ଦେଖନ୍ତୁ Viral ଭିଡ଼ିଓ : ସ୍ତ୍ରୀ ସାମନା ରେ ଅନ୍ୟଜଣେ ଯୁବତୀଙ୍କ ସହିତ ସ୍ୱାମୀ କରୁଥିଲା ସେ-କ୍ସ, ଆଉ ତା’ପରେ…

0

ପ୍ରତ୍ୟେକ ଦିନ ଆପଣମାନେ କିଛି ନା କିଛି ଖବର ଶୁଣିବାକୁ ପାଇଥାନ୍ତି। ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ କ୍ଷଣିକ ମଧ୍ୟରେ ଦେଶ ଦୁନିଆ ବିଷୟରେ ଜାଣି ପାରୁ, ଯଦି କୌଣସି ସ୍ଥାନରେ କିଛି ଘଟଣା ଘଟୁଛି ତାହାଲେ ଆମେ ଗୋଟିଏ ସ୍ଥାନରେ ବସି ସେହି ଘଟଣା ବିଷୟରେ ଅବଗତ ହୋଇପାରୁଛୁ। ବେଳେ ବେଳେ ଏପରି କିଛି ଖବର ଶୁଣିବାକୁ ମିଳେ ଯାହା ନିଜର ଅସାବଧାନତା ପାଇଁ ଅନେକ ଦୃଘଟଣା ଘଟିଥାଏ ।

ଆଜି ଆମେ ଏଭଳି ଏକ ରଙ୍ଗିଲା ସ୍ୱାମୀ କଥା କହିବା ପାଇଁ ଯାଉଛୁ, ଘଟଣା ଟି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ତେବେ ଘଟଣାଟି ଏପରି , ଶିକ୍ଷାନୁଷ୍ଠାନରେ କାର୍ଯ୍ୟ ଜଣେ ଲୋକ ନିଜ ସ୍ତ୍ରୀକୁ ଛାଡି, ଅନ୍ୟ ଜଣେ ଯୁବତୀ ସହିତ ସମ୍ପକ ରଖିଥିଲା ଏବଂ ସ୍ତ୍ରୀକୁ କିରସିନୀ ଢ଼ାଳି ପୋଡି ଦେବାକୁ ଉଦ୍ୟମ କରିଥିଲା, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ତେବେ ବନ୍ଧୁଗଣ ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଥିବା ଟେକ୍ନୋ ୱାର୍ଲଡ଼ ନାମକ ଏକ ବେସରକାରୀ ଶିକ୍ଷାଅନୁଷ୍ଠାନ ରେ ରଙ୍ଗିଲା ମାଲିକ ଉମାକାନ୍ତ ମହାନ୍ତ କାମ କରୁଥିଲେ। ତେବେ ସେହି ଶିକ୍ଷା ଅନୁଷ୍ଠାନର ପୂଜା ନାମକ ଜଣେ ଯୁବତୀଙ୍କ ସହିତ ତାଙ୍କର ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ଥିଲା। ତେବେ ଦିନେ ସେ ହଠାତ ସେହି ଯୁବତୀଙ୍କୁ ଧରି ଫେରାର ହୋଇ ଯାଇଥିଲେ। ଏହାପରେ ତାଙ୍କ ସ୍ତ୍ରୀ ତାଙ୍କୁ ଅନେକ ଖୋଜା ଖୋଜି କରିବା ପରେ ଶେଷରେ ସେ ବାଧ୍ୟ ହୋଇ ଥାନରେ ଆଫିଆର ଦେଇଥିଲେ। ଉମାକାନ୍ତ ଏବଂ ସେହି ଯୁବତୀ ନିଜେ ଆସି ଥାନରେ ଆତ୍ମସମର୍ପଣ କରିଥିଲେ। ଏବଂ ତାପରେ ଉଭୟଙ୍କୁ ବୁଝା ସୁଝା କରିବା ସେ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀକୁ ଏକ ଭଡ଼ା ଘରେ ରହୁଥିଲେ।

ତେବେ ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ସେହି ଯୁବତୀ ସହିତ ସେକ୍ସ କରୁଥିଲେ। ତାଙ୍କୁ ତାଙ୍କ ସାମ୍ନାରେ ଉଭୟ ଲଂଗଳା ହୋଇ ସେକ୍ସ କରୁଥିଲେ। ତେବେବି ସେ ବାରଣ କରୁନଥିଲେ, ଏସବୁ ଦେଖି ସେ ନିଜେ ମନସ୍ଥ କରିଥିଲେ ଯେ ଆଉ ତାଙ୍କ ପାଖେ ରହିବେ ନାହିଁ, ସେ ଆଉ ଗୋଟିଏ ଘୋର ମଧ୍ୟ ଦେଖି ସାରିଥିଲା। ସେହି ଯୁବତୀ ଏବଂ ତାଙ୍କ ସ୍ୱାମୀ କିରସିନୀ ଢାଳି ଦେଇ ପୋଡ଼ି ଦେବା ପାଇଁ ଉଦ୍ୟମ କରୁଥିଲେ। ସେ ଚିତ୍କାର କରି ବାହାରକୁ ବାହାରି ଆସିଥିଲେ। ପାଖରେ ଥିବା ପଡୋ଼ସି ମଧ୍ୟ ତାଙ୍କୁ ବଞ୍ଚେଇବା ପାଇଁ ମଧ୍ୟ ବାହାରକୁ ବାହାରି ଆସିଥିଲେ। ଆହୁରି ସଙ୍ଗିନ ଅଭିଯୋଗ ମଧ୍ୟ ଆଣିଛନ୍ତି, ଯେ ତାଙ୍କ ତାଙ୍କ ଗର୍ଭ ମଧ୍ୟ ନଷ୍ଟ କରିଦେଇଛି।

ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ, ଯଦି ଶିକ୍ଷିତ ହୋଇ ଏଭଳି କାର୍ଯ୍ୟ କରିବେ, ତାହାଲେ ସାଧାରଣ ଜନତା କଣ ଶିଖିବେ। ତେବେ ବନ୍ଧୁଗଣ ଯାହା ବି କରିଛନ୍ତି ଭାବିଚିନ୍ତି କାମ କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।