ସ୍ୱାମୀ ସ୍ତ୍ରୀ ଏହି କାମ କରିବା ଦ୍ୱାରା ସବୁ ଅସୁବିଧା ଦୂର ହେଇଥାଏ ୧୦୦% ଗ୍ୟାରେଣ୍ଟି – Femily Tips

0

ଆମ ଜୀବନରେ ଯାହା ସବୁ ଘଟି ଥାଏ ସେ ସବୁ ଆଗରୁ ଆମ ଭାଗ୍ୟରେ ଲେଖା ଯାଇ ଥାଏ l ଭଗବାନ ସମସ୍ତଙ୍କ ଭାଗ୍ୟ ନିଜେ ଲେଖି ଥାନ୍ତି l କୁହନ୍ତି କି ଭଗବାନ ମଣିଷ ଜୀବନରେ କିଛି ଦୁଃଖ ଏବଂ ସୁଖ ରହି ଥାଏ l ଯେଉଁ ମଣିଷ ସବୁ ଅସୁବିଧାକୁ ସାମ୍ନା କରି ତା ସହିତ ଖାପ ଖୁଆଇ ଚଳି ପାରେ l ସେ ହିଁ ଏ ଦୁନିଆରେ ଜିତି ଥାଏ l ସବୁବେଳେ ସବୁ ଦୁଃଖ କଷ୍ଟ ସହି ମଣିଷ ଆଗକୁ ଚଳି ଥାଏ l

ଆମ ଭାଗ୍ୟରେ ଯାହା ଅଛି ତାକୁ ଭୋଗିବାକୁ ପଡିବ l ତା ସହିତ ଆମେ ସବୁବେଳେ ସବୁ କିଛି ଭାଗ୍ୟ ଉପରେ ଲଦି ଦେଲେ ହେବନି l ଶାସ୍ତ୍ରରେ କୁହା ଯାଇଛି ଯେ କର୍ମ ହିଁ ଭଗବାନ l

ଆମେ ଯେମିତି କର୍ମ କରିବା ସେହି ଭଳି ଫଳ ପାଇବା l ଆମେ ଯଦି ଠିକ କର୍ମ କରିବା ଆମର ଭାଗ୍ୟ ମଧ୍ୟ ଆମ ସହିତ ସାଥ ଦେଇଥାଏ l ଆମେ ଯଦି କର୍ମରେ ଠିକ ରହିବା ତାହେଲେ ଆମର ଭାଗ୍ୟ ପରିବର୍ତ୍ତନ ହୋଇଥାଏ l ଏ ଦୁନିଆରେ ସ୍ୱାମୀ ଆଉ ସ୍ତ୍ରୀର ସମ୍ପର୍କ ବହୁତ ବଡ l ଆମେ ଯଦି ମିଶି ସବୁବେଳେ ସବୁ କାମ କଲେ ସବୁ ଅସୁବିଧା ଦୂରେଇ ଯାଇଥାଏ l

ପରିବାରରେ ସୁଖ ଶାନ୍ତି ସହିତ ବହୁତ କିଛି ଉନ୍ନତି ମଧ୍ୟ ଘଟିବ l ସବୁବେଳେ ଖୁସିରେ ରହିବେ l ଆମେ ରାତିରେ ଶୋଇବା ସମୟରେ ଓ ପରେ ସକାଳୁ ଉଠିବା ସମୟରେ ଯଦି ଭଗବାନ ଶିବଙ୍କ ନାମ ନିଅନ୍ତୁ l ଆମେ ଯଦି ତିନି ଥର ଓଁ ନମଃ ଶିବାୟ କହିବା, ତାହେଲେ ଆମର ଦିନ ସାରା ଯେଉଁ କାର୍ଯ୍ୟ କରିବା ଶୁଭ ଫଳ ଲାଭ ହେବ ଏବଂ ବହୁତ ଖୁସି ମଧ୍ୟ ରହିବେ l

ଆମର କୌଣସି କାମରେ ବିଘ୍ନ ଘଟିବନି, ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇ ଯିବ l ଆମର ଦିନଟି ବହୁତ ଭଲରେ କଟିବ l ଏହା ସହିତ ଆମେ ଯେବେ ଗାଧୋଇବାକୁ ଯାଉଛନ୍ତି, ସେତେବେଳେ ଆମେ ଜଳ ଆଣି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ l କାରଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କଲେ ଆମର ବିଭିନ୍ନ ରୋଗ ଦୂର ହୋଇ ଥାଏ l ଏହା ଶାସ୍ତ୍ରରେ ମଧ୍ୟ ଲେଖା ଯାଇଛି l

ସୂର୍ଯ୍ୟ ଦେବ ଶାନ୍ତ ରହିଲେ ବହୁତ ଭଲ ଫଳ ଲାଭ ହୁଏ l ଏହି କର୍ମ କଲେ ଆପଣଙ୍କର ଦେହ ଖରାପ ହେବ ନାହିଁ l ଆମେ ଯେତେବେଳେ କୌଣସି କାମରେ ଘରୁ ବାହାରିଲା ବେଳେ ଯଦି ଗଣେଷ ଭଗବାନକୁ ସ୍ମରଣ କରି ଯିବ ଦରକାର l ଆମର ବହୁତ ଶୁଭ ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।