ଆପଣମାନେ ଦୟାକରି ଆସନ୍ତୁ ଫିଲ୍ମ ଦେଖନ୍ତୁ , ଭଲ ଲାଗିଲେ କୁହନ୍ତୁ ଖରାପ ଲାଗିଲେ ବି କୁହନ୍ତୁ – ଆଉ କଣ କହିଲେ ଅଭିନେତା ଶୈଳେନ୍ଦ୍ର… ଦେଖନ୍ତୁ Video

ହଁ ବନ୍ଧୁଗଣ ଆମ ଫ୍ଲିମ ଇଣ୍ଡୋଷ୍ଟ୍ରି ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି| ଆଉ ଫ୍ଲିମ ରେ ଏହିଭଳି ଭାବରେ ନୂଆ ନୂଆ ଷ୍ଟାଇଲ ରେ ଫ୍ଲିମ ଗୁଡିକ ରିଲିଜ ହେଉଛି ଯାହାକୁ ଦେଖିବା ପାଇଁକି ଦର୍ଶକ ମାନେ ମଧ୍ୟ ଅପେକ୍ଷା କରି ଆସୁଛନ୍ତି ବହୁତ ଦିନ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି କି ଶୌଳେନ୍ଦ୍ର ଙ୍କର ଏକ ନୂଆ ଫ୍ଲିମ ଟି ରିଲିଜ ହେବାକୁ ଲାଗୁଛି | ଆଉ ସେହି ପରିପେକ୍ଷୀରେ ସେ ଦର୍ଶକ ମାନଙ୍କୁ ଫ୍ଲିମ ଦେଖିବା ପାଇଁ ଆସିବାକୁ କହିଛନ୍ତି ଆଉ ଭଲ ଲାଗିଲେ ଫ୍ଲିମ ଟି କୁହନ୍ତି, ଆଉ ଭଲ ନ ଲାଗିଲେ ମଧ୍ୟ କହିବା ପାଇଁ କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କଣ ସବୁ କହିଛନ୍ତି ଶୌଳେନ୍ଦ୍ର ସେ ବିଷୟରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିଲେ କି ଶୌଳେନ୍ଦ୍ର ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି, ଯିଏ କି ଅନେକ ପ୍ରକାରର ଆଲବମ ଭିଡିଓ ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁକି ବନେଇଛନ୍ତି | ଆଉ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ବନେଇ ପାରିଛନ୍ତି | ତେବେ ଏଠାରେ କୁହାଯାଉଛି କି ଶୌଳେନ୍ଦ୍ର ଙ୍କର ଏକ ନୂଆ ଫ୍ଲିମ ରିଲିଜ ହେବାକୁ ଯାଉଛି ଅକ୍ଟୋବର 9 ତାରିଖରେ | ଆଉ ଫ୍ଲିମ ଟିରେ ହିରୋଇନ ଭୂମିକା ରେ ଅଛନ୍ତି ଦିବ୍ୟା | ତାହା ଛଡା ତାଙ୍କ ସହିତ କାଳିଆ ଷଣ୍ଢ ମଧ୍ୟ କମେଡିଆନ ଭାବରେ କାମ କରୁଥିବାର ଦେଖିବାକୁ ମିଳିଛି |

ତେବେ ଲଭ ଷ୍ଟୋରି କୁ ନେଇକି ପ୍ରେମ ଟିଏ ହୋଇଛି | ଆଉ ଯେଉଁ ଫ୍ଲିମ ଟିର ନାଁ ହେଉଛି ” ପ୍ରେମ ହେଇଗଲା ମୋତେ ଇସ୍କ ” ଆଉ ଯାହାକି ବହୁତ ସୁନ୍ଦର ଭାବରେ ହୋଇଛି ବୋଲି କହିଛନୀ ଶୌଳେନ୍ଦ୍ର | ଆଉ ତାଙ୍କର କହିବା କଥା କି ସଞ୍ଜୟ ସାର ଙ୍କ ଦ୍ୱାରା ଫ୍ଲିମ ଟି ଏତେ ଭଲ ହୋଇଛି କି ତାହାକୁ ନ ଦେଖିଲେ ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ | ତେବେ ତାଙ୍କର କହିବା କଥା କି ଫ୍ଲିମ ଟିକୁ ଦେଖିବା ପାଇଁ ଆସନ୍ତୁ ସମସ୍ତେ |

ଆଉ ଫ୍ଲିମ ଟି ଯଦି ଆପଣ ମାନଙ୍କୁ ଭଲ ଲାଗିବ ତାହେଲେ ମଧ୍ୟ ଲୋକ ମାନଙ୍କୁ କମେଣ୍ଟ ରେ ଜଣେଇବା ପାଇଁ କହିଛନ୍ତି, ଆଉ ଭଲ ନ ଲାଗିଲେ ମଧ୍ୟ ଜଣେଇବା ପାଇଁ କହିଛନ୍ତି | ଆଉ ଯାହା ଦ୍ୱାରା ସେମାନେ ଜାଣିପାରିବେ କି କୋଉଠି ଭୁଲ ରହୁଛି ଆଉ ଆଗକୁ ଭଲ କରିବା ପାଇଁକି ଚେଷ୍ଟା କରିବେ | ତେବେ ଶୌଳେନ୍ଦ୍ର ନିଜେ ଫ୍ଲିମ ଦେଖିବା ପାଇଁ ସକାଳ 6 ରୁ ଆସିବେ ବୋଲି କହିଛନ୍ତି | ତାଙ୍କର କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment