ଦେଖନ୍ତୁ Viral ଭିଡ଼ିଓ – ଶ୍ୱଶୁର ଓ ଦେଢଶୁର ଡେଇଁଲେ ସବୁ ସୀମା, ଦାଣ୍ଡରେ ଗୋଡାଇ ଗୋଡାଇ ଭାଈ ବୋହୂ ସହିତ ଏମିତି କାଣ୍ଡ କଲେ ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି….

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ସମାଜରେ ବହୁତ କଳି ଝଗଡା ଓ ମାଡ଼ ପିଟ ଅଧିକ ଦେଖିବା ପାଇଁ ମିଳୁଛି। ବିଶେଷ କରି ପରିବାର ମାନଙ୍କ ମଧ୍ୟରେ ଅତ୍ୟଧିକ ଭାବରେ କଳି ଓ ଝଗଡା ଲାଗି ରହୁଛି। ସେମାନଙ୍କ ଉପରେ ତିଳେ ମାତ୍ର ଲଜ୍ୟା ସରମ କିଛି ରହିଛି ବୋଲି ସେମାନେ ଭୁଲି ଯାଉଛନ୍ତି, ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରି ଥାଆନ୍ତି। ଯାହାକି ଏହା ଏକ ସମାଜ ପ୍ରତି ଅତ୍ୟଧିକ ଭାବରେ ନିନ୍ଦନୀୟ କଥା ହୋଇଥାଏ। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜ ଉପରେ ବହୁତ ଭାବରେ ଖରାପ ପ୍ରଭାବ ପଡୁଛି। ତେବେ ନିକଟରେ ଏଭଳି କିଛି ଘଟଣା ଶୁଣିବା ପାଇଁ ମିଳିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ବିଷୟରେ ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଶ୍ୱଶୁର ଓ ବୋହୂର ମାଡ଼ ପିଟ କରୁ ଥିବାର ଦେଖିବା ପାଇଁ ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ କଥା ଅଟେ। ତେବେ ଆସାନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜଣେ ଯୁବକ ଓ ଜଣେ ମହିଳା ବିବାହ ପରେ ବହୁତ ଖୁସିରେ ଥିଲେ। କିନ୍ତୁ କିଛି ଦିନ ପରିବାରରେ ଅଶାନ୍ତି ଦେଖା ଦେଲା। ମହିଳାଙ୍କ ଶ୍ୱଶୁର ଓ ଦେଢଶୁର ମିଶି ମହିଳା ସ୍ୱାମୀଙ୍କ ଦ୍ୱିତୀୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି କଥା ଜାଣିବା ପରେ ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ଥିଲେ। ଏହା ପରେ ମହିଳା ଜଣଙ୍କ ତାଙ୍କ ଶ୍ୱଶୁର ଓ ଦେଢଶୁରଙ୍କୁ ବିରୋଧ କରିଲେ। ମହିଳା ବିରୋଧ କରିବାରୁ ସେମାନେ ମହିଳାଙ୍କ ଉପରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଖୁବ ଜୋର ମାଡ଼ ମାରିଥିଲେ।

ତେବେ ଏମିତିକି ମହିଳାଙ୍କୁ ମାରି ମାରି ତାଙ୍କ ଦେହରେ ଦାଗ ସବୁ କରାଇ ଦେଇଥିଲେ। ଏଥି ସହିତ ଶ୍ୱଶୁର ଖୁବ ଜୋର ସୋର ଭାବରେ ରାଗି ଯାଇ ମହିଳାଙ୍କ ହାତରୁ ମୋବାଇଲ ମଧ୍ୟ ଚଢାଇ ଭାଙ୍ଗି ଫୋପାଡ଼ି ଦେଇଥିଲେ। ଖୁବ ଶୀଘ୍ର ଏହି ଘଟଣାର ତଦନ୍ତ କରାଯାଇ ପ୍ରକୃତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ବୋଲି କୁହା ଯାଉଛି। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ ଲୋକ ମାନେ ଏହି ଭିଡିଓକୁ ଦେଖି ନିନ୍ଦା କରିଛନ୍ତି। ଏଥି ସହିତ ଏହା ମଧ୍ୟ ସମାଜ ଉପରେ ଖରାପ ପ୍ରଭାବ ପଡୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।