ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ଅନେକ ସମୟରେ ଆପଣ ହିରୋ ଆଉ ହିରୋଇନ ମାନଙ୍କର ଫ୍ଲିମ ରେ କିଛି ମନଛୁଆଁ ସିନ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ ନୂଆ ଫ୍ଲିମ ବିଷୟରେ କୁହାଯାଇଛି ଯାହା ନୂଆ ଭାବରେ ରିଲିଜ ହେବାକୁ ଯାଉଛି | ଏଥିରେ ସିଦ୍ଧାନ୍ତ ମହାପାତ୍ର ଜେଜେ ବାପା ଭାବରେ ଓ ସମ୍ବିତ. ନାତି ଭାବରେ ଅଭିନୟ କରିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଅଲିଉଡ ରେ କାମ କରୁଥିବା ଜଣା ଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ ଜାଣିଥିବେ ଯିଏକି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି | ତାହା ସହିତ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ହୃଦୟରେ ଘର କରିଛନ୍ତି ସିଦ୍ଧାନ୍ତ ମହାପାତ୍ର | ତେବେ ଆପଣ ମାନେ ସିଦ୍ଧାନ୍ତ ମହାପାତ୍ର ଙ୍କର ଅନେକ ମନୋଛୁଆଁ ଚଳଚିତ୍ର ମଧ୍ୟ କରିଥିବାର ଦେଖିବାକୁ ପାଉଥିବେ ବର୍ତ୍ତମାନ ସେହି ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ ମନୋଛୁଆଁ ଫ୍ଲିମ ଟି ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଯେଉଁଠି କୁହାଯାଉଛି କି ସିଦ୍ଧାନ୍ତ ମହାପାତ୍ର ଜେଜେ ବାପା ଭାବରେ ଅଭିନୟ କରିଛନ୍ତି ସେହି ଫ୍ଲିମ ରେ |
ତାହା ବ୍ୟତୀତ କୁହାଯାଉଛି କି ସିଦ୍ଧାନ୍ତ ମହାପରେ ଖୁସି ଅଛନ୍ତି ଏହିଭଳି ଏକ ମନୋଛୁଆଁ ଫ୍ଲିମ ରେ କାମ କରି | ଯେଉଁ ଫ୍ଲିମ ରେ ଅନେକ ଜଣା ଶୁଣା ଅଭିନେତା ଅଭିନେତ୍ରୀ ମାନେ କାମ କରିଛନ୍ତି ବୋଲି ମଧ୍ୟ କୁହାଯାଉଛି | ନେନା, ପୃଥ୍ୱୀରାଜ, ସମ୍ବିତ, ଶୀତଲ ଙ୍କ ସମେତ ପୁନମ ମଧ୍ୟ ଏହି ଫ୍ଲିମ ରେ କାମ କରି ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ତାହା ସହିତ ଏହି ଫ୍ଲିମ ରେ ନୂଆ ପ୍ରଯୋଜକ ଓ ନୂଆ ନିର୍ଦେଶକ ମାନେ ମଧ୍ୟ କାମ କରିଛନ୍ତି ବୋଲି କହିଛନୟୀ ସିଦ୍ଧାନ୍ତ ମହାପାତ୍ର |
ତେବେ ଲଗ ଡାଉନ ସମୟରେ ଏହି ଫ୍ଲିମର କାମ ଆରମ୍ଭ ହୋଇଥିଲା ତେଣୁ ସେତେବେଳେ ସୁଟିଂ ଭଲ ଭାବରେ ହୋଇ ପାରି ନ ଥିଲା ବୋଲି କହିଛନ୍ତି, ଆଉ ବର୍ତ୍ତମାନ ସେହି ଫ୍ଲିମ ର କାମ ପୁଣି ଥରେ ଆରମ୍ଭ ହୋଇଛି | ତାହା ସହିତ ସିଦ୍ଧାନ୍ତ କହିଛନ୍ତି କି ଏହି ଫ୍ଲିମ ରେ ସେ ଜେଜେବାପା ଭାବରେ ଅଭିନୟ କରିଥିବା ବେଳେ ସମ୍ବିତ ନାତି ଭାବରେ ଅଭିନୟ କରିଛନ୍ତି |ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।