଷ୍ଟାର ଅନୁଭବ ମହାନ୍ତି ଥିବା ବେଳେ ହିରୋଇନ ଭାବରେ ଦୁଇଜଣ ଝିଅ ରହିଥିଲେ |

ଲଭ ଇନ ଲଣ୍ଡନ ଫିଲ୍ମରେ ଦୁଇଜଣ ନୂଆ ହେରୋଇନଙ୍କ ସହିତ ଅନୁଭବ ଫିଲ୍ମ କରିଛନ୍ତି, ସେ ଏହି ଅଭିନେତ୍ରୀ ମାନଙ୍କ ସହିତ ଲଣ୍ଡନରେସୁଟିଂ ସେଟରେ ବହୁତ ମଜା ମଜଲିସ ମଧ୍ୟ କରିଥିବାର ଭିଡିଓ ଏବେ ଦେଖିବାକୁ ମିଳୁଛି |ଏହି ଫିଲ୍ମ ହିରୋଇନ ଅନନ୍ୟା ମଧ୍ୟ ଅନୁଭବଙ୍କ ସହିତ ବହୁତ ଭଲରେ ମିଳାମିଶା କରିବା ସହିତ ବହୁତ ଫୋଟ ମଧ୍ୟ ଉଠେଇଛନ୍ତି |ଅନୁଭବ ମହାନ୍ତିଙ୍କ ସୁଟିଂ ସେଟର କିଛି ଭିଡିଓ ଓ ଫୋଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment