ଶେଷରେ ଅର୍ଚନା ନାଗକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କି ରାଣୀପଣ୍ଡା… ଦେଖନ୍ତୁ ଭିଡ଼ିଓ ପଛର ସତ୍ୟତା…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ଆଜି ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ରାଣୀ ପଣ୍ଡା ଙ୍କ ବିଷୟରେ | ଆଉ ଯେଉଁଠି ଦେଖା ଯାଇଛି କି ରାଣୀ ପଣ୍ଡା ନିଜେ ନିଜ ବିଷୟରେ କିଛି ପ୍ରକାଶ କରିକି କହିଛନ୍ତି, ଆଉ କହିଛନ୍ତି କି ତାଙ୍କ ନାଁ ରେ ଏମିତି ଖରାପ ଖରାପ କମେଣ୍ଟ ନ କରିବା ପାଇଁ | ଆଉ ଏହି କମେଣ୍ଟ ପଛରେ କାହାର ହାତ ଅଛି ବୋଲି ମଧ୍ୟ ପଚାରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ତୋ ବେଶ ଭଲ ଭାବରେ ଜାଣିଥିବେ କି ରାଣୀ ପଣ୍ଡା ହେଉଛନ୍ତି ଆମ ଯାତ୍ରା ଦୁନିଆର ଜଣା ଶୁଣା ଜଣେ ହଟ ଆଇଟମ ଗାର୍ଲ | ଆଉ ଯିଏ କି ଯାତ୍ରା ଜଗତ ମାଧ୍ୟମରେ ଲୋକ ଙ୍କର ପ୍ରସଂଶା ର ପାତ୍ର ହେଇ ପାରିଛନ୍ତି | ଆଉ ନିଜର କେରିୟର ମଧ୍ୟ ଗଢି ପାରିଛନ୍ତି |ତେବେ ଭାଇରାଲ ହେଉଥିବା ଭିଡିଓ ରେ ଯାହା ଜଣା ପଡିଛି କି ରାଣୀ ପଣ୍ଡା ଆସିଛନ୍ତି ଲାଇଭ | ଆଉ ଯେଉଁଠି ତାଙ୍କ ନାଁ ରେ ଖରାପ ଖରାପ କମେଣ୍ଟ କରୁଥିବା ଲୋକ ମାନଙ୍କ ବିଷୟରେ ମଧ୍ୟ କହିବାକୁ ଲାଗିଛନ୍ତି | ତେବେ ତାଙ୍କର କହିବା କଥା କି ଯଦି କିଛି ଭଲ କହି ପାରୁନ ତାହେଲେ ଖରାପ ମଧ୍ୟ କିଛି କୁହନ୍ତୁ ନାହିଁ |

ଏହା ବ୍ୟତୀତ ରାଣୀ ପଣ୍ଡା କହିଛନ୍ତି କି ସେ କିମ୍ବା ତାଙ୍କର ଫ୍ରେଣ୍ଡ ସାର୍କଲ ରୁ କେହି କହି ନାହାନ୍ତି କି ତାଙ୍କ ଆଇଡି ରେ ଏମିତି ଖରାପ ଖରାପ କମେଣ୍ଟ ଦେବା ପାଇଁ | ତେବେ ତାଙ୍କର କହିବା କଥା କି ଏମିତି ତାଙ୍କ ନାଁ ରେ ଖରାପ ଖରାପ କଥା ସବୁ କହୁଛନ୍ତି ସେ ଆହୁରି ମଧ୍ୟ କହୁଛନ୍ତି କି ଲୋକ ଲଗାଇ ଟଙ୍କା ଦେଇକି ଏମିତି କିଛି କରୁ ନାହାନ୍ତି ତୋ | ଆଉ ଯାହା ପାଇଁ ତାଙ୍କ ନାଁ ରେ ଏମିତି କିଛି କମେଣ୍ଟ ଶୁଣିବାକୁ ମିଳିଛି |

ତେବେ ରାଣୀ ପଣ୍ଡା ଏହି କଥା କୁ ନେଇକି ବହୁତ ଦୁଃଖ ପ୍ରକାଶ କରିଛନ୍ତି | ଆଉ କହୁଛନ୍ତି କି ତାଙ୍କ ନାଁ ରେ ଏହି ଭଳି ଖରାପ କମେଣ୍ଟ କରିବାକୁ ବନ୍ଦ କରିବା ପାଇଁ | ଆଉ ତାହା ବ୍ୟତୀତ ଯିଏ ଯାହା କରିଲା ତାହାର ପରସୋ ନାଲ ଲାଇଫ ରେ ନ ପଶିବା ପାଇଁ, ଆଉ ଯାହା କୁ କହିବା ପାଇଁ ରାଣୀ ପଣ୍ଡା ଲାଇଭ ଆସିଥିଲେ ବୋଲି କହିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment