ସ୍ୱାମୀଙ୍କ ସାମ୍ନାରେ ନିରଞ୍ଜନଙ୍କୁ ଫ୍ଲାଇଂ କିସ କରୁଥିଲେ ଶର୍ମିଷ୍ଠା… ସୋସିଆଲ ମିଡିଆରେ ଭିଡ଼ିଓ ହେଲା ଭାଇରାଲ… ଦେଖନ୍ତୁ Video

0

ସୋସିଆଲ ମିଡ଼ିଆରେ ଏମିତି ଘଟଣା ଏବେ ଦେଖିବାକୁ ମିଳୁଛି ତାହା ଅତି ହୃଦୟ ବିଦାରକ। ଆଉ ଏବେ ସେହିପରି ଗୋଟିଏ ଘଟଣା ନଜରରେ ଆସିଛି।ଏହି ଘଟଣା ଏବେ ନୂତନ ମୋଡ଼ ଆଡକୁ ଗତି କଲାଣି। କ୍ୟାମେରା ମ୍ୟାନ ମାନସଙ୍କର ମୃତ୍ୟୁ ପରେ ଧୀରେ ଧୀରେ ସବୁ ରହସ୍ୟର ଗୁମର ଖୋଲୁଛି। ଆଉ ଏପଟେ ପୋଲିସ ତାର ତଦନ୍ତ ଜୋରଦାର ଚଲେଇଛି। ଏବେ ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ପୂର୍ବ ଯୋଜନା ଅନୁସାରେ ମାନସ ଙ୍କୁ ଅପହରଣ କରିବା ପରେ ହତ୍ୟା କରି ଦେଇଥିଲେ।

ଆଉ ଏବେ ଏହି ଘଟଣା କୁ ଭିତ୍ତି କରି ପୋଲିସ ଖୋଲତାଡ଼ କରୁଛି। ଏଠାରେ ମାନସ କୁ ନେଇ କିଛି ସୂଚନା ମିଳିଛି ଯାହା ଶର୍ମିଷ୍ଠା ଏବେ ଫେରାର ଅଛନ୍ତି ଯାହା କୁ ଖୋଜିବା ପାଇଁ ଟିମ ଗଠନ ହୋଇଛି। ଆଉ ଏପଟେ ଜେଲ ରେ ଫସି ଯାଇଛନ୍ତି ନିରଞ୍ଜନ ସେଠୀ ଯିଏ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ଥିଲେ। ଆଉ ସେ ସବୁ ସତ ସତ କିଛି ଘଟଣା ସମ୍ପର୍କରେ କହି ସାରିଲେଣି।

ନିରଂଜନ ଏବେ ଜେଲର ଚାରି କାନ୍ଥ ଭିତରେ ରହି ସ୍ଵଜ ଦେଖୁଛନ୍ତି ଘଟଣା କୁ ଆଉ ଶର୍ମିଷ୍ଠା ଙ୍କୁ କହୁଛନ୍ତି ଯେ ଆଗକୁ ଆସି ଯିବା ପାଇଁ। ତାଙ୍କର ଶର୍ମିଷ୍ଠା ଙ୍କ ସହିତ ଭଲ ସଂପର୍କ ଥିବା ନେଇ ତଥ୍ୟ ମିଳିଛି ଯାହା ଏବେ ପୋଲିସ ପାଖରେ ସବୁ ରହିଛି। ନିରଂଜନ ଓ ଶର୍ମିଷ୍ଠା ଦୁହିଁଙ୍କର ସମ୍ପର୍କ ଅତି ଘନିଷ୍ଠ ଯାହା ବହୁତ ଦିନ ପୂର୍ବରୁ ହୋଇଛି ଆଉ ଏଥିପାଇଁ ଶର୍ମିଷ୍ଠା ତାଙ୍କ ସ୍ୱାମୀ ସହିତ ବାର ବାର ତିକ୍ତତା ସୃଷ୍ଟି ହୋଇଥିଲା। ନିଜ ସ୍ୱାମୀ ଙ୍କ ସାମ୍ନାରେ ନିରଂଜନ ଙ୍କ ସହିତ କଥା ହଉଥିଲେ ଯାହା ପାଇଁ ସ୍ୱାମୀ ସହ ଝଗଡା ସୃଷ୍ଟି ହୋଇଥିଲା। ନିରଂଜନ ପ୍ରେମ ପାଇଁ ସାରା ପରିବାର ଭାଙ୍ଗି ଚୁରମାର ହୋଇଗଲା ଯାହା ଏବେ ସବୁ ଜଣା ପଡିଛି।

ଏହି ଘଟଣା କୁ ପୋଲିସ ମଧ୍ୟ ତାଙ୍କ ଶାଶୁ ଘରେ ପହଂଚି ଥିଲେ ଆଉ ସେଠାରୁ ମଧ୍ୟ କିଛି ତଥ୍ୟ ସଂଗ୍ରହ କରଥିଲେ। ଶାଶୁ କହିବା କଥା ଏହି ଘଟଣା ପରେ ଏଠାକୁ ଆସିଥିଲେ କିଛି ଦିନ ରହି ପୁଣି କୁଆଡେ ପଳେଇଛନ୍ତି। ଆଉ ସୂଚନା ମିଳିଛି ଯେ ସେ ସର୍ବଦା ବେଳେ ବେଳେ ଝଗଡା କରି ନିଜର ବୃଦ୍ଧା ଶାଶୁ ଓ ଶଶୁରଙ୍କ ମାର ପିଟା କରୁଥିଲେ ଆଉ ଏପଟେ ବୃଦ୍ଧା ଆଶ୍ରମ କରିଛନ୍ତି ବୟସ୍କ ଲୋକ ମାନଙ୍କ ପାଇଁ କିନ୍ତୁ ନିଜର ଜୀବନ୍ତ ଦେବତା ଙ୍କୁ ପଚାରୁ ନାହିଁ। ଆଉ ଏହି ଘଟଣା ରେ ଯେଉଁମାନେ ସାମିଲ ରହିଛନ୍ତି ପୋଲିସ ସମସ୍ତଙ୍କୁ ଖୋଜୁଛି ହେଲେ ଏଥିପାଇଁ ତାଙ୍କ ସ୍ୱାମୀ ଓ ପୁଅ ଙ୍କର ଦେଖା ମିଳି ପାରିନାହିଁ। ତାଙ୍କର ପ୍ରେମ ଵିଵାହ ହୋଇଥିଲା 2013 ମସିହାରେ ଯାହା ର କିଛି ବର୍ଷ ପରେ ବିବାଦ ଦେଖା ଦେଇଥିଲା। ଆଉ 2018 ମସିହା ପର ଠାରୁ ଶର୍ମିଷ୍ଠା ଙ୍କ ସ୍ୱାମୀ ଆଉ ତାଙ୍କ ପାଖରୁ ଅଲଗା ହୋଇ ଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।