ଆମ ହିନ୍ଦୁ ସମାଜରେ ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ବିବାହ ସମୟରେ ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଜ୍ଞା କରିଥାନ୍ତି। ଗୋଟିଏ ଝିଅ ଯେତେବେଳେ ତା ନିଜର ବାପା ମାଆକୁ ଛାଡି ଶାଶୂ ଘରକୁ ଆସିଥାନ୍ତି, ସେ ହିଁ ନିଜର ସବୁକିଛି ନିଜ ସ୍ୱାମୀକୁ ଭାବି ନେଇଥାନ୍ତି। କିନ୍ତୁ ସମାଜରେ ଏପରି କିଛି ସ୍ୱାମୀ ଅଛନ୍ତି, ମଦ ପିଇ ପରୋର୍କୀୟା ସମ୍ପର୍କ ରଖି ନିଜ ସ୍ତ୍ରୀକୁ ଖେଳନା ଭାବି ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥାନ୍ତି। ବନ୍ଧୁଗଣ ଆପଣ ମାନେ ଏଭଳି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥାନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି, ଘଟଣା ଦେଖିବା ପାଇଁ ମିଳିଛି, ଆପଣ ମାନେ ପୂରା ଘଟଣାଟିକୁ ଜାଣି ସାରିଲା ପରେ ନିଶ୍ଚିତ ଭାବରେ ଦୁଃଖ ମଧ୍ୟ ପ୍ରକାଶ କରିବା ସହିତ ନିନ୍ଦା ମଧ୍ୟ କରିବେ। ତେବେ ଏହି ଘଟଣାଟି ହେଉଛି, ଜଣେ ସ୍ୱାମୀ ପରୋର୍କୀୟା ସମର୍କ ରଖି ସ୍ତ୍ରୀକୁ ଅତ୍ୟାଚା କରି, ସହି ନପାରି ଶେଷରେ ବିଷ ପିଇ ଦେଲା ସ୍ତ୍ରୀ, ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ। ତେବେ ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ତେବେ ସୂଚନା ଅନୁସାରେ ସଦର ଥାନା ଅଧିନ ବାଙ୍ଗରା ଗ୍ରାମର ଟ୍ରାଇଲୋକ୍ୟ ପାତ୍ରଙ୍କ ଝିଅ, ଗାୟତ୍ରୀ ଓ ନୀଳଗିରି ଥାନା ସନ୍ତ୍ରରା ଗଡ଼ିଆ ଅଞ୍ଚଳର ପ୍ରେମାନନ୍ଦ ମହାନ୍ତିଙ୍କ ପୁଅ ପ୍ରତୁସଙ୍କ ସହିତ ଚଳିତ ବର୍ଷ ରେ ଵିଵାହ ହୋଇଥିଲା।
ଗାୟତ୍ରୀ ଜଣେ ଗରିବ ଘରର ଝିଅ ହୋଇଥିବା ଯୋଗୁଁ ତାଙ୍କ ଶାଶୁ ଘୋର ଲୋକେ ତାଙ୍କୁ ସବୁ ବେଳେ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ତେବେ ତାଙ୍କର ସ୍ୱାମୀ ଅନ୍ୟ ଜଣେ ମହିଳା ସହିତ ଶାରୀରିକ ସମ୍ପର୍କ ରଖୁଥିଲା। ତେବେ ଏହା ଜାଣିବା ପରେ ତାଙ୍କ ସ୍ତ୍ରୀ ମଧ୍ୟ ଗାୟତ୍ରୀ ବିରୋଧ କରିବା ଯୋଗୁଁ ମାଡ଼ ମାରୁଥିଲା ସ୍ୱାମୀ, ପ୍ରତ୍ୟେକ ଦିନ ଘରକୁ ମଦ ପିଇ ଫେରୁଥିଲା, ସ୍ୱାମୀ ଆଉ ମାଡ଼ ମଧ୍ୟ ମାରୁଥିଲା। ତାଙ୍କ ଶାଶୁ ମଧ୍ୟ ତାଙ୍କୁ ପୁଅର ଏପରି କାମକୁ ସମର୍ଥନ କରୁଥିଲା। ତେବେ ଏମିତିକି ୩ ମାସର ପିଲା ପେଟରେ ଥିଲା କିନ୍ତୁ ଶାଶୂ ଘୋର ମିଶି ପିଲା ନଷ୍ଟ କରିଦେଲା।
ଏପରି ପ୍ରତ୍ୟେକ ଦିନ ଆତ୍ୟାଚାର ସହିନପାରି ଶେଷରେ ବିଷ ପିଇ ଦେଲେ ଗାୟତ୍ରୀ, ଏହାପରେ ଶାଶୂ ଘର ଲୋକେ ନୀଳଗିରି ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ବାଲେଶ୍ଵର ବଡ଼ ମେଡିକାଲକୁ ପଠାଇ ଦେଇଥିଲେ। ଏହାପରେ ଖବର ପାଇ ବାପ ଘୋର ଲୋକ ଯାଇ ଥିଲେ, ମୃତ୍ୟୁ ପୂର୍ବରୁ ମୋବାଇଲ ରେ ସମସ୍ତ ପ୍ରତିକ୍ରିୟା ରେକର୍ଡ କରିଥିଲେ। ତେବେ ଏହାପରେ ନୀଳଗିରି ଥାନା ପୋଲିସ ଗିରଫ କରିଛି। ଆମର ପ୍ରଶାସନକୁ ଏତିକି ଅନୁରୋଧ ଯେ, ଖୁବଶୀଘ୍ର ଦୋଷୀକୁ ଦଣ୍ଡ ଦିଆଯାଉ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।