Swami Ramdev -ଜାଇଫଳ ଖାଇବାର ଚମତ୍କାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ଶରୀର କୁ ସୁସ୍ଥ ପାଇଁ ଆମେ ଆମେ ଅନେକ ପ୍ରକାର ଖାଦ୍ୟ ଆଦି ଦରକାର କିନ୍ତୁ ଆମେ ତାହା କେବେ ଆମେ ମନରେ ମଧ୍ୟ ଚିନ୍ତା କରୁ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ସଠିକ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ଥାଉ । ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁ ରୁ ଦୂରେଇବା ହେଲେ ଅନେକ ପ୍ରକାର ଖାଦ୍ୟ ପେୟ ର ବିଷୟ ପ୍ରତି ଧ୍ୟାନ ଦେବାକୁ ପଡି ଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଔଷଧୀୟ ବୃକ୍ଷ ର ଫଳ ବିଷୟରେ ଜଣେଇବୁ ଯାହାକି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଓ ବହୁତ ପ୍ରକାର ରୋଗ ର ପ୍ରତିକାରକ ମଧ୍ୟ । ତେବେ ଆମେ ଯେତେବେଳେ ଆୟୁର୍ବେଦ ଚିକିତ୍ସା ବିଷୟରେ କହିବୁ l

ଆମ ମନକୁ ଜାଇଫଳ ନିଶ୍ଚିତ ଆସିଥାଏ କାରଣ ଏହା ଆମ ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ କାର୍ଯ୍ୟକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜାଇଫଳ ଖାଇବା ଦ୍ବାରା ଆମ ଶରୀରରେ କେଉଁ ସବୁ ସମସ୍ୟା ର ସମାଧାନ ହୋଇଥାଏ । ଆସନ୍ତୁ ଜାଣିବା l

1. ଏହା ଓଜନ ହ୍ରାସ କରିବା ରେ ସାହାଯ୍ୟ କରେ :

ଆଧୁନିକ ଯୁଗରେ ପ୍ରାୟ ସମସ୍ତ ବ୍ୟକ୍ତି ନିଜର ଶରୀରର ଓଜନ କୁ ଏକ ନିୟନ୍ତ୍ରଣ ରେ ରଖିବାକୁ ପସନ୍ଦ କରିଥାନ୍ତି ।ମେବହୁଳତା ଏକ ବଡ଼ ସମସ୍ୟା ସାଜିଛି ଆଜିର ଲୋକମାନେ ପାଇଁ । ତେବେ ଆପଣ ନିଜର ମେଦବହୁଳତା କୁ କମେଇବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ଜାଇଫଳ ର ଗୁଣ୍ଡ କୁ ଉଷୁମ ପାଣିରେ ମିଶାଇ ପାନ କରନ୍ତୁ । ଜାଇଫଳ କୋଲେଷ୍ଟ୍ରୋଲ କୁ ନିୟନ୍ତ୍ରଣ କରିଥାଏ l

2.ଜାଇ ଫଳ ହଜମ ଶକ୍ତି ବଢ଼େଇ ବାରେ ସାହାଯ୍ୟ କରି ଥାଏ :-

ପ୍ରତ୍ୟକ ଦିନ ନିୟମିତ ଭାବରେ ଜାଇଫଳ ଖାଇବା ଫଳରେ ଏହା ଜାଇ ଫଳ ଆମର ହଜମ କରିବାର ଶକ୍ତିକୁ ବୃଦ୍ଧି କରିଥାଏ । ଫଳରେ କୋଷ୍ଟକାଠିନ୍ୟ ,ଗ୍ୟାସ ପରି ଅନେକ ରୋଗଠାରୁ ମଧ୍ୟ ଆମକୁ ରକ୍ଷା ମିଳିଥାଏ ।

3. ମଧୁମେୟ ବା ଡାଇବେଟିସ କୁ ଭଲ କରିବା ରେ ସାହାଯ୍ୟ କରି ଥାଏ :-

ପ୍ରତି ଦିନ ଜାଇଫଳ ସେବନ କରିବା ଦ୍ବାରା ଲୋକ ମାନଙ୍କ ର ରକ୍ତ ରେ ଥିବା ଶର୍କରା ବା ମିଠା ର ପରିମାଣ କୁ ହ୍ରାସ କରୁଛି । ଆମ ରକ୍ତ ରେ ଶର୍କରା ର ମାତ୍ରା ଅଧିକ ହେଲେ ତାହାକୁ ଆମେ ଡାଇବେଟିସ ବା ମଧୁମେୟ ହୋଇ ଥାଏ ।ଯାହାର ଚିକିତ୍ସା ଏବେ ପର୍ଯ୍ୟନ୍ତ ସଠିକ ଭାବରେ ବାହାର ହୋଇନାହିଁ।

ତେବେ ପ୍ରତ୍ୟେକ ଦିନ ସକାଳେ ଜାଇଫଳ ଗୁଣ୍ଡ କୁ ଗରମ ପାଣି ରେ ମିଶାଇ ଖାଇବା ଦ୍ବାରା ଏହା ଆମର ଶରୀରର ଶର୍କରା ପରିମାଣ କି ହ୍ରାସ କରିଥାଏ l ଯାହାକି ଆମକୁ ଡାଇବେଟିସ ଭଳି ଏକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେଣୁ ଯାଇଫଳ ଖାଇବା ଦରକାର l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।