ସ୍ୱାମୀ ଏବଂ ଦୁଇ କୁନି ଛୁଆକୁ ଛାଡି ପୁରୁଣା ପ୍ରେମିକ ସହ ସ୍ତ୍ରୀ ଫେରାର… ଏ ନେଇ କଣ କହୁଛନ୍ତି ସ୍ୱାମୀ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହାକୁ ନେଇ ଏବେ ଚର୍ଚ୍ଚା ରେ ଜଗତସିଂହପୁର ଜିଲ୍ଲାରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସ୍ୱାମୀ ଓ ଦୁଇଟି ସନ୍ତାନ ଥାଉ ଥାଉ ସ୍ତ୍ରୀ ଜଣଙ୍କ ଅନ୍ୟ କାହା ସହିତ ହେଇଯାଇଥିଲେ ଫେରାଲ | ଆଉ ଯେଉଁଥିପାଇଁ ବର୍ତ୍ତମାନ ସ୍ତ୍ରୀ ଙ୍କ ଅପେକ୍ଷା ରେ ବସିଛନ୍ତି ସ୍ୱାମୀ, ପିଲାମାନେ ଓ ତାଙ୍କର ପରିବାର ଲୋକ |ହଁ ଆଜ୍ଞା ବିବାହ ପରେ ବି ପ୍ରେମିକ ସହିତ ଫେରାର ହେବା ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଲେ ବି ଘଟଣା ଟି ସତ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁଯାୟୀ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସାମା ବ୍ଲକ ଗୋଡ଼ହରିଶ ପଞ୍ଚାୟତ ଗାରିଆ ଗ୍ରାମରେ | ସୂଚନା ଅନୁଯାୟୀ ଏରସାମା ଗ୍ରାମ ର ଶିବପ୍ରସାଦ ତାଣ୍ଡି ଙ୍କ ପୁଅ ଗୌତମ ତାଣ୍ଡି ଦୀର୍ଘ 10 ବର୍ଷ ତଳେ ପୁରୀ ଜିଲ୍ଲା ଲତା ହରିଣ ପଂଚାୟତ ଅମଳିଆ ପାଟଣା ବାଙ୍କୀସ୍ୱର ଗ୍ରାମ ପ୍ରତାପ ତାଣ୍ଡି ଝିଅ ପିଙ୍କି ତାଣ୍ଡି ଙ୍କୁ ହିନ୍ଧୁ ରୀତି ଅନୁସାରେ ବିବାହ କରିଥିଲେ | ମାତ୍ର ଗୌତମ ଦୀର୍ଘ କିଛି ବର୍ଷ ଧରି ଏକ ବସ ରେ କୋଣ୍ଡୋକଟର କାମ କରିଆସୁଥିଲେ ବେଳ କୌଣସି କାର୍ଯ୍ୟ ରେ ବାହାରକୁ ଯାଇଥିଲେ | ଆଉ ଯେଉଁଠି ସ୍ତ୍ରୀ ଅନ୍ୟ କାହା ସହିତ ରଖିଥିଲେ ପ୍ରେମ ସମ୍ପର୍କ ଆଉ ଯେଉଁଥିପାଇଁ ନଜର ଛୋଟ ଛୋଟ ପିଲା ଦୁଇ ଜଣଙ୍କ କଥା ମଧ୍ୟ ଭାବି ନ ଥିଲେ ମହିଳା ଜଣଙ୍କ |

ତେବେ ସ୍ୱାମୀ ଙ୍କ ଅନୁପସ୍ଥିତି ର ଫାଇଦା ଉଠାଇ ସ୍ତ୍ରୀ ପିଙ୍କି ତାଣ୍ଡି ତାଙ୍କର 4 ବର୍ଷ ର ପୁଅ ଓ ଆଠ ବର୍ଷ ର ଝିଅ କୁ ଛାଡି ଅନ୍ୟ ଏକ ଯୁବକ ଙ୍କ ସହିତ ଫେରାର ହେଇଯିବା ଗୌତମ ତାଣ୍ଡି ପ୍ରକାଶ କରିଛନ୍ତି | ତେବେ ସୂଚନା ଅନୁଯାୟୀ ଗୌତମ ତାଣ୍ଡି ଙ୍କ ସ୍ତ୍ରୀ ପିଙ୍କି ତାଣ୍ଡି ଗତ 20 ତାରିଖ ଦିନ ରାତିରେ ଏକ ଯୁବକଙ୍କ ସହିତ ଫେରାର ଥିବା ଗୌତମ ତାଣ୍ଡି ଙ୍କ ପରିବାର ପକ୍ଷରୁ ବହୁତ ଖୋଜା ଖୋଜି ନ ପାଇବାରୁ ଗୌତମ ତାଣ୍ଡି ଙ୍କ ମା ସ୍ଥାନୀୟ
ଏରସାମା ଥାନା ରେ ଗତ 22 ତାରିଖ ଦିନ ଏକ ଲିଖିତ ଅଭିଯୋଗ କରିଛନ୍ତି | ଆଉ ଏରସିମା ଥାନା ର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ତାଙ୍କର ସ୍ୱାମୀ |

ଆଉ ତାଙ୍କର ଅଭିଯୋଗ କୁ ଆଧାର କରିକି ଏରସିମା ପୋଲିସ ତଦନ୍ତ ଆରମ୍ଭ କରି କିଛି ସନ୍ଧାନ ପାଇନାହାନ୍ତି ବୋଲି ଜଣା ପଡିଛି | ଏଥି ସହିତ ବୃଦ୍ଧା ଅବସ୍ଥା କୁନି କୁନି ପିଲାଙ୍କର ଯତ୍ନ ନେବା କଷ୍ଟକର ହେବ ବୋଲି ଓ ସେମାଙ୍କ ଭବିଷ୍ୟତ ପାଇଁ ଘରକୁ ଫେରିଆସିବା ପାଇଁ ଶାଶୁ ମୋହିନୀ ତାଣ୍ଡି ବୋହୁ ପିଙ୍କି ତାଣ୍ଡି ବ୍ୟାକୁଳ ନେବେଦନ କରିଛନ୍ତି | ତେବେ ନେଇ ଏବେ ଗଣମାଧ୍ୟମ କୁ ଶାଶୁ ମୋହିନୀ ତାଣ୍ଡି ପିଙ୍କି ତାଣ୍ଡି କୁ ଘରକୁ ଫେରିଆସିବା ପାଇଁ ଝୋର ଝୋର ଆଖି ରେ ହାତ ଯୋଡି ନିବେଦନ କରଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି | ଆଉ ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment