ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଏଠାରେ ଦେଖିବାକୁ ମିଳିଛି କି ଷ୍ଟେଜ ଉପରେ ନାଚରେ ଦେଖାଉଛନ୍ତି ଯୁବତୀ ଜଣଙ୍କ | ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ନାଜୁକ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଷ୍ଟେଜ ଉପରେ ନାଚ ଦେଖାଉଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ ଝିଅ ଜଣଙ୍କ | ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ବର୍ତ୍ତମାନ ଦେଖୁବାକୁ ମିଳୁଥିଲା କି ଷ୍ଟେଜ ଉପରେ ଯୁବକ ଆଉ ଯୁବତୀ ଜଣଙ୍କ ଷ୍ଟେଜ ଉପରେ ଦେଖାଉଥିଲେ ଡାନ୍ସ ର କମାଲ | ଆଉ ତାହା ସହିତ ଡାନ୍ସ ମାଧ୍ୟମରେ ଦର୍ଶକ ଙ୍କର ମନୋରଞ୍ଜନ କରିବାକୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଡାନ୍ସ କରିବାକୁ ଲାଗୁଥିଲେ ଯୁବକ ଆଉ ଯୁବତୀ ଜଣଙ୍କ | ଆଉ ଲୋକ ମାନେ ମଧ୍ୟ ସେମାନଙ୍କର ନାଚ କୁ ଦେଖିକି ବେଶ ମଜା ନେଉଥିବାର ଦେଖିବାକୁ ମିଳିଛି | ଆଉ ଏଠାରେ ଯୁବତୀ ଜଣଙ୍କ ଡାନ୍ସ କରୁଥିବା ସମୟରେ ଲୋକ ଙ୍କର ମନକୁ ଅଧିକ ଖୁସି କରେଇବା ପାଇଁ ଯୁବତୀ ଜଣଙ୍କ ଯୁବକ ଙ୍କ କାନ୍ଧ ରେ ଚଢ଼ିକି ଡାନ୍ସ କରିବାକୁ ଲାଗିଛନ୍ତି |
ଆଉ ସେଠାରେ ଦେଖିବାକୁ ମିଳିଛି କି ଯୁବତୀ ଜଣଙ୍କ ଡାନ୍ସ ର କମାଲ ଦେଖାଉଥିବା ବେଳେ କାନ୍ଧ ରୁ ପଡିଯାଇଛନ୍ତି | ଆଉ ଯେଉଁଠାରେ ଯୁବତୀ ଜଣଙ୍କ ମନୋରଞ୍ଜନ କରିବା ବେଳେ ପଡି ଯାଇଥିଲେ ଆଉ ଯାହା ଭାଇରାଲ ହେବାରେ ଲାଗିଛି | ଆଉ ସେହି ଭଳି ଏକ ଘଟଣା କିଛି ଦିନ ପୂର୍ବରୁ ଦେଖିବାକୁ ମିଳିଥିଲା | ଆଉ ଯେଉଁଠି ଦେଖା ଯାଇଥିଲା କି ଯୁବତୀ ଜଣଙ୍କ ଗଡି ଗଡି ଦେଖାଉଥିଲେ ଡାନ୍ସ | ଆଉ ସେହିଭଳି ଡାନ୍ସ ଦେଖାଉଥିବା ବେଳେ ଷ୍ଟେଜ ତଳକୁ ଗଢି ପଡିଥିଲେ ଷ୍ଟେଜ ତଳକୁ | ଆଉ ଯେଉଁଠାରେ ଯୁବତୀ ଜଣଙ୍କ ତଳେ ପଡିଯାଇଥିଲେ | ଆଉ ସଙ୍ଗେ ସଙ୍ଗେ ଯୁବତୀ ଜଣଙ୍କ ଉଠିକି ଡାନ୍ସ କରିବାକୁ ଲାଗି ପଡିଥିଲେ |
ତେବେ ଏଠାରେ କୁହା ଯାଉଛି କି ମନୋରଞ୍ଜନ ଲୋକ ମାନଙ୍କର କରାଅ ଠିକ ଅଛି କିନ୍ତୁ ଟିକିଏ ସୀମା ଭିତରେ ରହିବ ଆବଶ୍ୟକ ହୋଇଥାଏ |ଆଉ ଏମିତି ଡାନ୍ସ କରିବା ସମୟରେ ଟିକିଏ ଅସାବଧାନତା ନିଜର କ୍ଷତି ଘୋଟାଇ ଥାଏ ବୋଲି କୁହାଯାଇଛି | ଆଉ ଏହି ଭଳି ଡାନ୍ସ ବେଳେ ମଜା ପାଲଟି ଯାଇଛି ସଜା | ଆଉ ଯେଉଁ ଘଟଣା ତୀ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।