ଦେଖନ୍ତୁ ଭିଡ଼ିଓ : ସ୍ୱାମୀ ନଥିବା ସମୟରେ ପ୍ରେମିକ ସହ ଘର ପଛ ପଟେ କରୁଥିଲେ ରାସଲୀଳା, ହଠାତ ଆସିଗଲେ ସ୍ୱାମୀ, ଆଉ ତା’ପରେ…

0

ବନ୍ଧୁଗଣ ଆମେ ପ୍ରତିଦିନ ସମାଜରେ କିଛି ନା କିଛି ଅଘଟଣ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଏସବୁ ବ୍ୟତିରେକ ପରର୍କୀୟା ପ୍ରୀତି ପାରିବାରିକ କଳହର ଏକ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଛି। ଲୋକେ ବର୍ତ୍ତମାନ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି, ନିଜ ସ୍ତ୍ରୀକୁ ଛାଡି ଅନ୍ୟ ମହିଳା ସହିତ, ସ୍ତ୍ରୀ ମଧ୍ୟ ସ୍ଵାମୀଙ୍କ ଅନୁପସ୍ଥିତି ରେ ଅନୈତିକ ସମ୍ପର୍କ ରଖିବା ଭଳି ଘଟଣା ପ୍ରତିଦିନ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିଥିବେ।

ତେବେ ବନ୍ଧଗଣ ଆଜି ଆମେ ଆପଣ ମାନକୁ ଏଭଳି କିଛି ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ତେବେ ଘଟଣାଟି ହେଉଛି, ପରର୍କୀୟା ପ୍ରୀତି ପାଇଁ ଆତ୍ମହତ୍ୟା କଲେ ମହିଳା ଏବଂ ବନ୍ଧା ହେଲେ ପ୍ରେମିକ, ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁରା ଘଟଣା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟରେ;

ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ରସଲପୁର ଗାଁ ରେ ପରକୀୟା ପ୍ରେମକୁ ନେଇ ଖୁବ ଜୋରରେ ଚର୍ଚ୍ଚା ଚାଲିଛି। ରସଲପୁର ଗାଁର ତୋଫାନ ଦଳେଇ ରବିବାର ରାତିରେ ଘରେ ନଥିବା ସମୟରେ,ତାଙ୍କ ସ୍ତ୍ରୀ ଦମୟନ୍ତୀ ଦଳେଇଙ୍କ ସହ ଅନ୍ୟ ଏକ ଗାଁର ବିବାହିତ ଯୁବକ ଟିକନ ଦଳେଇ ତାଙ୍କୁ ଦେଖା କରିବା ପାଇଁ ଆସିଥିଲା। ତୋଫାନଙ୍କ ସ୍ତ୍ରୀ ଦମୟନ୍ତୀ ସେହି ଯୁବକ ଜଣଙ୍କୁ କାହିଁକି ଏଠାକୁ ଆସିଛୁ ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟରେ ପୂର୍ବ ସମ୍ପର୍କକୁ ନେଇ ଜୋର ଝଗଡା ହୋଇଥିଲା ଯାହା ଫଳରେ କି ଟିକନ ରାଗିଯାଇ ପଳାଇଥିଲେ। ସେ ବାହାରେ ଛିଡା ହେବାର ଯୁବକ ଜଣଙ୍କୁ ଦେଖିଲେ, ତୋଫାନ ସେହି ଯୁବକ ଜଣଙ୍କୁ ପଚାରିବାରୁ ଦୁଇ ଜଣଙ୍କ ମଧ୍ୟରେ ଖୁବ ଜୋରରେ ମାରପିଟ ପର୍ଯ୍ୟନ୍ତ କଥାଗଲା।

ଶେଷରେ ତୋଫାନ ସେହି ଯୁବକଙ୍କୁ ରାତି 3 ଟାରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଲେ। ସକାଳେ ତାଙ୍କ ପରିବାର ଲୋକ ପୋଲିସକୁ ଖବର ଦେଲେ ପୋଲିସ ନ ପଂହଁଚି ବାରୁ ସେମିତି ତାଙ୍କୁ ଖୁଣ୍ଟରେ ବାନ୍ଧି ରଖା ଗଲା। ଯୁବକ ଜଣଙ୍କ ମହିଳାଙ୍କୁ ଭଲପାଇ ହଇରାଣ କରୁଛନ୍ତି ବୋଲି ମହିଳା ଜଣଙ୍କ କହୁଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କ ସହ ଦୀର୍ଘ ଦିନର ସମ୍ପର୍କ ଅଛି ବୋଲି ସେ କହୁଛନ୍ତି ଏବଂ ତାଙ୍କୁ ରବିବାର ରାତିରେ ମହିଳା ଡାକିଛନ୍ତି ବୋଲି ମଧ୍ୟ କହୁଛନ୍ତି। ଏହି ଘଟଣାକୁ ନେଇ ରେମୁଣା ପୋଲିସ ତଦନ୍ତ ଜାରି ରଖିଛି।

ଏହିଭଳି ଅନ୍ୟ ଏକ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆର୍ତ୍ତୃକ ପଂଚାୟତର ଆର୍ତ୍ତୃକ ଗାଁରେ ସେହି ପରକୀୟା ପ୍ରେମକୁ ନେଇ ଖୁବ ଜୋରରେ ଚର୍ଚ୍ଚା ଚାଲିଛି। ସେହି ଗ୍ରାମର କାହ୍ନୁଚରଣ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ ରହି କାମ କରନ୍ତି। ତାଙ୍କ ଘରେ କେବଳ ସ୍ତ୍ରୀ, ଦୁଇ ଝିଅ ଓ ଗୋଟେ ପୁଅ ରୁହନ୍ତି। ନିଜ ସ୍ୱାମୀଙ୍କ ଅନୁପସ୍ଥିତରେ ବାରାପୁର ବ୍ଲକର ଜିଡେଇପୁର ଗ୍ରାମର ଭାଗବତ ପରିଡା ବା କାଳିଆଙ୍କ ସହ ଦୀର୍ଘଦିନ ଧରି ତାଙ୍କ ସ୍ତ୍ରୀ ପ୍ରେମ ସମ୍ପର୍କ ରଖିଥିଲେ। ତାଙ୍କ ପରିବାର ଲୋକ ବିରୋଧ କରିବା ସ୍ଵତେ ସେ କାହାରି କଥା ଶୁଣୁନଥିଲେ।

ରବିବାର ବିଳମ୍ବିତ ରାତିରେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଆସିଥିବାବେଳେ ତାଙ୍କ ପରିବାର ଲୋକଙ୍କ ହାତରେ ଧରା ପଡିଲେ। ତାଙ୍କ ପରିବାର ଲୋକ ତାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଭାବରେ ମାଡମାରିଥିଲେ।ପ୍ରେମିକର ଏପରି ଅବସ୍ଥା ସହି ନପରି ଲଜ୍ୟାରେ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ। ଖବର ପାଇ ବାସୁଦେବ ପୋଲିସ ପ୍ରେମିକକୁ ଅଟକ ରଖିବା ସହିତ ମୃତ ଶରୀରକୁ ସାଇଣ୍ଟିଫିକ ଟିମକୁ ଖବର ଦେଇ ତଦନ୍ତ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।