ସ୍ଵାମୀଙ୍କ ଅନୁପସ୍ଥିତିରେ ଡ୍ରାଇଭର ସହ ସ୍ତ୍ରୀ ରଖିଲା ଏମିତି ଅନୈତିକ ସମ୍ପର୍କ… ଦେଖନ୍ତୁ Video

ଆମ ହିନ୍ଦୁ ସମାଜରେ ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ବିବାହ ସମୟରେ ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଜ୍ଞା କରିଥାନ୍ତି। ଗୋଟିଏ ଝିଅ ଯେତେବେଳେ ତା ନିଜର ବାପା ମାଆକୁ ଛାଡି ଶାଶୂ ଘରକୁ ଆସିଥାନ୍ତି, ସେ ହିଁ ନିଜର ସବୁକିଛି ନିଜ ସ୍ୱାମୀକୁ ଭାବି ନେଇଥାନ୍ତି। କିନ୍ତୁ ସମାଜରେ ଏପରି କିଛି ସ୍ୱାମୀ ଅଛନ୍ତି, ଯେଉଁମାନେ ନିଜ ସ୍ତ୍ରୀକୁ ଖେଳନା ଭାବି ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥାନ୍ତି।

ବନ୍ଧୁଗଣ ଆପଣ ମାନେ ଏଭଳି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥାନ୍ତି। ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁ ଥିରେ ଜଣେ ସ୍ୱାମୀ ନିଜର ସ୍ତ୍ରୀ ନାଁ ରେ ଅଭିଯୋଗ ଆଣିଛନ୍ତି। ଡ୍ରାଇଭର ଏବଂ ରୋଷେୟା ସହିତ ସମ୍ପର୍କ ରହିଥିବା କଥା କହିଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ବନ୍ଧୁଗଣ ଜଣେ ସରକାରୀ କର୍ମଚାରୀ ସ୍ତ୍ରୀ ଡ୍ରାଇଭର ସହିତ ଖରାପ ସମ୍ପର୍କ ରହିଥିବା ତାଙ୍କ ସ୍ବାମୀ ଅଭିଯୋଗ ଆଣିଛନ୍ତି। ଦେଖିବାକୁ ମିଳିଛି ଅଶୋକ ନାମରେ ଡ୍ରାଇଭର ସହିତ ତାଙ୍କର ଖରାପ ସମ୍ପର୍କ ରହିଥିବା କଥା ସେ କହିଛନ୍ତି।

ଯେତେବେଳେ ତାଙ୍କ ପିଲା ସ୍କୁଲରେ ପଢୁଥିଲେ ପିଲାକୁ ନେବା ଆଣିବା ପାଇଁ ଜଣେ ଡ୍ରାଇଭରକୁ ନିୟୋଜିତ କରାଯାଇଥିଲା ଏବଂ ଡ୍ରାଇଭରକୁ ଟଙ୍କା ଦିଆଯାଉଥିଲା। କିନ୍ତୁ ଯେତେବେଳେ ସେ ଡ୍ୟୁଟି କରିବାକୁ ଯାଇଥିଲେ, ଡ୍ରାଇଭର ତାଙ୍କ ପତ୍ନୀଙ୍କ ଉପରେ ଖରାପ ଦୃଷ୍ଟି ରଖିଥିଲେ। ସ୍ତ୍ରୀର ଡ୍ରାଇଭର ସହିତ ଖରାପ ସମ୍ପର୍କ ରହିଥିବା ଜାଣି ତାଙ୍କୁ ବାହାର କରିଦେଇଥିଲେ। ଏହା ପରେ ଉଭୟ ଡ୍ରାଇଭର ଏବଂ ସ୍ତ୍ରୀ ଏକତ୍ର ତାଙ୍କୁ ରାସ୍ତାରୁ ସବୁ ଦିନ ପାଇଁ ହଟେଇ ଦେବାର ପ୍ଲାଇଁ ମଧ୍ୟ କରିଥିଲେ।

ତାଙ୍କୁ ହତ୍ୟା କରିବା ପାଇଁ ଏକ ନିଛାଟିଆ ରାସ୍ତାରେ ଆକ୍ରମଣ କରିଥିଲେ ଏବଂ ଆକ୍ରମଣର ଶିକାର ହେବା ପରେ ସେ ପୋଲିସ ଷ୍ଟେସନକୁ ଯାଇ ପୋଲିସ ଷ୍ଟେସନକୁ ଯାଇ ଲେଖିଥିଲେ ତାଙ୍କ ନାମରେ ଏଫିଆର ମଧ୍ୟ ଦେଇଥିଲେ। ପୋଲିସ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଥିଲା। ତାଙ୍କ ବିରୋଧରେ ପୂର୍ବରୁ ଅନେକ ପୋଲିସ ମାମଲା ଅଛି। ପୋଲିସ ତାଙ୍କୁ ଧରିଛି। ଯେଉଁ ସବୁ ସ୍ଥାନକୁ ଯାଉଥିଲା ଡ୍ରାଇଭର ନେଇ ଆସୁଥିଲା ଏବଂ ମୋ ସ୍ୱାମୀ ମଧ୍ୟ ସେମାନଙ୍କୁ କହୁଥିଲେ। ତାଙ୍କ ସ୍ବାମୀ ଏକଥା ମଧ୍ୟ କହିଥିଲେ ଯେ ତାଙ୍କ ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହିତ ସମ୍ପର୍କ ରହିଛି। ଏପରିକି ତାଙ୍କର ଘରେ ରୋଷେୟା ସହିତ ସମ୍ପର୍କ ରଖିଥିବା କଥା ମଧ୍ୟ କହିଛନ୍ତି। ବର୍ତ୍ତମାନ ସମୟରେ ଡ୍ରାଇଭର ଅଶୋକ ଏବେ ଗିରଫ ହୋଇଛନ୍ତି। ହେଲେ ସେ ବର୍ତ୍ତମାନ ଖୁଲମ ଖୁଲା ବୁଲୁଛି। ତେବେ ଖାଲି ଦେଖିବାର ବିଷୟ ରହିଲା ପୋଲିସ ତାଙ୍କୁ କେବେ ଗିରଫ କରୁଛନ୍ତି। ଯାହାବି ହେଉ ଏଭଳି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment