ସ୍ୱାମୀ ସ୍ତ୍ରୀ କେଉଁ କାମ କଲେ ଲକ୍ଷ୍ମୀ ଛଡ଼ା ହୁଅନ୍ତି – Sadhu Bani

ତେବେ ଆମେ ଜାଣିଛୁ କି ନାରୀ ପାଖରେ ସବୁ ପ୍ରକାରର ଗୁଣ ରହିବା କଥା, ତେବେ ନାରୀକୁ ସର୍ବ ଗୁଣ ସମ୍ପର୍ଣ୍ଣ ବୋଲି କୁହା ଯାଇଥାଏ | ଆଉ ଜଣେ ନାରୀ ପାଖରେ ସମସ୍ତ ଗୁଣ ଭରପୁର ହୋଇକି ରହିବା ଆବଶ୍ୟକ ହୋଇଥାଏ |ତରବେ ନାରୀ ପାଖରେ ଏପରି କିଛି ଖରାପ ଗୁଣ ଦେଖିବାକୁ ମିଳିଥାଏ | ଯାହାକୁ ଦେଖିଲେ ଆମେ ମାନେ ଜାଣି ପାରିବା କି ସେହି ଭଳି କିଛି ନାରୀ ର ଲକ୍ଷଣ ଥାଏ ଯାହା ହତ ଲକ୍ଷ୍ମୀ ଭଳି ହୋଇଥାନ୍ତି | ଆଉ ସେହି ଭଳି ନାରୀ ରହିଲେ ଜୀବନରେ ସବୁବେଳେ ଅସୁବିଧା ରେ ପଡିଥାଏ ସେହି ଘରର ସମସ୍ତ ଲୋକ, ଆଉ ଘରର ଉନ୍ନତି ମଧ୍ୟ ହୋଇ ନ ଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭଳି କିଛି ଲକ୍ଷଣ ବିଷୟରେ ଆସନ୍ତୁ ଆଲୋଚନା କରିବା |

ତେବେ ଯାହା ଶାସ୍ତ୍ର ରେ କୁହା ଯାଇଛି କି କେବେବି ଦିନ ବେଳା ପତି ଆଉ ପତ୍ନୀ ମଧ୍ୟରେ ସମ୍ପର୍କ ରଖିବା କଥା ନୁହଁ, ତାହା ନାରୀ ଆଉ ପୁରୁଷ ଉପରେ ଖରାପ ପ୍ରଭାବ ପକାଇଥାଏ | ଏହା ବ୍ୟତୀତ କୁହା ଯାଉଛି କି ପତି ପତ୍ନୀ ଜଳାଶୟ ରେ ରହୁଥିବା ବେଳେ କେବେବି ଶାରୀରିକ ସମ୍ବଦ୍ଧ ରଖନ୍ତୁ ନାହିଁ | ଏହା ବ୍ୟତୀତ ସେଥିରେ କେବେବି ଶାରୀରିକ ସମ୍ପର୍କ ରଖିକି ପିଲା ଜାତ କରନ୍ତୁ ନାହିଁ | ଯାହା ଜନ୍ମି ଥିବା ଛୁଆଁ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ |

ତେବେ ଆହୁରି ମଧ୍ୟ କୁହା ଯାଇଛି କି ଯଦି ନାରୀ ଜଣଙ୍କ ଭୋକିଲା ଥାଆନ୍ତି, ଆଉ ସେତିକି ସମୟରେ ପୁରୁଷ ଶାରୀରିକ ସମ୍ପର୍କ ରଖିବାକୁ ନାରୀ ଜଣଙ୍କୁ ବାଧ୍ୟ କରିଥାନ୍ତି, ତାହେଲେ ସେଭଳି ଅବସ୍ଥାରେ ପୁରୁଷ ଜଣଙ୍କ ଉପରେ ତାହା ଖରାପ ପ୍ରଭାବ ପକାଇଥାଏ ଓ ନାରୀ ତାଙ୍କୁ ନର୍କ ଗାମୀ ମଧ୍ୟ ହୋଇଥାନ୍ତି | ଏହା ବ୍ୟତୀତ ଯଦି ନାରୀର ଇଚ୍ଛା ନ ଥିବ ତେବେ ସେମିତି ସମୟରେ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ହୋଇଥାଏ | ତେବେ ଆହୁରି ମଧ୍ୟ ଯଦି ନାରୀ ଜଣଙ୍କ ଆପଣଙ୍କ ର ନିଜର ବି ହେଇଥାନ୍ତୁ ନା କହିକ ଯଦି ନାରୀର ଇଚ୍ଛା ନ ଥାଏ ତାହେଲେ ମଧ୍ୟ ତାହା ପାପ ହୋଇଥାଏ |

ତେବେ ଆହୁରି ମଧ୍ୟ କୁହାଯାଏ କି ପୁରୁଷ ଆଉ ମହିଳା ମାନେ କେବେବି ଛିଡା ହୋଇକି ଶାରୀରିକ ସମ୍ପର୍କ ରଖିବା କଥା ନୁହଁ | ଆଉ ତାହା ଶାସ୍ତ୍ର ସମ୍ମତ ହୋଇ ନ ଥାଏ | ତାହା ବ୍ୟତୀତ ଯଦି ନାରୀ ଜଣଙ୍କର ଋତୁ ସ୍ରାବ ଚାଲିଥିବ ତେବେ ସେଭଳି ସମୟରେ ମଧ୍ୟ ପୁରୁଷ ଆଉ ମହିଳା କେବେ ବି ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହଁ | ଯାହା ଉଭୟ ପୁରୁଷ ଆଉ ମହିଳା ଉପରେ ଖରାପ ପ୍ରଭାବ ପକାଇଥାଏ | ତେବେ ଏହି ଭଳି ଯଦି ଲକ୍ଷଣ ଦେଖା ଯାଏ ଜଣେ ନାରୀଙ୍କ ପାଖରେ ତାହେଲେ ଆମେ ଏହାକୁ କୁ ଗୁଣ ଥିବା ନାରୀ ବୋଲି କହିଥାଉ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment