ସ୍ୱାମୀ ଓ ସ୍ତ୍ରୀଙ୍କ ଏହି ଭୁଲ ପାଇଁ ଜନ୍ମ ହୋଇଥାଏ,”ଜାଆଁଳା ଛୁଆ”- ଗୁପ୍ତ କଥା

0

ସମାଜରେ ଜଣେ ମା ହିଁ ସବୁଠାରୁ ବଡ ମହତ୍ତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ , ଜଣେ ବିବାହିତା ନାରୀ ମା ହେବା ପରେ ତାର ଝିଆ ଜନ୍ମ ହେବା ସାର୍ଥକ ହୋଇଥାଏ । ସବୁ ଝିଅଙ୍କର ମା ବନିବା ଏକ ପ୍ରକାର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଗୋଟିଏ ଝିଅ ମା ବନିବା ଦୁନିାଆର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଗୋଟିଏ ମା ତାର ସନ୍ତାନକୁ 9 ମାସ ଗର୍ଭରେ ଧାରଣ କରି ଅନେକ ପ୍ରକାର କଷ୍ଟ ଯାତନା ସହି ତାର ପିଲାକୁ ଜନ୍ମ ଦେଇଥାଏ ।

କିନ୍ତୁ ଆପଣ ମାନେ ଦେଖିଥିବେ କି ଅନେକ ସମୟରେ କେତେକ ମହିଳା ମାନଙ୍କ ଠାରେ ଯାଆଁଳା ପିଲା ଜନ୍ମ ହୋଇଥାନ୍ତି ଅର୍ଥାତ୍ ଏକ ସାଙ୍ଗରେ ଦୁଇଟି ପିଲା ଜନ୍ମ ହୋଇଥାନ୍ତି । ସାଧାରଣ ଭାବରେ ଲୋକବାଣୀ ରହିଛି କି ଯେଉଁମାନ ବଗର୍ଭବତୀ ହେବା ପୂର୍ବରୁ ବା ପରେ ଯାଆଁଳା ଫଳ ବା ପନିପରିବା ଖାଇଥାନ୍ତି , ତେବେ ତାଙ୍କର ଯାଆଁଳା ପିଲା ହୋଇଥାଏ । କିନ୍ତୁ ଆପଣ ମାନେ ଜାଣିଛନ୍ତି ଯାଆଁଳା ପିଲା କଣ ପାଇଁ ଜନ୍ମ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସ୍ୱାମୀ ଓ ସ୍ତ୍ରୀଙ୍କର କେଉଁ ଭୁଲ ପାଇଁ ଯାଆଁଳା ପିଲା ଜନ୍ମ ହୋଇଥାନ୍ତି ।

1 ବଂଶଗତ ଜିନ :-

ଯଦି ଆପଣଙ୍କ ପରିବାର ରେ ଆଗରୁ ବି କେହି ଜଣେ ଯାଆଁଳା ପିଲା ଜନ୍ମ କରିଛନ୍ତି ତଥା ଯଦି ଆପଣଙ୍କ ର ଜିନ ରେ ବଂଶଗତ ଯାଆଁଳା ପିଲା ଜନ୍ମ ହେବାର ରେକର୍ଡ ରହିଛି । ତେହେ ଏହି ଜିନ କାରଣରୁ ଜନ୍ମଜ ପିଲା ଜନ୍ମ ନେଇଥାନ୍ତି , ଏହା ମହିଳାଙ୍କ ଜିନରେ ବଂଶଗତ ଗୁଣ ଭାବରେ ରହିଥାଏ ।

2 ଗର୍ଭ ନିରୋଧକ ଔଷଧ ସେବନ କରିବାରୁ :-

ଯେଉଁ ମହିଳା ମାନେ ଗର୍ଭବତୀ ନହେବା ପାଇଁ ଗର୍ଭ ନିରୋଧକ ଟୀକା ବା ଔଷଧର ସେବନ କରିଥାନ୍ତି , ସେମାନଙ୍କ ଠାରେ ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ଅଧିକ ରହିଥାଏ । ଯଦି ମହିଳା ମାନେ ଗର୍ଭଧାରଣ ପୂର୍ବରୁ ବା ଗର୍ଭବତୀ ହେବା ପରେ ଏହି ଔଷଧର ସେବନ କରିଥାନ୍ତି , ତେବେ ତାଙ୍କର ଜନ୍ମଜ ପିଲା ହୋଇଥାଏ ।

3 ହଳିକାଲ – ସିମଲାଇଟିଂ ହୋରମନ କ୍ଷରଣ :-

କେବେକେବେ ଶାରୀରିକ ସମ୍ପର୍କ ରଖିବା ସମୟରେ ହଳିକାଲ – ସିମଲାଇଟିଂ ହୋରମନ ର କ୍ଷରଣ ହୋଇଥାଏ । ଏହି କାରଣ ରୁ ମଧ୍ୟ ଯାଆଁଳା ପିଲା ଜନ୍ମ ନେଇଥାନ୍ତି , କିନ୍ତୁ ଏହା ବହୁତ କମ ମାତ୍ରା ରେ ଦେଖିବାକୁ ମିଳେ ।

ଏହି ସବୁ ଛୋଟ ଛୋଟ ଭୁଲ ପାଇଁ ଅନେକ ମହିଳା ମାନଙ୍କ ଠାରେ ଯାଆଁଳା ପିଲା ଜନ୍ମ ହେବାର ଦେଖିବାକୁ ମିଳିଥାଏ । ତେଣୁ ଆପଣ ମାନେ ଏହି ସବୁ ଛୋଟ ଛୋଟ ଭୁଲ ରୁ ନିଜକୁ ଦୂରେଇ ରଖନ୍ତୁ ଏବଂ ଯାଆଁଳା ପିଲା ଜନ୍ମ ହେବାର ଚିନ୍ତାରୁ ସବୁଦିନ ପାଇଁ ମୁକ୍ତି ପାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।