ଦେଖନ୍ତୁ ଭିଡ଼ିଓ – ସୁପରଷ୍ଟାର ବାବୁସାନ କେମିତି ନିଜ ସ୍ତ୍ରୀ ତୃପ୍ତି ଏବଂ ବାପା ମାଆ ଙ୍କ ସହ ରହୁଛନ୍ତି ଦେଖନ୍ତୁ…

0

ଓଡ଼ିଆ ସିନେମା ଜଗତ ପ୍ରତି ଓଡ଼ିଆ ଦର୍ଶକ ମାନଙ୍କର ଏକ ଅହେତୁକ ଭଲପାଇବା ରହିଛି। ଆଉ ଯେତେବେଳେ ଚଳଚ୍ଚିତ୍ର ଜଗତ ରେ ଅଭିନୟ କରୁଥିବା କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ସୁଯୋଗ ମିଳେ ସେତେବେଳେ ଏହାକୁ ନେଇ ଦର୍ଶକ ମାନଙ୍କ ମନରେ ଏକ ଆଗ୍ରହ ପ୍ରକାଶ ପାଏ।କାରଣ ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ସହିତ ନିଆରା ଅନ୍ଦାଜ ଭରି ରହିଥାଏ। ଯାହାକୁ ଜାଣିବା ପାଇଁ ଏକ ଉତ୍ସୁକତା ଦେଖାଦିଏ ମନରେ। ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର।

ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଅତିବାହିତ କରିବା କଥା ବା ରିଲ ଲାଇଫ ର ମିଷ୍ଟ୍ରି ହେଉ, ସବୁଥିରେ ଏକ ନିଆରା ଅନୁଭବ ଏବଂ ଝଲକ ଦେଖିବାକୁ ମିଳିଥାଏ ଅଭିନୟ ଜଗତରେ।ଆଉ ସେମାନଙ୍କ ଜୀବନ ଶୈଳୀ ସହିତ କାର୍ଯ୍ୟ କଲାପ କୁ ମଧ୍ୟ ଅନେକ ଅନୁସରଣ କରିଥାନ୍ତି।କାରଣ ସେମାନେ ହେଉଛନ୍ତି ବଡ଼ ପରଦାର ଚେହେରା। ସେଥିପାଇଁ ସେଲିବ୍ରିଟି ମାନଙ୍କୁ ସାଧାରଣ ଲୋକେ ଅନେକ କ୍ଷେତ୍ରରେ ଅନୁସରଣ କରିଥାନ୍ତି। କାରଣ ସାଧାରଣ ଲୋକଙ୍କ ଠାରୁ ସେମାନଙ୍କ ଜୀବନଶୈଳୀ ସାଧାରଣତଃ ଭିନ୍ନ ଧରଣର ହୋଇଥାଏ।

ଆଉ ସେଥି ମଧ୍ୟରୁ କିଛି ଏମିତି କଳାକାର ଅଛନ୍ତି ଯେଉଁ ମାନଙ୍କ ବିଷୟରେ ଜାଣିବାକୁ ଲୋକେ ବହୁତ୍ ଇଚ୍ଛା କରିଥାନ୍ତି। କାରଣ ସେମାନେ ଦର୍ଶକ ମାନଙ୍କର ଅଧିକ ପସନ୍ଦ ର କଳାକାର ଅଟନ୍ତି। ସେହିପରି ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଓଡ଼ିଶାର ଓଲିଉଡ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଚକୋଲେଟ୍ ହିରୋ ବାବୁସାନ୍ ମହାନ୍ତି ଙ୍କ ବିଷୟରେ। ଯିଏକି ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଲୋକପ୍ରିୟ କଳାକାର ଅଟନ୍ତି। ତାଙ୍କର ଅଭିନୟ ର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ଅଭିନୟ ଜଗତରେ ପାଦ ଦେବା ଦିନଠାରୁ ସେ ଦର୍ଶକ ମାନଙ୍କ ହୃଦୟରେ ଯେମିତି ବସି ଯାଇଛନ୍ତି।

ତାଙ୍କର ଅନେକ ପ୍ରକାର ଭିଡିଓ ତ ଆପଣ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ।ତେବେ ତାଙ୍କର ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା କୁ ବାବୁଶାନ୍ ମହାନ୍ତି ନିଜେ ପୋଷ୍ଟ କରିଛନ୍ତି।ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ବାବୁଶାନ୍ ତାଙ୍କ ପୋଷା କୁକୁର ସହିତ ବହୁତ ମଜା ମସ୍ତି କରୁଛନ୍ତି। କୁକୁର ସହିତ ଖେଳୁଛନ୍ତି। ତାକୁ ଖାଇବାକୁ ଦେଉଛନ୍ତି। କୁକୁର ସହିତ ସେଲ୍ଫି ମଧ୍ୟ ଉଠାଉଛନ୍ତି।

ଏଥିରୁ ତାଙ୍କର ପଶୁପ୍ରେମ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ତେବେ ସେ ନିଜ କୁକୁର ସହିତ ଅତିବାହିତ କରୁଥିବା ସମୟ ଏବଂ କାର୍ଯ୍ୟ କଲାପ ର ଭିଡିଓ କୁ କେହିଜଣେ କ୍ୟାମେରା ରେ ରେକର୍ଡ କରିଛନ୍ତି। ଏହାକୁ ଦେଖି ବହୁତ ଖୁସି ଲାଗୁଛି ଏବଂ ନିଜେ ବାବୁଶାନ୍ ମଧ୍ୟ କୁକୁର ସହ ସମୟ ବିତାଇ ଖୁସି ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।