ତା ସ୍ୱାମୀ ଥିଲା ତ ମୋତେ କାଇଁ ଭଲ ପାଉଥିଲା ..ମୁଁ ବି ରଜରେ ବାହା ହେଇଥିଲି ହେଲେ ତାକୁ ଭଲ ପାଇଲି ଶଙ୍ଖା ସିନ୍ଦୁର ଦେଲି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଘଟଣା ରୁ ଯାହା ଜଣା ପଡିଛି କି ଏପରି ପ୍ରେମ ସମ୍ପର୍କ ଯାହାକୁ ଶୁଣିଲେ ଆପଣ ମାନେ ବି ଭାବିବେ ସେଇଟା ପ୍ରେମ ନା ଆଉ କଣ,ଶାମୁକା ନିନି ପଞ୍ଚାୟତ ରେ ହୋମପଦା ଗାଁ ର ଯୁବକ ଛଅ ମାସ ତଳେ ବିବାହ କରିଥିଲେ କିନ୍ତୁ ସେ ତାପରେ ମଧ୍ୟ ସେ ଯାଜପୁର ଜିଲ୍ଲା ଟମକା ଥାନା ସମର୍ପିତ ଗାଁ ର ଜଣେ ମହିଳା ଯାହାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି ତାକୁ ଭଲ ପାଉଛନ୍ତି ବୋଲି ଦାବି କରିଥିଲେ , ଆଉ ସେ ଏପରି ମଧ୍ୟ କହିଥିଲେ କି ସେ ବାପା ମା ଙ୍କୁ ମଧ୍ୟ ଭୁଲି ଯାଇ ପାରନ୍ତି କିନ୍ତୁ ସେ ମହିଳା ଜଣଙ୍କୁ ଭୁଲିପାରିବେ ନାହିଁ ଓ ଯେତେ ଯାହା ହେଲେବି ତାଙ୍କୁ ବିବାହ କରିବେ |

ତେବେ ଏପରି ଘଟଣା ରେ ମିଡ଼ିଆ ଆଗରେ ପୁଅ ଜଣଙ୍କ କହିଛନ୍ତି କି ମହିଳା ଜଣଙ୍କ ଆଗରୁ ବିବାହ କରିଥିଲା ବୋଲି ସେ ଜାଣିନଥିଲେ , ଆଉ ମଧ୍ୟ ସେ କହିଛନ୍ତି କି ଯଦି ତାଙ୍କର ଏପରି କିଛି ସମ୍ପର୍କ ଆଗରୁ ଥିଲା ତାହେଲେ ସେ ମତେ ଭଲ କଣ ପାଇଁ ପାଉଥିଲେ , ପୁରୁଷ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି କି ସେ ମହିଳା ଜଣଙ୍କୁ ମଧ୍ୟ ସେ ବିବାହ କରିଛନ୍ତି, ସିନ୍ଦୁର ଦେଇନାହାନ୍ତି କିନ୍ତୁ ଶଙ୍ଖା ପିନ୍ଧାଇଛନ୍ତି | ସେ ମହିଳା ମଧ୍ୟ ତାଙ୍କ ଘରେ ତିନି ସପ୍ତାହ ରହିଥିଲେ ଆଉ ପରେ ଘରକୁ ଯିବେ କଣ କାମ ଅଛି ବୋଲି କହି ସେଠୁ ପଳାଇଆସିଥିଲେ, ତାଙ୍କର କହିବା କଥା କି ସେ କାମ କରୁଥିଲା ବେଳେ ସେ ତାଙ୍କ ସାନ ଭାଇ ଯିଏକି ଦେକାନରେ ରୁହନ୍ତି ତାଙ୍କ ପାଖକୁ ଫୋନ କରିଥିଲେ ଆଉ ତାଙ୍କୁ ନେଇଯିବା ପାଇଁ କହିଥିଲେ |

ସେ ଆହୁରି ମଧ୍ୟ ମିଡ଼ିଆ ଆଗରେ କହିଥିଲେ କି ସେ ମହୁଲି ପିଇ କି ଖୁସିରେ ଘରକୁ ଫେରୁଥିଲା ବେଳେ ପଛରେ ବର ଗଛ ପାଖରୁ ତାଙ୍କୁ ଡାକିଥିଲେ ଆଉ ସେଠି ସେ ପହଞ୍ଚି ଗାଡିରେ ନେଇଆସୁଥିଲା ବେଳେ ଗୋଟିଏ କାଞ୍ଚ ବୋତଲରେ ତାଙ୍କୁ ଆକ୍ରମଣ କରିଥିଲେ ଆଉ ଯାହା ଯୋଗୁ ତାଙ୍କର ହାତଟି ଖଣ୍ଡିଆ ହେଇଯାଇଛି |

ତଥାପି ସେ ମିଡ଼ିଆ ଆଗରେ କହିଛନ୍ତି କି ସେ ଯାହା କରିଲେ ମଧ୍ୟ ମୁଁ ତାକୁ ଭୁଲିପାରିବି ନାହିଁ ତାର ସେବା ଆଉ ଯତ୍ନ ସବୁବେଳେ କରିବି , ବାପା ମା ଙ୍କୁ ଭୁଲିଯିବି କିନ୍ତୁ ମୁଁ ତାକୁ ଭୁଲିପାରିବି ନାହିଁ, ଆହୁରି ମଧ୍ୟ ସେ କହିଛନ୍ତି କି ସେ ମଧ୍ୟ ବିବାହ କରିଥିଲେ ୬ ମାସ ଆଗରୁ , ଆଉ ସେ ଛାଡପତ୍ର ଦେବାକୁ ଚାହୁଁଛନ୍ତି, ତେଣୁ ତାଙ୍କର ସ୍ତ୍ରୀ କୁ ଛାଡ ପତ୍ର ଦେଇ ସେ ଦୁଇଟି ଛୁଆ ଥିବା ମହିଳା ଜଣଙ୍କୁ ବିବାହ କରିବେ ବୋଲି କହିବା ସହିତ ତାଙ୍କୁ ଭୁଲିପାରିବେ ନାହିଁ କେବେବି ବୋଲି ମିଡ଼ିଆ ଆଗରେ କହିଥିଲେ |

ଯାହା ଏବେ ଖୁବ ଜୋରରେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment