ଦେଖନ୍ତୁ ଭିଡିଓ ! ପ୍ରଜ୍ଞା ଭାଈ ସୁନନ୍ଦା ଭାଉଜ ଙ୍କ ନୂଆ ଘର ପ୍ରତିଷ୍ଠା….ସ୍ବପ୍ନ ହେଲା ପୂରଣ…ଦେଖନ୍ତୁ କଣ କହିଲେ ପ୍ରଜ୍ଞା ଓ ତାଙ୍କ ସ୍ତ୍ରୀ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଓଡିଶା ର ଜଣେ ଫେମସ କମେଡିଆନ ଭାବରେ ଯାହାଙ୍କୁ ସମସ୍ତେ ବେଶ ଭଲ ଭାବରେ ଜାଣିଛନ୍ତି , ଆମ ସମସ୍ତଙ୍କର ପ୍ରିୟ ହାସ୍ୟ କଳାକାର ପ୍ରଜ୍ଞାନ ଓ ଚୁଲବୁଲି ଅଭିନେତ୍ରୀ ଭାବରେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ କାମ କରିଥିବା ତଥା ପ୍ରଜ୍ଞାନ ଙ୍କର ପତ୍ନୀ ଭାବରେ ଯାହାକୁ ସମସ୍ତେ ବେଶ ଭଲ ଭାବରେ ଜାଣିଛନ୍ତି ସୁନନ୍ଦା ଙ୍କର ଭିଡ଼ିଓ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦୁଇଜଣ ମିଶିକି ଯାଇଛନ୍ତି ସୁନନ୍ଦା ଙ୍କର ବାପ ଘରକୁ ଆଉ ତାଙ୍କର ଘର ପ୍ରତିଷ୍ଠା ହେଉଥିବାର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡ଼ିଓ ଟି ଉପରେ ନଜର ପକାଇବା |

ଆଉ ଯାହା ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ସୁନନ୍ଦା ଓ ପ୍ରଜ୍ଞାନ ବେଶ ଖୁସି ଥିବାର ଦେଖିବାକୁ ମିଳିଛି କାରଣ ସେମାନେ ବର୍ତ୍ତମାନ ନୂଆ ଘରକୁ ଯାଉଛନ୍ତି | ଆଉ ଏହି ଭିଡ଼ିଓ ଟି ରେ ଦେଖାଯାଉଥିବା ଏହି ଭିଡ଼ିଓ ଟି ହେଉଛି ସୁନନ୍ଦା ଭାଉଜ ଙ୍କର ବାପ ଘରର ଭିଡ଼ିଓ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ପ୍ରଜ୍ଞାନ ଓ ସୁନନ୍ଦା ମିଶିକି ଯାଇଛନ୍ତି ଭଦ୍ରକ | କାରଣ ଭଦ୍ରକ ହେଉଛି ସୁନନ୍ଦା ଙ୍କର ବାପ ଘର ଆଉ ଭଦ୍ରକ ରେ ନୂଆ ଘରକୁ ଯାଉଛନ୍ତି ସୁନନ୍ଦା ଙ୍କର ବାପା ଓ ମା |

ଆଉ ସେଥିପାଇଁ ସୁନନ୍ଦା ଓ ପ୍ରଜ୍ଞାନ ମିଶିକି ଯାଇଛନ୍ତି ନୂଆ ଘର ପ୍ରତିଷ୍ଠା ପାଇଁ | ଆଉ ସେଠାରେ ପହଞ୍ଚିବା ପରେ ସୁନନ୍ଦା ବେଶ ଖୁସି ଥିବାର ଦେଖିବାକୁ ମିଳିଛି | ପ୍ରଜ୍ଞାନ ମଧ୍ୟ ନୂଆ ଘର କୁ ସଜେଇବାକୁ ଲାଗିଛନ୍ତି ଗେଣ୍ଡୁ ଫୁଲରେ | ଆଉ ଆର ପଟେ ନୂଆ ଘରର ପୂଜା ପାଇଁ ଯଜ୍ଞ ମଧ୍ୟ ଚାଲିଥିବାର ଦେଖା ଯାଉଛି ଆଉ ସେହି ପୂଜା ରେ ସୁନନ୍ଦା ଙ୍କ ଭାଉଜ ଓ ଭାଇ ମଧ୍ୟ ବସିଥିବାର ଦେଖା ଯାଇଥିଲା |ଯଜ୍ଞ ହେବା ସହିତ ରୁଷେଇ ମଧ୍ୟ ହେଉଛି ଓ ବହୁତ ଲୋକ ମାନଙ୍କର ଖାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି |

ସେପଟେ ନୂଆ ଘରକୁ ଯିବା ଖୁସି ରେ ସୁନନ୍ଦା ମଧ୍ୟ ନୂଆ ଶାଢ଼ୀ ପିନ୍ଧିକି ଘରେ କାମରେ ସାହାଯ୍ୟ କରୁଥିବାର ଦେଖା ଯାଇଛି ଓ ଘରେ ବ୍ରହ୍ମଣ ମାନେ ମଧ୍ୟ ସୁନ୍ଦର ଭାବରେ ମନ୍ତ୍ର ପାଠ କରି ତୁଳସୀ ଚଉରା ମୂଳରେ ପୂଜା କରୁଥିବାର ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଏହି ଭିଡ଼ିଓ ଟିରେ | ଆଉ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment