ସୁନ୍ଦରୀ ସ୍ତ୍ରୀ ଦେଲେ ସାଙ୍ଘାତିକ ଧୋକା, ସ୍ୱାମୀ ନଥିବା ବେଳେ ସ୍ତ୍ରୀ ପ୍ରେମିକ ସହିତ ଫେରାର… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ କଥାଟି ଶୁଣୁବା କୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ,ବିବାହ ହେଉଛି ସାତ ଜନ୍ମ ର ବନ୍ଧନ ଏହି ବନ୍ଧନ ରେ ଯିଏ ଥରେ ବାନ୍ଧି ହୁଏ ସିଏ ସାତ ଜନ୍ମ ପାଇଁ ତାର ହେଇ ରହିଥାଏ ବୋଲି କୁହାଯାଏ |ଏମିତି ଏକ ବିବାହ ବନ୍ଧନ ରେ ଦୁହେଁ ବର କନ୍ୟା ସାତ ଫେରା ନେଇ ବିବାହ କରିଥିଲେ ଓ ବିବାହ ସରିବା କିଛି ଏମିତି ହେଇଥିଲା ଯାହା ଶୁଣିଲେ ହୁଏତ ବିଶ୍ୱାସ କରିବେନି ହେଲେ କଥା ଟି ସମ୍ପୂର୍ଣ ସତ୍ୟ ଯାହା ଏବେ ବହୁ ମାତ୍ରା ରେ ଭାଇରଲ ହେବାକୁ ଲାଗିଛି | ଆସନ୍ତୁ ଜାଣିବା ଏହି ଭାଇରଲ ଭିଡ଼ିଓ ବିଷୟରେ

ଏମିତି ଏକ ଘଟଣାଦେଖିବାକୁ ମିଳିଥାଏ ଆଜିର ଏହି ସମାଜ ଆଗରେ ନିଜକୁ ପ୍ରଥମେ ସାବ୍ୟସ୍ତ କରିବା ପାଇଁ ପଡିଥାଏ ଜଣଙ୍କୁ ଭଲ ପାଇବା ପାଇଁ ହେଲେ ଆଉ ଯଦି ସେଇ ଭଲ ପାଇବା ମିଳିଯାଏ ତାହାଲେ ଆପଣଙ୍କ ଖୁସିରେ ସୀମା ରହିବ ନାହିଁ ଆପଣଙ୍କ ଆଖି ରେ ଲୁହ ଆସିଯିବ ଆପଣ ନିଜକୁ ଓଟକାଇ ପାରିବେ ନାହିଁ ଯାହା ଭଲ ପାଇବା ରେ ଦେଖିବାକୁ ମିଳିଥାଏ| ହେଲେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଭିଡ଼ିଓ ଭାଇରଲ ହେଇଛି ଯେ ଯାହାକୁ ଦେଖିଲେ ଆପଣ ଛି ଛି କରିବେ, ମିଳଥିବା ସୂଚନା ଅନୁଯାୟୀ ସ୍ୱାମୀ ଦିଲ୍ଲୀ ରେ ରହୁଥିବା ବେଳେ ସ୍ତ୍ରୀ ଶାଶୂ ଘରେ ରହୁଥିଲେ ଏହି ଏକୁଟିଆ ରହିବାର ଫାଇଦା ଉଠାଇ ସ୍ତ୍ରୀ ଜଣକ ଭଲ ପାଉଥିବା ପ୍ରେମିକ ସହିତ ଘରୁ ଲୁଚି ପଳାଇଛନ୍ତି| ଘରୁ ଯିବା ଗୋଟିଏ ଦିନ ପୂର୍ବରୁ ସ୍ୱାମୀ ଙ୍କ ସହିତ ଖୁବ ଭଲ ରେ କଥା ହେଇଥିବା କଥା ସ୍ୱାମୀ କହିଛନ୍ତି,ହେଲେ ତାଙ୍କ ସହିତ ଏମିତି କାହିଁକି ତାଙ୍କ ସ୍ତ୍ରୀ କରିଛନ୍ତି ସେ କଥା ସେ ଜାଣି ନାହାନ୍ତି ବୋଲି କହିଛନ୍ତି |

ସ୍ୱାମୀ ଙ୍କ କହିବା କଥା ଅନୁଯାୟୀ ତାଙ୍କ ସ୍ତ୍ରୀ ତାଙ୍କ ବାପା ଘରକୁ ଯିବା କଥା ତାଙ୍କୁ ଫୋନ ରେ କହିଥିଲେ ଓ ସେଥିପାଇଁ ମୁଁ ତାଙ୍କୁ ଟଙ୍କା ମଧ୍ୟ ପଠେଇଥିଲି 450 ଟଙ୍କା ପଠେଇଥିଲି ଓ ପୂର୍ଵ ଦିନ ରାତିରେ ମୁଁ ତାଙ୍କ ସହିତ କଥା ହେଇଥିଲେ, ଫୋନ ରେ ଓ ଭିଡ଼ିଓ କୋଲ ବି କରିଥିଲୁ ଓ ତାଙ୍କୁ ମୁଁ ଫୋନ ରେ କହିଥିଲି ତମେ ବାପା ଙ୍କ ଘରକୁ ଯିବ ଟିକେ ସକାଳୁ ସକାଳୁ ଖରା ନ ବାହାରିବ ଆଗରୁ ଚାଲିଯିବ|

ତାପରେ ଆମ ମେସେଜ ରେ ମଧ୍ୟ କଥା ହେଇଥିଲୁ, ହେଲେ ସକାଳୁ ମୁଁ ଯେତେବେଳେ ତାଙ୍କୁ ଫୋନ କରିଥିଲି ତାଙ୍କ ଫୋନ ଲାଗିନଥିଲା, ଓ କିଛି ସମୟ ପରେ ମୁଁ ତାଙ୍କ ବାପା ଙ୍କ ଫୋନ କୁ ଫୋନ କରିଥିଲି ହେଲେ ସେ ମଧ୍ୟ ଉଠାଇଲେ ନାହିଁ |କିଛି ସମୟ ପରେ ମା ଙ୍କ ପାଖରୁ ଫୋନ ଆସିଥିଲା ପୁଅ ଝିଅ ଅନ୍ୟ କାହା ସହିତ ଚାଲି ଯାଇଛି|ଏହା ଥିଲା ପୁରା ଘଟଣା ର ସତ୍ୟତା ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ଓ ଲୋକଙ୍କ ବିଭିନ୍ନ ପ୍ରକାର ମତ ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment