ଦେଖନ୍ତୁ Viral ଭିଡ଼ିଓ : ସ୍ୱାମୀ-ସ୍ତ୍ରୀର ଭଲ ପାଇବାକୁ ନେଇ ଛୋଟ ପିଲାଟି ଏମିତି କହିଲା , ଶୁଣିଲେ ହୋସ ଉଡ଼ିଯିବ…

0

ବନ୍ଧୁଗଣ ମଜାଳିଆ ବା କୌତୁକିଆ ଭିଡିଓ ଦେଖିବାକୁ ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସୁଥିବ। କାରଣ ଏମିତି ସବୁ ଭିଡିଓ ଦେଖିଲେ ମନ ଖୁସି ରହିବା ସହିତ ମନରେ ଉତ୍ସାହ ଭରି ଯାଇଥାଏ। ତେବେ ଯଦି ଛୋଟ ପିଲା ମାନେ ଏହିଭଳି କିଛି ମଜାଳିଆ କଥା କୁହନ୍ତି ତେବେ ଏହା ଶୁଣିବାକୁ ବେଶି ଭଲ ଲାଗିଥାଏ।ସେମାନଙ୍କ ପ୍ରତ୍ୟେକ ଟି କଥା ଏବଂ ଭାବନା ବାସ୍ତବରେ ଆକର୍ଷଣୀୟ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି।

ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି ତାହା ବି ସମସ୍ତଙ୍କୁ ଅଜିବ ଲାଗିଥାଏ। ଯାହାବି ହେଉ ସେମାନଙ୍କ ମୁହଁରୁ ବାହାରୁଥିବା କଥା ଶବ୍ଦ ଶୁଣିବାକୁ ସମସ୍ତଙ୍କୁ ଖୁସି ଲାଗେ।କିଛି ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ ଏବଂ ଏହାର ଖୁସିକୁ ଉପଭୋଗ କରିଥାଉ।ତେବେ ସେହିଭଳି ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣ ହସି ହସି ଗଡ଼ିଯିବେ।

ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ। ଏହି ଭିଡିଓ ରେ ଜଣେ କୁନି ଝିଅ ଯେଉଁଭଳି ଭାବରେ କଥା ହେଉଛି ତାକୁ ଥରେ ଆପଣ ଭଲ ଭାବରେ ଶୁଣନ୍ତୁ।ସେ କଣ କହୁଛି ତାହା ଶୁଣିଲା ପରେ ଆପଣ ହସି ହସି ଗଡି ଯିବେ। ଯେଉଁ ଢଙ୍ଗରେ ସେ କଥା ହେଉଛି ଉପଦେଶ ଦେଉଛି ତାହା ଶୁଣି ଯିଏ ବି ହେଉ ନା କାହିଁକି ତାଯୁବ ହୋଇଯିବ।ସେ ଏହି ଭିଡିଓ ରେ ଫେମିଲି ପ୍ରବ୍ଲେମ୍ ବିଷୟରେ କହିଛନ୍ତି। ପିଲାଟି ପ୍ରଥମେ କହୁଛି ଦୁନିଆରେ ସବୁଠାରୁ ବଡ କଥା ହେଉଛି ଫ୍ୟାମିଲି ପ୍ରୋବ୍ଲେମ।

ଆଉ ଏହି ପ୍ରୋବ୍ଲେମ ଭିତରେ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ମୁଖ୍ୟ ସମସ୍ୟା ହୋଇ ଯାଇଛି। ତେଣୁ ଏଥିପାଇଁ ତାଙ୍କ ମନକଥା ବୁଝନ୍ତୁ ଓ ତାଙ୍କୁ ସ୍ପେଶାଲ୍ ଫିଲ କରାନ୍ତୁ। ତାଙ୍କୁ ଗେଲ କରିବା ଏବଂ ଗୋଡହାତ ଘଷିଦେବା ଭଳି କାମ କରନ୍ତୁ। ଏହାଛଡ଼ା ଲମ୍ବା ଚୁଟି ରଖି ସ୍ବାମୀ ମାନକ ନାକରେ ଏହାକୁ ପୂରାଇ ଗୁଲୁଗୁଲୁ କରନ୍ତୁ। ଆଉ ତାପରେ ବି ଯଦି ନଉଠିବେ ତେବେ ତାଙ୍କୁ ପେଲି ଖଟ ତଳକୁ ପକାଇ ଦେବେ। ଦେଖିବା କେମିତି ଉଠିବେନି। କଣ ଧନ୍ଦା ଚାଲିଛି କି ହେ, ଗେଲ କରି ତାଙ୍କୁ ଉଠାଯିବ, ରାଜା ପୁଅ ଆଉ.. ଏହି ଭିଡିଓ ରେ ଏହିପରି ଭାବରେ ତାଙ୍କର କଥା ଶୁଣି ଏବଂ ତାଙ୍କର ପ୍ରତିକ୍ରିୟା ଦେଖି ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।