ଦେଖନ୍ତୁ ଭିଡ଼ିଓ : ସ୍ୱାମୀଙ୍କ ଅନୁପସ୍ଥିତି ରେ ପ୍ରେମିକ ସହିତ ରାସଲୀଳା କରୁଥିଲା ସ୍ତ୍ରୀ, ସିସିଟିଭି ଲଗେଇଦେଲେ ସ୍ୱାମୀ ଆଉ ତାପରେ ଯାହା ହେଲା…….

0

ସାଧାରଣତଃ ଭଲ ପାଇବାର ଅନ୍ୟ ନାମ ହେଉଛି ବିଶ୍ୱାସ , ସେଥିପାଇଁ ବିବାହ ପରେ ସ୍ୱାମୀ ସ୍ତ୍ରୀ ଉଭୟ ଙ୍କ ମଧ୍ୟରେ ଅସୀମ ବିଶ୍ୱାସ ରହିଥାଏ। ଯଦି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସ ରହିବ ନାହିଁ ତାହାଲେ ସମ୍ପର୍କର କୌଣସି ମାନେ ନଥାଏ। ତେଣୁ ବିବାହ ପରେ ଉଭୟ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ବିଶ୍ୱାସ ଉପରେ ତିଷ୍ଠି ରହିଥାଏ। କିନ୍ତୁ ବର୍ତ୍ତମାନ ସମାଜରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିଶ୍ୱାସ ରହୁନାହିଁ, ସମ୍ପର୍କ ଖୁବ ଶୀଘ୍ର ଭାଙ୍ଗି ଯାଇଛି। ବେଳେ ବେଳେ ଏପରି କିଛି ଖବର ଶୁଣିବା ପାଇଁ ମିଳିଥାଏ , ଯାହା ଶୁଣିଲା ପରେ ନିଜ ଉପରେ ଭରସା ଉଠି ଯାଇଥାଏ। ଅଧିକାଂଶ ସମୟରେ ଦେଖିଥିବେ କେଉଁଠି ସ୍ୱାମୀ ନିଜ ସ୍ତ୍ରୀ କୁ ଧୋକା ଦେଇ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିବାର ଏବଂ ଆଉ ସ୍ତ୍ରୀ ମଧ୍ୟ ନିଜ ସ୍ୱାମୀକୁ ଧୋକା ଦେଇ ପର ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ମାନ ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଘୁରିବୁଲୁଛି। ଯାହାକି ଜଣେ ସ୍ତ୍ରୀ ନିଜ ସ୍ଵାମୀଙ୍କ ଅନୁପସ୍ଥିତିରେ ପ୍ରେମିକ ସହିତ କରୁଥିଲା ରାସଲିଳା, ତେବେ ସ୍ୱାମୀ ତାକୁ କଏଦ କଲା ସିସି ଟିଭି କ୍ୟାମେରା ରେ। ତେବେ ଏଭଳି ସମ୍ବେଦନଶୀଳ ଘଟଣା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୁର୍ଣ୍ଣ ଘଟଣା କିପରି ଧରିଲେ ସ୍ୱାମୀ ଏବଂ ତାପରେ କଣ ହେଲା;

ତେବେ ସୂଚନା ଅନୁସାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ଉପରେ ସନ୍ଦେହ ହେବାରୁ ନିଜ ଘରେ ସ୍ତ୍ରୀଙ୍କୁ ଲୁଚାଇ ସିସି ଟିଭି କ୍ୟାମେରା ଲଗେଇ ଦେଇଥିଲେ। ଦିନେ ସେ ଆଫିସ ଯିବା ବାହାନାରେ ବାହାରକୁ ବାହାରି ଯାଇଥିଲେ। ତାଙ୍କ ସ୍ତ୍ରୀ ନିଜ ପ୍ରେମିକ କୁ ଡାକି ଥିଲେ ଏବଂ ପ୍ରେମିକ ମଧ୍ୟ ମହିଳା ଜଣଙ୍କ ଡାକିବା ମାତ୍ରେ ଆସି ପହଞ୍ଚି ଯାଇଥିଲେ। ଉଭୟ କିଛି ସମୟ ବତ୍ତାଳାପ ହେବା ପରେ ଉଭୟ ଉଭୟଙ୍କୁ କୁଣ୍ଢେଇ ଧରିଲେ। ତେବେ ମହିଳାଙ୍କ ସ୍ୱାମୀ ସବୁ ଦେଖୁଥିଲା ସିସି ଟିଭି କ୍ୟାମେରା ରେ ତେବେ ସେ ହଠାତ ରୋମାନ୍ସ କରୁଥିବା ସମୟରେ ଆସି ପହଂଚି ଗଲେ।

ସ୍ୱାମୀର ଆସିବା ଜାଣି ପାରି ପ୍ରେମିକକୁ ଘୋର ଭିତରେ ଲୁଚାଇ ଦେଇଥିଲେ। ଏବଂ ଆତି ଚତୁରତାର ସହିତ ପ୍ରେମିକକୁ ବାହାରକୁ ବାହାର କରିଦେଇଥିଲେ। ତେବେ ସ୍ୱାମୀ ଜଣକ ଯେତେବେଳେ ତାଙ୍କୁ ଏଭଳି କଣ ପାଇଁ କରୁଛି ପାଚରିବାରୁ ମହିଳା ମାନିବା ପାଇଁ ନାରାଜ ହୋଇ ହୋଇଥିଲେ। ତେବେ ପ୍ରମାଣ ସହକାରେ ତାଙ୍କ ସ୍ୱାମୀ ସିସିଟିଭି ଦେଖିଥିଲେ, ତାପରେ ଯାଇ ମହିଳା ନିଜ ଭୁଲ ସ୍ୱୀକାର କରିଥିଲେ। ତେବେ ଏହି ଭିଡ଼ିଓଟିକୁ ଜୋନାଥନ୍‌ ଟି. ନାମକ ଜଣେ ନିଜର ଟ୍ୱିଟର ଆକାଉଣ୍ଟ ରେ ପୋଷ୍ଟ କରିଥିଲେ। ତେବେ ଖୁବ କମ ସମୟ ମଧ୍ୟରେ ସୋସିଆଲ ମିଡିଆରେ ନିଆଁ ପରି ବ୍ୟପିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।