ସୁଟିଂ ପୂର୍ବରୁ ଅତର ଏବଂ ଗୋଲାପ ପାଣିରେ ଗାଧୁଥିଲେ, ରସିକିଆ ନିରଞ୍ଜନ… ଦେଖନ୍ତୁ ଭାଇରାଲ Video

0

ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନ୍ୟାୟ ଅନୀତି ଅତ୍ୟାଚାର ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ। ଡ଼କାୟତି, ଚୋରି , ହତ୍ୟା, ବଳତ୍କାର ଭଳି ଅପରାଧ ସମାଜରେ ବଢି ବଢି ଚାଲିଛି। ତେବେ ଆପରାଧିକ ଯେଉଁ ମାନେ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛନ୍ତି। ଏପରି ବେଳେ ବେଳେ ଦିନ ଦ୍ୱିପ୍ରହରରେ ହତ୍ୟା କରି ନିଭୟରେ ଅପରାଧ କରି ଚାଲିଛନ୍ତି। କାରଣ ସେମାନଙ୍କର ପୋଲିସ ପ୍ରଶାସନ ଉପରେ ଟିକିଏ ହେଲେ ବି ଡର ନାହିଁ କି ଭୟ ନାହିଁ। ଧୀରେ ଧୀରେ ସମାଜରେ ମାନବିକ ମୂଲ୍ୟବୋଧ କମିବାରେ ଲାଗିଛି, ଲୋକଙ୍କ ମନ ମଧ୍ୟରେ ସାହାଯ୍ୟର ମନବୃତି କମିବାରେ ଲାଗିଛି। ଏଭଳି ଅନେକ ଘଟଣା ଘଟୁଛି, ଯାହା ଆମେ ପ୍ରତିଦିନ ଗଣମାଧ୍ୟମରେ ଦେଖିବା ପାଇଁ ପାଇଥାଉ। ଆମ ଓଡିଶାରେ ମଧ୍ୟ ଅନେକ ଅପରାଧ ବଢି ବଢି ଚାଲିଛି। ସେଥି ମଧ୍ୟରୁ କ୍ୟାମେରା ମ୍ୟାନ ମାନସଙ୍କ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପରେ ଗୋଟିଏ ଘଟଣା ଦେଖିବା ପାଇଁ ମିଳୁଛି। ତେବେ ଆସନ୍ତୁ ଜାଣିବା ସେଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ନିରଞ୍ଜନଙ୍କ ଷ୍ଟାଇଲ ବିଷୟରେ।

ଏବେ ନିକଟରେ ଏହି ଘଟଣାଟି ନଜରରେ ଆସିଥିଲା ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହୋଇଥିଲା। ଆଉ ଏଠାରେ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା ରେ ପୋଲିସ ବହୁତ ଖୋଳତାଡ଼ କରିବା ପରେ ମୁଖ୍ୟ ଅଭିଯୁକ୍ତ ଙ୍କର ଗିରଫ କରି ପାରିନଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ଘଟଣା କୁ କ୍ରାଇମବ୍ରାଞ୍ଚ ହାତକୁ ନେଇଥିଲା। ଆଉ ଏବେ ସେହି ଘଟଣା ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଇଙ୍କୁ ଧରି ଛନ୍ତି। ଆଉ ପୂର୍ବରୁ ଏହି ଘଟଣା ରେ ସାମିଲ ଥିବା ନିରଞ୍ଜନ ସେଠୀ ଅର୍ଥାତ ଅବସର ପ୍ରାପ୍ତ ଲୋକ ସୁଚାନ ସମ୍ପର୍କ ବିଭାଗର ଅଫିସର ନିରଂଜନ ସେଠୀ। ଯିଏ କି ଘଟଣା ରେ ବଡ଼ ପ୍ରଭାବ ଶାଳୀ ବ୍ୟକ୍ତି ଥିଲେ

ଆଉ ଏବେ ତାଙ୍କର ଗୋଟିଏ ପରେ ଗୋଟିଏ କାରନାମା ଆଗକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଏବେ ସୂଚନା ମିଳିଛି ଯେସେ ଏଠାରେ ଫିଲ୍ମ ମଧ୍ୟ ଶୁଟିଂ କରିଥିବା ନେଇ ଆଗକୁ ଜଣେଇଥିଲେ କିନ୍ତି ଏବେ ଶୁଣିବାକୁ ମିଳୁଛି ଯେ ସେ କୁଆଡେ ଫିଲ୍ମ ଶୁଟିଂ ପୂର୍ବରୁ ଆଗ ଗୋଲାପ ଜଳରେ ଗାଧେଇବାକୁ ବେଶ ପସନ୍ଦ କରିବା ସହିତ ଦେହରେ ଅତର ଲଗେଇ ଥାଆନ୍ତି। ତାଙ୍କର ଚିନ୍ତଧାର ଭାରି ରସିକିଆ ଥିଲା। ଅତର ଓ ଗୋଲାପ ଜଳରେ ନ ଗାଧେଇଲେ ଶୁଟିଂ ଯାଉ ନଥିଲେ କାରଣ ଅତର ଲଗେଇବା ।

ପରେ ଶୁଟିଂ ରେ ନିଜର ଦେହ ର ବାସ୍ନା ଅଭିନେତ୍ରୀ ମାନେ ଜାଣି ପାରିବେ। ସେ ନିଜର ବାର୍ଦ୍ଧକ୍ୟ ବୟସ ହୋଇଥିବା ବେଳେ ନିଜକୁ ଯୌବନ ରହିଛି ବୋଲି ଭାବୁଥିଲେ।ଯଦି ଆପଣ ଭଲ କାମ କରିବେ ତେବେ ଆପଣଙ୍କ ସହିତ ନିଶ୍ଚିତ ଭାବରେ ଭଲ ହେବ। ଥରୁଟିଏ ନିରଞ୍ଜନଙ୍କ କଥା ବିଚାର କରନ୍ତୁ। ଯେଉଁ ବୟସରେ ନାତି ନାତୁଣୀ ଖେଳିବା କଥା ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିବା କଥା , ସେ ବୟସରେ ଏଭଳି ରାସଲୀଳା କରିବା ତାହା ସମାଜ ପାଇଁ କେବେବି ଗ୍ରହଣିୟନୁହେଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।