ସ୍ୱାମୀଠାରୁ ଛାଡପତ୍ର ନେଇ ଯାହା ହାତ ଧରିଲେ ସେ ବି ଶେଷରେ ଠକି ଦେଲା… ଦେଖନ୍ତୁ Viral ଭିଡ଼ିଓ

ବର୍ତ୍ତମାନ ସମୟରେ ପ୍ରେମ ସମ୍ପର୍କ କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଘଟଣା ମାନ ସାମ୍ନାକୁ ଆସିଛି। ଆଉ ଏବେ ଡିଜିଟାଲ ସବୁ ହେବା ପରେ ସବୁ ଘଟଣା ଅତି ସହଜରେ ଏବଂ ଶୀଘ୍ର ପହଂଚି ପାରୁଛି। ପ୍ରେମ କୁ ନେଇ କେଉଁଠି ପ୍ରେମିକ ମାଡ଼ ଏବଂ ପ୍ରତାରଣା ଆଉ କେଉଁଠି ପ୍ରେମିକା ନିର୍ଯ୍ୟାତନା ଓ ଧୋକା ଯାହା ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ଆଉ ଗୋଟିଏ ଗୋଟିଏ ସ୍ଥାନରେ କେହି କେହି ମଧ୍ୟ ଆତ୍ମହତ୍ୟା କରି ଦେଇ ଥାନ୍ତି। କିନ୍ତୁ ଏଠାରେ ପ୍ରେମିକ ଜଣଙ୍କ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯାହା ହେଲା ଆପଣ ସମ୍ପୂର୍ଣ୍ଣ ଦେଖିଲେ ଜାଣି ପାରିବେ।

ଏଠାରେ ପୁଣି ଏକ ପ୍ରେମ ସମ୍ପର୍କ କୁ ନେଇ ଦେଖା ଦେଲା ବିବାଦ ଯାହା ପାଇଁ ପ୍ରେମିକା ହେଲା ଥାନାର ଦ୍ୱାରସ୍ଥ। ଏମିତି ସମୟ ରେ ଜଣେ ମହିଳା ଙ୍କୁ ପ୍ରେମିକ ଦେଲା ଧୋକା ଯାହା ଆପଣ ମାନେ ଏଠାରେ ଦେଖୁବାକୁ ପାଇଥିବେ। ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକ କଲା ଫେରାର ଯାହା ଏଠାରେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି। ଏବେ ସୂଚନା ମିଳିଛି ଯେ ଦୁହିଁଙ୍କ ମଧ୍ୟରେ କିଛି ଦିନ ତଳେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଧୀରେ ଧୀରେ ଦୁହେଁ ଘନିଷ୍ଠ ହୋଇଥିଲେ ଯାହା ପାଇଁ ବିବାହ କରିବା ନେଇ କଥା ଦେଇଥିଲେ। ଏବେ ତାଙ୍କର ପ୍ରେମିକ ଛାଡି ଦେଇ ଚାଲିଗଲେ ତାହା ପରେ ଯାହା ହେଲା ଆପଣ ମାନେ ଏଠାରେ ଦେଖିବାକୁ ପାଇବେ।

ଆଉ ଏହିଠାରେ ସେହି ପ୍ରେମିକ ଜଣଙ୍କର ଘର କେନ୍ଦୁଝର ଜିଲ୍ଲାରେ ଯାହା ସୂଚନା ଯୋଗ୍ୟ। ସେହି ଯୁବକ ଜଣଙ୍କ କିଛି ଦିନ ତଳେ ଏହି ବିବାହିତା ମହିଳା ଙ୍କୁ ପ୍ରେମ କରି ସାତ ଜନ୍ମ ସାଥି ହୋଇ ରହିବେ ବୋଲି କଥା ଦେବା ପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା। ଏହି ପ୍ରେମିକା ଯୁବତୀ ଜଣଙ୍କ ଆଗରୁ ଜଣଙ୍କୁ ବିବାହ ମଧ୍ୟ କରିଥିଲେ ହେଲେ ୨ ବର୍ଷ ତଳେ ଛାଡପତ୍ର ଦେଇ ଦେଇଥିଲେ। ତା ପରେ ଏହି ଯୁବକ ସହିତ ପ୍ରେମ ସମ୍ପର୍କ ଗଢ଼ିଥିଲେ। କିନ୍ତୁ ତାଙ୍କ ସହିତ ରହିବା ପରେ ସବୁଦିନ ରହିବା ନେଇ ସାଥିରେ ସ୍ୱପ୍ନ ମଧ୍ୟ ଦେଖିଥିଲେ। ଆଉ ଦୁହେଁ ବାଙ୍ଗାଲୋର ମଧ୍ୟ ପଳେଇଥିଲେ ସେଠାରେ କିଛି ଦିନ ରହିବା ପରେ ଦୁହେଁ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ। ପରବର୍ତ୍ତୀ ସମୟରେ ପ୍ରେମିକ ଜଣଙ୍କ ପ୍ରେମିକା ଙ୍କୁ ଛାଡିବା ପାଇଁ ବାଟ ଖୋଜିଥିଲେ।

ଏବେ ଏଠାରେ ସେହି ଯୁବତୀ ଅଭିଯୋଗ ଆଣିଛନ୍ତି ଯେ ପ୍ରେମିକ ତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଅଧ ବାଟରେ ଛାଡି ଡରି ପଳେଇଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ପ୍ରେମିକା ଙ୍କୁ ବାଙ୍ଗାଲୋର ରେ ଛାଡି ଦେଇ ଘରକୁ ପଳେଇ ଆସିଛନ୍ତି ଯୁବକ ଜଣଙ୍କ। ଆଉ ତାଙ୍କୁ ଖୋଜି ଖୋଜି ଏଠାକୁ ଆସିଥିଲେ ପ୍ରେମିକା ଏବଂ ତାଙ୍କ ସହିତ ଦେଖା କରିବାପରେ ଝଗଡା ହେବା ସହିତ ପ୍ରେମିକ ମାରିଥିବା ନେଇ ଅଭିଯୋଗ କରିଛନ୍ତି ପ୍ରେମିକା। ଆଉ ଏହି ଘଟଣା କୁ ନେଇ ସେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment